Prabaha TV Bureau

ସେପ୍ଟେମ୍ବର ୨୬ ରୁ ୩୦ ମାଉଣ୍ଟଅ।ବୁ ଠାରେ ରାଷ୍ଟ୍ରୀୟ ମିଡିଅ। ସମ୍ମିଳନୀ

ବ୍ରହ୍ମପୁର : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଅ । ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଅ ।ବୁ ସ୍ଥିତ ବ୍ରହ୍ମାକୁମାରୀ ଅ ।ଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ...

ବଦାନ୍ତ ଲାନଜିଗଡର ଦୀର୍ଘ ଦିନର ସ୍ୱାସ୍ଥ୍ୟ ଅଭିଯାନ ଗ୍ରାମାଞ୍ଚଳର ଓଡିଶାରେ ସମ୍ପ୍ରଦାୟର ସ୍ୱାସ୍ଥ୍ୟକୁ ବଞ୍ଚାଇଥାଏ

ଭୁବନେଶ୍ୱର (ପ୍ରବାହ ନ୍ୟୁଜ୍‌) : ବେଦାନ୍ତ ଲିମିଟେଡ୍‌, ଲାନଜିଗଡ, ଭାରତର ପ୍ରମୂଖ ଉତ୍ପାଦକ ସ୍ମେଲଟର ଗ୍ରେଡ୍ ଆଲୁମିନା ଏବଂ ବେଦାନ୍ତ ଆଲୁମିନିୟମ୍ ର ଏକ ୟୁନିଟ୍‌, ଓଡିଶାର...

ବିଧାୟକ ବିଷ୍ଣୁ ବ୍ରତଙ୍କ କଣ୍ଠରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଙ୍ଗୀତ   

 ବାସୁଦେବପୁର - ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ବିଭିନ୍ନ ଦଳର କସରତ। ଏହି ଅବସର ରେ ଏକ ଅଭିନବ ଉପାୟ ରେ ସଙ୍ଗୀତ ପରିବେଷଣ...

ଅଟାଳ ପଞ୍ଚାୟତରେ ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

 ଆଳି, : ବୁଧବାର  ଦିନ ଅପରାହ୍ନରେ ଦିନ ଆଳି ନିର୍ବାଚନ ମଣ୍ଡଳୀର 4  ନମ୍ବର ଜୋନ ଅନ୍ତର୍ଗତ ଅଟାଳ ପଞ୍ଚାୟତରେ ବିଜେଡି ପକ୍ଷରୁ ଘରେ ଘରେ ଶଙ୍ଖ...

ଦୁର୍ଘଟଣାରେ ଆହତ ମହିଳାଙ୍କୁ ମେଡିକାଲରେ ଆଡମିଟ କଲେ ଅଂଶୁମାନ 

ଆଳି - ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି...

ଯୋଡ଼ାରେ ବିଜେଡ଼ି କାର୍ଯ୍ୟଳୟ ଉଦ୍ଘାଟନ

ଯୋଡ଼ା:- କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୪ନମ୍ବର ୱାର୍ଡ଼ ରେ ବିଜୁ ଜନତା ଦଳର କାର୍ଯ୍ୟଳୟ ଉଦ୍ଘାଟନ ହୋଇଯାଇଛି। ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦୁଝର...

ବିଜେପିର  ବିଜୟ ସଂକଳ୍ପ ସମାବେଶ 

ମାର୍ଶାଘାଇ : ମହାକାଳପଡା ନିର୍ବାଚନ ମଣ୍ଡଳୀ ବିଜେପି  ତରଫରୁ ଖରିନାଶି ପଂଚାୟତର  କାଳୀବାଡି ଠାରେ ଗୁରୁବାର  ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବତୀଘର ସମିତି...

ଗିରଫ ହେବେନି ସାଂସଦ ଅନୁଭବ ମହାନ୍ତି: ଜାମିନ ବିହୀନ ଗିରଫ ପରୱାନାରେ ରୋକ ଲଗାଇଲେ ହାଇକୋର୍ଟ

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି ।...

ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ

ଜୟପୁର : ଯୌତୁକ ଜୁଇରେ ଚାଲିଗଲା ନବବଧୂଙ୍କ ଜୀବନ । ଏଭଳି ଅଭିଯୋଗ ଆସିଛି କୋରାପୁଟରୁ । ବାହାଘରର ସିନ୍ଦୂର ଲିଭିନାହିଁ, ଘର କାନ୍ଥର ଚିତ୍ର ଲିଭିନାହିଁ କିନ୍ତୁ...

ମହିଳାଙ୍କ ସମର୍ଥନ ଲୋଡିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ

ଖଇରା : ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତର ଭୁଅଁଳଗଡିଆ ଗ୍ରାମରେ ମା କିଞ୍ଚକେଶ୍ୱରୀ ମନ୍ଦିର ପ୍ରାଗଣରେ ମହିଳା ଓ ଯୁବ ଭୋଟର ମାନଙ୍କୁ ନେଇ ଏକ ବୈଠକ...

ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି

ନୂଆଦିଲ୍ଲୀ/ଭୁବନେଶ୍ୱର : ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି ।...

୧୫୦ ରୁ ଅଧିକ ସଦସ୍ୟଙ୍କ ସହ ଏନଟିପିସି ବଙ୍ଗାଇଗାଓଁ ସ୍ ବଗ୍ଧ ାଚତା ପାଖୱାଡା ଆରମ୍ଭ କରିଛି

ସ୍ୱଚ୍ଛତା ଏବଂ ପରିବେଶ ସଚେତନତାର କାରଣକୁ ସମର୍ଥନ କରିବା ପାଇଁ ଏନଟିପିସି ବଙ୍ଗାଇଗାଓଁ ଏହାର ସ୍ ବଗ୍ଧମଷ ଚ୍ଛ ପାଖୱାଡା ପଦକ୍ଷେପକୁ ଉତ୍ସାହର ସହିତ ଆରମ୍ଭ କରିଛି।...

ଟିପିସିଓଡିଏଲ୍‌ ପକ୍ଷରୁ ସମୃଦ୍ଧି ଅଭିଯାନ ଜରିଆରେ କୃଷକଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଭିଯାନ...

୨୦୨୪ ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

● କେନ୍ଦ୍ର ଗୃହ ସଚିବ ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀ : ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି...

ଭାରତର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ଉଚ୍ଚ ଶକ୍ତିସମ୍ପର୍ଣ୍ଣ ଷ୍ଟେନଲେସ ଷ୍ଟିଲ ଯୋଗାଇଛି ଜିନ୍ଦଲ ଷ୍ଟେନଲେସ

ଭୁବନେଶ୍ବର/ଯାଜପୁର : ଭାରତରେ ଇଣ୍ଟରସିଟି ଯାତ୍ରାସେବାକୁ ବୃଦ୍ଧି କରିବା ପାଇଁ ନିକଟରେ ଭାରତୀୟ ରେଳବାଇ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରୁ ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍...