ପ୍ରକୃତି ସହ ଟିପିଡବ୍ଲୁଓଡିଏଲର ସଂଘର୍ଷ: ଗୋଟିଏ ପରେ ଗୋଟିଏ କାଳବୈଶାଖୀର ତାଣ୍ଡବରେ ବିପର୍ଯ୍ୟସ୍ଥ ବିଦ୍ୟୁତ୍ ଭିତ୍ତିଭୂମି, ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହଜାର ହଜାର କର୍ମଚାରୀ
ବୁର୍ଲା, ୦୧ ଜୁନ ୨୦୨୬: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ପଶ୍ଚିମ ଓଡ଼ିଶା ସବୁଠାରୁ ଅଧିକ ଏବଂ ଭୟାବହ କାଳବୈଶାଖୀର ସମ୍ମୁଖୀନ ହେଉଛି । ଏହି କାଳବୈଶାଖୀର...
