ପ୍ରବନ୍ଧ

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୧ତମ ରାଜ୍ୟ ଚାରୁକଲା ପୁରସ୍କାର ପ୍ରଦାନ ଉତ୍ସବ

 ଚଳିତ ବର୍ଷଠାରୁ ଚାରୁକଳାରେ ୧୨ଟି ପୁରସ୍କାର ପ୍ରଦାନ ପୁରସ୍କୃତ ହେଲେ ବିଭିନ୍ନ ବର୍ଗର ୧୨ ଜଣ କୃତୀ ଶିଳ୍ପୀ ଭୁବନେଶ୍ୱର,୩୦/୧୨/୨୦୨୩ : ଓଡ଼ିଶା ଲଳିତ କଳା...

ଅଧ୍ୟାପକ ସୌଭାଗ୍ୟ ହେଲେ ସମ୍ମାନିତ

ଭୁବନେଶ୍ଵର: ଚଳିତ ବର୍ଷ ଆନ୍ତର୍ଜାତୀୟ ସୁର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ଆୟୋଜିତ ସୁର୍ଯ୍ୟୋଦୟ ଶାନ୍ତି ସୌମିତ୍ରୀ ସମ୍ମିଳନୀ ଭୁବନେଶ୍ଵର ନିକଟସ୍ଥ ଗୀତ ଗୋବିନ୍ଦ ଭବନ ରେ...

ଭୀମ ପୃଷ୍ଟି ୪୪ତମ ଶାରଳା ପୁରସ୍କାରରେ ସମ୍ମାନିତ, ବେଣୁଧର ଓ ମୋହିନୀମୋହନଙ୍କୁ କଳା ସମ୍ମାନ

ଭୁବନେଶ୍ୱର, ୨୬/୧୦: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’...

ସେ ବାସ୍ତବରେ ଥିଲେ ସବୁଜ ବିପ୍ଳବର ଜନକ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଆମେ ପ୍ରଫେସର ଏମ୍ ଏସ୍ ସ୍ୱାମୀନାଥନଙ୍କୁ ହରାଇଛୁ । କୃଷି ବିଜ୍ଞାନରେ ବିପ୍ଳବ ଆଣିଥିବା ଜଣେ ଦୂରଦର୍ଶୀଙ୍କୁ ଆମ...

ଅପରିଭାଷିତ – କାହ୍ନା

RJ Anjali Patra ମୋ କାହ୍ନା ପାଇଁ କି ଖୋଲିଦେଇଛି ମୁଁ ….."ଭାଷାବିନ୍ଧାଣୀ" ର ଶବ୍ଦ ପେଡିକୁ,ସାଇତି ଥିବା ସଭିଙ୍କର ଅଭିଳାଷ ଉପହାର ପାଇଁ ।ବୁଢିଆଣୀ ଜାଲ...

ବିନ୍ଦେଶ୍ୱର ପାଠକଙ୍କ ସ୍ମୃତିରେ

୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଚାଲିଥିବା ସମୟରେ, ଏକ ଦୁଃଖଦ ଖବର ଆମକୁ ମିଳିଲା। ବିନ୍ଦେଶ୍ୱର ପାଠକ ଆଉ ଆମ ଗହଣରେ ନାହାନ୍ତି, ଏକଥାକୁ ବିଶ୍ୱାସ...

ବରଷା ଆସିଲା

ବରଷା ଆସିଲା ଧରଣୀ ହସିଲାହସିଲାତ ଚାଷୀ ଭାଇଖରା ବରଷାକୁ ଖାତିରି ନକରିକାମ କରେ ଆମ ପାଇଁ ।ବିଲବାଡ଼ି ସବୁ ପାଣି ଦେଖାଗଲାହସିଲା ବେଙ୍ଗୁଲି ରାଣୀଗାଆଁ ଲୋକେ ଆମ...

ମେଧାବୀ ମହିଳାମାନଙ୍କଠାରୁ କିଛି ଶିକ୍ଷା: ରେଶମ୍‌ ଫାତମା

କୌଣସି ଦେଶର ପରିସ୍ତିତି ସେଠାକାର ମହିଳାମାନଙ୍କ ସ୍ଥିତିକୁ ଦେଖି ଜଣେ କହିପାରିବ ଜୱାରହାରଲାଲ ନେହେରୁ: ଜ୍ଞାନ ଓ ସଚେତନତା ବୃଦ୍ଧି ଦ୍ୱାରା ମହିଳାମାନଙ୍କର ପ୍ରଗତି ସମ୍ଭବ ହୋଇପାରିଛି...

ଅନନ୍ୟ ପ୍ରତିଭା କୃଷ୍ଣପ୍ରିୟା, ପଟ୍ଟଚିତ୍ର ଶିଳ୍ପୀ ଓ ଯୁବ ଉଦ୍ୟୋଗୀଙ୍କ ପାଇଁ ସଫଳ ଉଦାହରଣ

ପୁରୀର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ୧୯୭୯ ମସିହା ମାଘ ମାସ ଶୁକ୍ଳପକ୍ଷ ନବମୀ ତିଥିର ବରୀୟାନ ଯୋଗରେ ମାତା ଲକ୍ଷ୍ମୀପ୍ରିୟା ଦାଶ ଓ ପିତା ତ୍ରିଲୋଚନ...

ମହାପାତ୍ର ସବିତା ହୋତାଙ୍କ ୨ଟି ପୁସ୍ତକ ମାନ୍ୟବର ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର, ୨୭ ଜାନୁୟାରୀ ୨୦୨୩:କବୟତ୍ରୀ ମହାପାତ୍ର ସବିତା ହୋତାଙ୍କ ଦ୍ବାରା ରଚିତ ଦୁଇଟି କବିତା ପୁସ୍ତକ, ପଦରବିନ୍ଦରେ ଏବଂ ଆଦ୍ୟା, ଆଜି ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ...

ଭଗବାନ ବିର୍ସା ମୁଣ୍ଡାଙ୍କ ଉତ୍ତରାଧିକାରୀ

ଭଗବାନ ବିର୍ସା ମୁଣ୍ଡା(୧୮୭୫-୧୯୦୦) ବା ଯାହାଙ୍କୁ ଅନୁଗାମୀମାେନ ଧରିତ୍ରୀ ଆବା ବୋଲି ସମ୍ବୋଧନ କରିଥାନ୍ତି, ପ୍ରତିବର୍ଷ ତାଙ୍କ ଜୟନ୍ତୀ ଅବସରରେ ଅନେକ ବାମପନ୍ଥୀ ଏବଂ ଚର୍ଚ୍ଚର ତଥାକଥତ...