ଟ୍ବିନ୍ ସିଟି
ହଟିଲା ନଦିଘାଟ ରାସ୍ତା ଅବରୋଧ
କଟକ : ଗୋବିନ୍ଦପୁର ଥାନା ଅନ୍ତର୍ଗତ ସାଇଲୋ ବଡବିଲ ଗ୍ରାମର ବହୁ ପୁରାତନ ନଦୀ ଘାଟ ରାସ୍ତା ରେ ହୋଇଥିବା ଅବରୋଧ କୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ...
ଆକ୍ସନ୍ ଏଡ୍ ତରଫରୁ ଅକ୍ସିଜେନ୍ କନ୍ସନ୍ଟ୍ରେଟର ବିତରଣ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଅମ୍ଳଜାନ ଅଭାବରୁ କୈାଣସି ରୋଗୀଙ୍କର ଜୀବନ ହାନୀ ନହେବ ଓ କୋଭିଡ ମହାମାରୀକୁ ଆଖି ଆଗରେ ରଖି ସ୍ଥାନୀୟ ରିଜର୍ଭ ପୋଲିସ ହସ୍ପିଟାଲରେ ଆକ୍ସନ୍ଏଡ୍ ଓ ସିସିଡବ୍ଲୁଡି ର ମିଳିତ...
ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର
ଭୁବନେଶ୍ୱର,Prabaha news ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜୁ ଜନତା...
ରିଷ୍ଠ ବ୍ୟୁରୋକ୍ରାଟ୍ ଓ ସାରସ୍ୱତ ସ୍ରଷ୍ଟା
ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ବରିଷ୍ଠ ବ୍ୟୁରୋକ୍ରାଟ୍ ବିଷ୍ଣୁପଦ ସେଠୀଙ୍କର ଏକ କବିତା ପୁସ୍ତକ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉନ୍ମୋଚନ କରିଛନ୍ତି । କବିତା ପୁସ୍ତକର ନାମ ରହିଛି \"ବିୟଣ୍ଡ୍...
“ଘରୋଇ ପରିଚାରିକାଙ୍କ ସାମାଜିକ ନିରାପତ୍ତାକୁ ସୁଦୃଢ କରାଯାଉ’
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଅ ।ନ୍ତର୍ଜାତିକ ଘରୋଇ ପରିଚାରିକା ଦିବସ ଅବସରରେ ସିସିଡବ୍ଲ୍ୟୁଡି ଓ ଅ ।କ୍ସନ୍ଏଡ୍ଙ୍କ ମିଳିତ ଅ ।ନୁକୁଲ୍ୟରେ ସ୍ଥାନୀୟ ମଣ୍ଡପ ବସ୍ତିଠାରେ ଏକ ଦସ୍ତଖତ ଅଭିଯାନ ହୋଇଥିଲା । ବିଶେଷ...
ଆମରାଜ୍ୟ
ବାସ୍ତୁ
ଲାଇଫ ଷ୍ଟାଇଲ
ଜୀବନ ପାଇଁ ଶରୀର ଚର୍ଯ୍ୟା
ଏ ମହକ କେବଳ ଅସଲି ଫୁଲରୁ ଆସେ ସାରା ବିଶ୍ୱରେ ଅସଲି ଫୁଲରୁ ଅତର ତିଆରି କରିବାରେ ବେଶ୍ ପରିଚିତ ବ୍ରାଣ୍ଡ ହେଉଛି ଦି ବଡି ସପ୍ । ବ୍ରିଟେନ୍ ର ଏ କମ୍ପାନୀ...
ମାତ୍ର ୨୧,୯୯୯ରେ ୧୦୮ ମେଗାଫିକ୍ସଲ ଟ୍ରିପଲ କ୍ୟାମେରା ଫୋନ୍
ଏ ପାର୍ବଣର ସମୟ, ବିଭିନ୍ନ ଜାଗା ବୁଲା ବୁଲି ସହ ଫଟୋଉଠା ଚାଲିବ । ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ ମଧ୍ୟ ଚାଲିବ । ଏବେ ବଜାରରେ ଆସିଯାଇଛି ୧୦୮ ମେଗା ଫିକ୍ସଲର ଟ୍ରିପଲ୍...
ମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍ସ: କଟକର ତ୍ରିଶୁଳିଆରେ ଆଧୁନିକ ଜୀବନର ପ୍ରତୀକ
ଭୁବନେଶ୍ୱର, ୧୮/୯: ଅସାଧାରଣ ବାସସ୍ଥାନ ନିର୍ମାଣର ପ୍ରତିବଦ୍ଧତା ପାଇଁ ପରିଚିତ ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ ନିଜର ପ୍ରମୁଖ ପ୍ରକଳ୍ପ ମହାଦେବ ଗ୍ରିନ୍ସର ଶୁଭାରମ୍ଭ କରି ଆନନ୍ଦିତ । ଭୁବନେଶ୍ୱର-କଟକ ମଝିରେ ତ୍ରୁଶୁଳିଆର...
ସନ୍ତୁଳିତ ଜୀବନଚର୍ଯ୍ୟା ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ: କିମ୍ସ ବିଶେଷଜ୍ଞ
ଭୁବନେଶ୍ୱର,୨୧ା୯: ବୟସ୍କାଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଏବେ ୬୦ବର୍ଷରୁ କମ୍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା ଚିନ୍ତାର କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର...
ଜଙ୍କ୍ଫୁଡ୍ ଓ ମାତ୍ରାଧିକ ମାଂସ ଖାଇଲେ ହୋଇପାରନ୍ତି ଏହି ବଡ଼ ସମସ୍ୟାର ସମ୍ମୁଖୀନ
ସବୁ ସୁଆଦିଆ ଖାଦ୍ୟ ପାଟି ପାଇଁ ଭଲ ହୋଇଥାଉ ପଛେ ଶରୀର ପାଇଁ କିନ୍ତୁ ଭଲ ହୋଇ ନଥାଏ। ଅନେକ ଖାଦ୍ୟ ଅଛି ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯକୃତ ହେଉଛି...

ବେଦାନ୍ତ ଆର୍ଥିକ ବର୍ଷ ୨୬ ରେ ରେକର୍ଡ ପ୍ରଦର୍ଶନ: ଚତୁର୍ଥ ତ୍ରୈମାସିକ ଲାଭ ୮୯% ବୃଦ୍ଧି ପାଇ ୯,୩୫୨ କୋଟି ଏବଂ ସମ୍ପୂର୍ଣ୍ଣ ବର୍ଷ ପାଇଁ ୨୨% ବୃଦ୍ଧି ପାଇ ୨୫,୦୯୬ କୋଟି ଟଙ୍କା ହୋଇଛି
କିମ୍ସରେ ବିରଳ ଅସ୍ତ୍ରୋପଚାର ୧୦ବର୍ଷ ଧରି ଶଯ୍ୟାଶାୟୀ ଥିଲେ: ଏବେ ଚାଲବୁଲ କରୁଛନ୍ତି
ବିଶ୍ୱ ମ୍ୟାଲେରିଆ ଦିବସ: ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ୧,୦୦୦ରୁ ଅଧିକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି
ବେଦାନ୍ତ ଆଲୁମିନିୟମକୁ ଟିଏନଏଫଡି ପ୍ରାରମ୍ଭିକ ଗ୍ରହଣକାରୀ ଭାବରେ ମାନ୍ୟତା ମିଳିଛି
ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି Ranking ୨୦୨୬