ଆଳାପ

ମାତ୍ର ୨୧,୯୯୯ରେ ୧୦୮ ମେଗାଫିକ୍ସଲ ଟ୍ରିପଲ କ୍ୟାମେରା ଫୋନ୍

ଏ ପାର୍ବଣର ସମୟ, ବିଭିନ୍ନ ଜାଗା ବୁଲା ବୁଲି ସହ ଫଟୋଉଠା ଚାଲିବ । ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ ମଧ୍ୟ ଚାଲିବ । ଏବେ ବଜାରରେ...

ମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ: କଟକର ତ୍ରିଶୁଳିଆରେ ଆଧୁନିକ ଜୀବନର ପ୍ରତୀକ

ଭୁବନେଶ୍ୱର, ୧୮/୯: ଅସାଧାରଣ ବାସସ୍ଥାନ ନିର୍ମାଣର ପ୍ରତିବଦ୍ଧତା ପାଇଁ ପରିଚିତ ମହାଦେବ ଗୃହ ନିର୍ମାଣ ପ୍ରାଇଭେଟ୍ ଲିମିଟେଡ୍ ନିଜର ପ୍ରମୁଖ ପ୍ରକଳ୍ପ ମହାଦେବ ଗ୍ରିନ୍‌ସର ଶୁଭାରମ୍ଭ କରି...

ସନ୍ତୁଳିତ ଜୀବନଚର୍ଯ୍ୟା ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ: କିମ୍‍ସ ବିଶେଷଜ୍ଞ

ଭୁବନେଶ୍ୱର,୨୧ା୯: ବୟସ୍କାଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଏବେ  ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା...

ଛିଙ୍କିବା ବେଳେ ଆଶୀର୍ବାଦ ଦେବାର କାରଣ…

ଆମକୁ ଯେତେବେଳେ ଛିଙ୍କ ଆସିଥାଏ, ସେତିକିବେଳେ ଆମ ପାଖରେ ଥିବା ଗୁରୁଜନ ବା ବନ୍ଧୁସହୋଦରଙ୍କର ଠାରୁ ସାଧାରଣତଃ ଏକ ନିଆରା ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। କେହି ଛିଙ୍କିଲା...

ଜଙ୍କ୍‌ଫୁଡ୍‌ ଓ ମାତ୍ରାଧିକ ମାଂସ ଖାଇଲେ ହୋଇପାରନ୍ତି ଏହି ବଡ଼ ସମସ୍ୟାର ସମ୍ମୁଖୀନ

ସବୁ ସୁଆଦିଆ ଖାଦ୍ୟ ‌ପାଟି ପାଇଁ ଭଲ ହୋଇଥାଉ ପଛେ ଶରୀର ପାଇଁ କିନ୍ତୁ ଭଲ ହୋଇ ନଥାଏ। ଅନେକ ଖାଦ୍ୟ ଅଛି ଯାହା ଶରୀର ଉପରେ...

ମହା ସ୍ୱାଧୀନତା ସଂଗ୍ରାମୀ ଫଜଲେ ହକ୍‌ ଖୈରାବାଦୀ(ଏମ୍‌ଡି ଇକ୍‌ବାଲ ଜାଫ୍‌ର)

ଭାରତର ୧୮୫୭ ସ୍ୱାଧୀନତା ସଂଗ୍ରାମ ଐତିହାସିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପ୍ରଥମତଃ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ସଂଗଠିତ ଭାବରେ ଭାରତୀୟମା[ଙ୍କ ଦ୍ୱାରା ଏହା ଥିଲା ପ୍ରଥମ...

ଚତୁର୍ଥ ଦିନରେ ‘ଆର୍‌ଆର୍‌ଆର୍‌’; ଓଡ଼ିଶାରେ ଦର୍ଶକ କରୁଛନ୍ତି ପସନ୍ଦ

ମୁମ୍ବାଇ: ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଅଭିନୀତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ହଲ୍ଲା ମଚାଇବାରେ ଲାଗିଛି। ଆନ୍ଧ୍ର ଓ...

ସୋସିଆଲ୍‌ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଛି ମାଆପୁଅଙ୍କ ଏହି ନୃତ୍ୟ ଭିଡିଓ

ଚେନ୍ନାଇ: ସୋସିଆଲ୍‌ ମିଡିଆରେ ଅଧିକାଂଶ ସମୟରେ ଅନେକ ମଜାଦାର ଭିଡିଓ ସବୁ ଭାଇରାଲ୍‌ ହୋଇଛି। ନିକଟରେ ସୋସିଆଲ୍‌ ମିଡିଆରେ ଏକ ମା‌ଆପୁଅଙ୍କ ଭିଡିଓ ଭାଇରାଲ୍‌ ‌ହୋଇଛି, ଯାହାକୁ...

ଫିଟ୍‌ନେସ ପ୍ରତି ବେଶ୍ ସଚେତନ ଇଶା ଗୁପ୍ତା

PRABAHA NEWS:- କିଛି ମାସ ହେବ ଇଶା ଗୁପ୍ତା ସ୍ପେନ୍‌ରେ ରହୁଛନ୍ତି । ସେକେଣ୍ଡ ଲକ୍‌ଡାଉନ୍ ପୂର୍ବରୁ ସେ ଏକ ଫେଶନ୍ ଶୁଟ୍ ପାଇଁ ଦୁବାଇ ଯାଇଥିଲେ...

ପରଲୋକରେ ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର

ଭୁବନେଶ୍ୱର : ୧୯/୦୬(ପ୍ରବାହ ନିଉଜ୍) ବିଶିଷ୍ଠ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ...

ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ ତିଅ ।ରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଅ ।ଣିବ । ତେବେ ଏହି...

୨୦୨୪-୨୫ ସୁଦ୍ଧା ଅ ।ସିବ ଉଡନ୍ତା ଟାକ୍ସି

ନୂଆଦିଲ୍ଲୀ, (ଏଜେନ୍ସି): ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଅ ।ସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ...

ଜ୍ୟାକ୍‌ଲିନଙ୍କୁ ପ୍ରଶଂସା

ବଲିଉଡ୍‌ରେ ଠିକ୍ ଠାକ୍ ଚାଲିଛି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ କ୍ୟାରିୟର୍ । ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କା ମୁକୁଟ ବିଜୟିନୀ ହୋଇଥିଲେ । ୨୦୦୯ରେ...