ଫିଲ୍ମି

ଚତୁର୍ଥ ଦିନରେ ‘ଆର୍‌ଆର୍‌ଆର୍‌’; ଓଡ଼ିଶାରେ ଦର୍ଶକ କରୁଛନ୍ତି ପସନ୍ଦ

ମୁମ୍ବାଇ: ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଅଭିନୀତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ହଲ୍ଲା ମଚାଇବାରେ ଲାଗିଛି। ଆନ୍ଧ୍ର ଓ...

ସୋସିଆଲ୍‌ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି ମାଆପୁଅଙ୍କ ଏହି ନୃତ୍ୟ ଭିଡିଓ

ଚେନ୍ନାଇ: ସୋସିଆଲ୍‌ ମିଡିଆରେ ଅଧିକାଂଶ ସମୟରେ ଅନେକ ମଜାଦାର ଭିଡିଓ ସବୁ ଭାଇରାଲ୍‌ ହୋଇଛି। ନିକଟରେ ସୋସିଆଲ୍‌ ମିଡିଆରେ ଏକ ମା‌ଆପୁଅଙ୍କ ଭିଡିଓ ଭାଇରାଲ୍‌ ‌ହୋଇଛି, ଯାହାକୁ...

ଫିଟ୍‌ନେସ ପ୍ରତି ବେଶ୍ ସଚେତନ ଇଶା ଗୁପ୍ତା

PRABAHA NEWS:- କିଛି ମାସ ହେବ ଇଶା ଗୁପ୍ତା ସ୍ପେନ୍‌ରେ ରହୁଛନ୍ତି । ସେକେଣ୍ଡ ଲକ୍‌ଡାଉନ୍ ପୂର୍ବରୁ ସେ ଏକ ଫେଶନ୍ ଶୁଟ୍ ପାଇଁ ଦୁବାଇ ଯାଇଥିଲେ...

ପରଲୋକରେ ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର : ୧୯/୦୬(ପ୍ରବାହ ନିଉଜ୍) ବିଶିଷ୍ଠ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ...

ଜ୍ୟାକ୍‌ଲିନଙ୍କୁ ପ୍ରଶଂସା

ବଲିଉଡ୍‌ରେ ଠିକ୍ ଠାକ୍ ଚାଲିଛି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ କ୍ୟାରିୟର୍ । ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ମୁକୁଟ ବିଜୟିନୀ ହୋଇଥିଲେ । ୨୦୦୯ରେ...

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ସୋନୁ ସୁଦ୍‌

ପ୍ରବାସୀ ଶ୍ରମିକଙ୍କ ପାଇଁ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଖା କରିଛନ୍ତି । ଠାକ୍‌ରେଙ୍କ ବାସଭବନ \"ମାତୋଶ୍ରୀ\'ରେ ସୋନୁ,...

ଗାଇଡ୍‌ଲାଇନ୍ ଅନୁଯାୟୀ ଟିଭି ଶୁଟିଂ ଆରମ୍ଭ ଫିଲ୍ମ ଶୁଟିଂ ବନ୍ଦ ରହିଛି

ଅନ୍‌ଲକ୍ ୧.୦ କାର୍ଯ୍ୟକାରୀ ହେବାପରେ ନୂତନ କଟକଣାକୁ ଦୃଷ୍ଟିରେ ରଖି ଷ୍ଟୁଡିଓଗୁଡିକରେ ଟିଭି ଶୋ ଶୁଟିଂ ଅ ।ରମ୍ଭ ହୋଇଛି । ତେବେ ଫିଲ୍ମ ଶୁଟିଂ ପାଇଁ...

ବିଦ୍ୟୁତ୍‌ଙ୍କ ସହ ଏକ ହଟ୍ ଫଟୋଶୁଟ୍ କରିବାକୁ ଚାହାନ୍ତି ଇଶା

ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତାଙ୍କର ଏକ ଗୁପ୍ତ ଅଭିଳାଷ ରହିଛି । ଜଣେ ନିର୍ଦ୍ଦିଷ୍ଟ ଅ ।କ୍ଟର୍‌ଙ୍କ ସହ ସେ ଏକ ହଟ୍ ଫଟୋଶୁଟ୍ କରିବାକୁ ଚାହାନ୍ତି...

ପୁଣି ଫିଲ୍ମକୁ ଫେରିବାକୁ ଚାହୁଁଛନ୍ତି ମହିମା ଚୌଧୁରୀ

(ପ୍ରବାହ ନ୍ୟୁଜ୍‌) : ବଲିଉଡରେ ମହିମା ଚୌଧୁରୀ ଶାହରୁଖ ଖାନ୍‌ଙ୍କ ସହ ସୁପରହିଟ୍ ଫିଲ୍ମ \"ପରଦେଶ\'ରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ସହିତ ମହିମାଙ୍କ ଅଭିନୟକୁ...