ବ୍ରିଟିଶ ରୋଜ ରେଞ୍ଜ ନୂତନ ଡ଼ିଜିଟାଲ ଫିଲ୍ମ ଉତ୍ସବ ପାଳନ

0
The Body Shop partners with Diana Penty to celebrate British Rose Range in a new digital film


ଭୁବନେଶ୍ୱର, ଫବୃଆରୀ ୧୯, ୨୦୨୪: ଦି ବଡ଼ି ସପ୍‌ର ବ୍ରିଟିଶ ରୋଜବଡ଼ି ଯତ୍ନର ସମ୍ଭାର ଭାରତୀୟ ଗ୍ରାହକଙ୍କ ମଧ୍ୟରେ ବେିଶଷ ଆଦୃତ ହୋଇପାରିଛି । ଏହାର ବିଭିନ୍ନ ପ୍ରକାରର ସ୍ୱଭାବ – ପୁଷ୍ପସଜ୍ଜିତ ସୁବାସ, ପରିତୁଷ୍ଟକାରୀ ଗଠନ, ଶତ ପ୍ରତିଶତ ସନ୍ତୁଷ୍ଟକାରୀ ପରିପ୍ରକାଶ ଏକ ସ୍ୱ-ଯତ୍ନକାରୀ ଅଭିଜ୍ଞତା ପ୍ରଦାନ କରିବା ସହିତ ଆପଣଙ୍କ ତ୍ୱଚାକୁ କୋମଳ ତଥା ଫୁଲ ପାଖୁଡ଼ାର ସୁବାସର ଆବୃତ କରିପାରିବ । ଏଭଳି ଏକ ପରିସ୍ଫୁଟ ସହଭାଗିତାରେ ଡ଼ାଏନା ପେଂଟିଙ୍କ ବିଚକ୍ଷଣ ବ୍ୟକ୍ତିତ୍ୱ ଆହୁରି ଅଧିକ ମୁଖରିତ ହେବ ଏକ ନୂତନ ଯୋଗାଯୋଗ ଅଭିଯାନ ଜରିଅୋର ସଦ୍ୟ ଶକ୍ତିକୁ ଆହୁରି ଅନୁପ୍ରାଣିତ କରିବ ।
ଦି ବ୍ରିଟିଶ ରୋଜ ଅଭିଜାନର ଏହି େଉନ୍ମାଚନ ଅବସରେର ନିଜର ମତବ୍ୟକ୍ତ କରି ମିସ୍ ହରମିତ ସିଂହ, ଉପାଧ୍ୟକ୍ଷ, ଦି ବଡ଼ି ସପ୍ ଇଣ୍ଡିଆ ଉତ୍ପାଦ, ମୋକର୍ଟିଙ୍ଗ ଏବଂ ଡ଼ିଜିଟାଲ କହିଛନ୍ତି, “ଏହି ଦି ବଡ଼ି ସପ୍େ‌ର ଅୋମ ପ୍ରକୃତି ଆଧାରିତ ପ୍ରେରଣାକୁ ଅଧିକ ଧ୍ୟାନ ଦେବା ସହିତ ଏହାର ଆଇକନିକ୍ ଉତ୍ପାଦ ଯାହାକି ପ୍ରତିଦିନର ସ୍ୱୟଂ ସ୍ନେହର ବ୍ୟବସ୍ଥାକୁ ଆଗକୁ ନେଇଥାଏ ଯାହାକି ଜଣଙ୍କୁ ଏହାର ଉତ୍କୃଷ୍ଟ ସଂସ୍କରଣେର ସାମିଲ ହେବା ପାଇଁ ସାହାଯ୍ୟ କରିଥାଏ । ଅମେ ଅତି ଉଲ୍ଲାସର ସହିତ ଡ଼ାଏନା ପେଂଟିର ଦି ବଡ଼ିସପ୍ ସହଭାଗୀତୋର ଏକ ଉତ୍ସାହପ୍ରଦ ଡ଼ିଜିଟାଲ ଫିଲ୍ମର ପ୍ରଦଶର୍ନ ସହିତ ସାେଂକତିକ ବ୍ରିଟିଶ ରୋଜ ପରିଧିର ଶତ ପ୍ରତିଶତ ଭେଗାନ ଉତ୍ପାଦ ବ୍ୟବସ୍ଥାର ଘୋଷଣା କରୁଅଛୁ । ଏହାର ବହୁ ବିଧ କାର୍ଯ୍ୟ ନିପୁଣର ଚୟନ ସହିତ ଆମର ମୂଳ େଉଦ୍ଦଶ୍ୟ ହେଉଛି, ଗ୍ରାହକ-ଆଧାରକୁ ବିସ୍ତାରିତ କରିବା ସହିତ, ବିଦ୍ୟମାନ ପୃଷ୍ଠେପାଷକ ମାନଙ୍କ ମଧ୍ୟେର ଆନୁଗତ୍ୟ ବୃଦ୍ଧି ତଥା ନୂଆ ଦଶର୍କମାନଙ୍କ ପାଖେର ପହଂଚିବା” ।
ଭାରତୀୟ ଅଭିନେତ୍ରୀ ଡ଼ାଏନା ପେଂଟି ଏହି ଅଭିଯାନ ସମ୍ପକର୍ରେ ତାଙ୍କର ଉତ୍ସୁକତାକୁ ବ୍ୟକ୍ତ କରି କହିଛନ୍ତି, “ମୁଁ ଅତ୍ୟନ୍ତ ଉଲ୍ଲସିତ ଅଛି ଏହି ଅଧୁନତମ ଦି ବଡ଼ିସପ ସହିତ ବ୍ରିଟିଶ ରୋଜର ଅଭିଯାନେର ନିଜକୁ ସାମିଲ କରିବା ସହିତ, ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଏହି ପୁଷ୍ପ ସମ୍ଭାରର ସ୍ୱଶର୍ତା ଲାଭ କରି ।ଏହି ପଦେକ୍ଷପ ମୋ ମତେର ମିଳିତ ତଥା ସଠିକ୍ ଭାବେର ନିଜସ୍ୱ ଅନୁକମ୍ପାକୁ ପ୍ରୋତ୍ସାହିତ କରିବା ସହିତ ପ୍ରେତ୍ୟକଙ୍କର ସୁନ୍ଦରତା ପ୍ରତି ଥିବା ପାଥର୍କ୍ୟତାକୁ ଦୃଢ଼ିଭୂତ କରିପାରିଛି । ପରବେଶ ଦାୟିତ୍ୱେବାଧତା ସହିତ ବ୍ୟକ୍ତିଗତ ସୁନ୍ଦରତାକୁ ଏହି ବ୍ରାଣ୍ଡ ଅଧିକ ଗୁରୁତ୍ୱ ଦେଉଥିବାରୁ ମୁଁ ଏଥିପାଇଁ ଗବିର୍ତ । ସୌନ୍ଦର୍ଯ୍ୟତାର ଏହି ହାଲୁକା ସୁଗନ୍ଧଯୁକ୍ତ ସମ୍ଭାର ଗୋଲାପର ପାଖୁଡ଼ା, ଗୋଲାପର ମହକତା ତଥା ରୋଜହିପ୍ ତୈଳ ସହିତ ସମ୍ମିଳିତ ହେବା ସହିତ ଗୋଲାପ ପୁଷ୍ପଗୁଚ୍ଛର ପ୍ରାକୃତିକ ମହକକୁ ଧରି ରଖିପାରିଛି ।”
ବ୍ରିଟିଶ ରୋଜ ସାୱାର ଜେଲ ବ୍ୟବହାର ସହିତ ଆପଣଙ୍କ ଶରୀରେର ଏକ ସେତଜ ଅଳ୍ପ ଉଚ୍ଚ ଗାଧୁଆର ସ୍ୱର ତଥା ପରିଚ୍ଛନତା ଅନୁଭବ କରିପାରେିବ ।ବ୍ରିଟିଶ ରୋଜ ବଡ଼ି ବଟରୁ ପୂବର୍ରୁ ପାଇନଥିବା ଏକ କ୍ରିମଯୁକ୍ତ ଅନୁରାଗ ତଥା ଯତ୍ନତାର ଅନୁଭବ ପାଇପାରେିବ । ୯୬ପ୍ରତିଶତ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟେର ଆପଣ ପାଇପାରେିବ । ବ୍ରିଟିଶ ରୋଜ ୟୁ ଡ଼ି ଟେୟେଲଟ ୯୧ ପ୍ରତିଶତ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଯାହାକି ଆପଣଙ୍କ ତ୍ୱୋଚାର ଏକ ମନେମାହକ ପୁଷ୍ପର ମହକ ଛାଡ଼େିଦବ ।

Leave a Reply

Your email address will not be published. Required fields are marked *