Year: 2026

କିଟ୍‍ ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ

ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ସୋମବାର କିଟ ବିଶ୍ୱବିଦ୍ୟାଳୟ ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।...

କିସ୍‍ର ୧୯୦୦ ଛାତ୍ରଛାତ୍ରୀ ଦେବେ +୨ ପରୀକ୍ଷା

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ଚଳିତ ବର୍ଷ +୨ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଆସନ୍ତା...

ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ: ‘ବିଲ୍ ପେ’ ଆଣ୍ଡ୍ ଉଇନ୍‌’ ଯୋଜନାରେ ଟିପିସିଓଡିଏଲ୍‌ର ୫୦୦ ଭାଗ୍ୟଶାଳୀ ଉପଭୋକ୍ତା ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଠିକ୍...

ବେଦାନ୍ତ ଝାରସୁଗୁଡା ପକ୍ଷରୁ ଶିଳ୍ପ ସୁରକ୍ଷା ଉପରେ ଜୋନାଲ-ସ୍ତରୀୟ ସେମିନାର ଆୟୋଜନ

ଝାରସୁଗୁଡା,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡିଶା ସରକାରଙ୍କ କାରଖାନା ଏବଂ ବଏଲର୍ସ ନିର୍ଦ୍ଦେଶାଳୟ (ଝାରସୁଗୁଡା ଜୋନ୍‌) ସହିତ ମିଳିତ ଭାବରେ...

40 କୁଇଣ୍ଟାଲ ଦେଶୀ ଘିଅ ରେ ହେବେ ବିଶ୍ଵ ଶାନ୍ତି ମହାଜଜ୍ଞ ମହୋତ୍ସବ

142 ଟି ଯଂଜ୍ଞ କୁଣ୍ଢ ପ୍ରସ୍ତୁତ ସାରା ଓଡିଶା ରୁ ଆସିବେ 600 ପଣ୍ଡିତ ! ଏକ କାଳୀନ କରିବେ ପୂଜା ସମେତ ଯଂଜ୍ଞ ପିପିଲି :...

ବେଦାନ୍ତ ଆଲୁମିନିୟମ୍‌ ଲାଞ୍ଜିଗଡ ଦକ୍ଷତା ତାଲିମ କେନ୍ଦ୍ରର ୧୦୦% ନିଯୁକ୍ତି ସଫଳତା

•୭ ଜଣ ଦିବ୍ୟାଙ୍ଗଙ୍କୁ ବିମାନ ଚଳାଚଳ, ଆତିଥେୟତା ଓ ସେବା କ୍ଷେତ୍ର ଉଦ୍ୟୋଗରେ ନିଯୁକ୍ତି•କାର୍ଯ୍ୟକ୍ରମ ଅଧୀନରେ ୯୪୧ ଜଣ ଗ୍ରାମୀଣ ଯୁବକ ତାଲିମପ୍ରାପ୍ତ ଏବଂ ~୮୦% ନିଯୁକ୍ତି...

କିଟରେ ଆରମ୍ଭ ହେବ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ ଦକ୍ଷିଣ ଏସିଆର ପ୍ରଥମ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଏସିଆର ଅସୁରକ୍ଷିତ ବୌଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ କିଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏସିଆ ମହାଦେଶର ଗ୍ରାମାଞ୍ଚଳରେ...

ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ବୋର୍ଡ ପରୀକ୍ଷା ପୂର୍ବରୁ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା

ବିଦ୍ୟାଗ୍ରହ ପଦକ୍ଷେପ ଅଧୀନରେ ଝାରସୁଗୁଡାର ଚାରୋଟି ସରକାରୀ ସ୍କୁଲରେ ଶିକ୍ଷା ଶିବିର ଏବଂ କ୍ୟାରିଅର ପରାମର୍ଶ ଅଧିବେଶନ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ...

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନ୍‌ଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି...

40 କୁଇଣ୍ଟାଲ ଦେଶୀ ଘିଅରେ ହେବେ ବିଶ୍ଵ ଶାନ୍ତି ମହାଜଜ୍ଞ ମହୋତ୍ସବ

142 ଟି ଯଂଜ୍ଞ କୁଣ୍ଢ ପ୍ରସ୍ତୁତ ସାରା ଓଡିଶା ରୁ ଆସିବେ 600 ପଣ୍ଡିତ ! ଏକ କାଳୀନ କରିବେ ପୂଜା ସମେତ ଯଂଜ୍ଞ ପିପିଲି :...

ବେଦାନ୍ତ ଷ୍ଟେମରେ ୩୫% ସହିତ ଏହାର କର୍ମଶକ୍ତିରେ ୫୦% ମହିଳାଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଫେବୃୟାରୀ ୧୧, ୨୦୨୬: ମହିଳା ଓ ବାଳିକା ଆର୍ନ୍ତଜାତୀୟ ଦିବସ ୧୧ ଫେବୃଆରୀ ଅବସରରେ ବେଦାନ୍ତ ଲିମିଟେଡ ଘୋଷଣା କରିଛି, ମହିଳାମାନେ ଏବେ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ କର୍କଟ ସଚେତନତା ଅଭିଯାନ

ଲାଞ୍ଜିଗଡ଼, କଳାହାଣ୍ଡି, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡ଼ ଆଲୁମିନା ବିଶୋଧନ କେନ୍ଦ୍ର ନିକଟସ୍ଥ ଅଞ୍ଚଳରେ ଏକ ବିସ୍ତୃତ...

ବେଦାନ୍ତ ଝାରସୁଗୁଡା ସହିତ ନିଜ ଭବିଷ୍ୟତକୁ ସୁରକ୍ଷତ କରନ୍ତୁ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍ : ଦ୍ରୁତ ଗତିରେ ବିକଶିତ ହେଉଥିବା ଶିଳ୍ପ ଦୃଶ୍ୟପଟରେ, ଯେଉଁ ସଂଗଠନଗୁଡ଼ିକ ନିରନ୍ତର ଭାବରେ ସେମାନଙ୍କ ଲୋକଙ୍କ ଉପରେ, ବିଶେଷକରି ସେମାନଙ୍କର ଯୁବ କର୍ମଚାରୀଙ୍କ...

ଓଡ଼ିଶା ଅର୍ଥନୈତିକ ସଂଘର ୫୮ତମ ବାର୍ଷିକ ସମ୍ମିଳନୀ ଉଦ୍‍ଯାପିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : କିଟ୍‍ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ କମର୍ସ ଓ ଓଡ଼ିଶା ଅର୍ଥନୈତିକ ସଂଘ (ଓଇଏ) ମିଳିତ ସହଯୋଗରେ ଓଇଏର ୫୮ତମ ବାର୍ଷିକ ସମ୍ମିଳନୀ ଓ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଉଦ୍‍ଯାପିତ ହୋଇଯାଇଛି। ଫେବୃଆରୀ ୭ ଓ ୮ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା "ଭାରତ ଓ ବିଶ୍ୱ ବାଣିଜ୍ୟ: ସାମଗ୍ରୀ ଚୁକ୍ତିନାମା ଓ ନୀତି’। ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖ୍ୟାତି ସଂପନ୍ନ ଅର୍ଥନୀତି ବିଶାରଦ ପ୍ରଫେସର ଦୀପକ ନାୟାର ଯୋଗଦେଇ ନିଯୁକ୍ତି ବଢ଼ିଲେ ହିଁ ଅର୍ଥନୀତିର ଅଭିବୃଦ୍ଧି ହେବ ହେବ ବୋଲି କହିଥିଲେ। ବିକାଶଶୀଳ ଦେଶଗୁଡ଼ିକରେ ନିଯୁକ୍ତି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଯୁକ୍ତି ଦୃଷ୍ଟିକୋଣରୁ ସାମଗ୍ରିକ ଅର୍ଥନୈତିକ ନୀତିଗୁଡ଼ିକର ପୁନର୍ବିଚାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ କହିଲେ, କିଟ୍ ଓ କିସ୍ ଭଳି ଅନୁଷ୍ଠାନ ସଶକ୍ତ ଅର୍ଥନୀତିର ଉତ୍ତମ ଉଦାହରଣ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁକାନ୍ତ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ଇକନୋମିକ୍ ଆସୋସିଏସନର ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କା, ସଂପାଦକ ଡ ହିମାଂଶୁ ଶେଖର ରାଉତ ଓ କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ଶାଶ୍ୱତ କିଶୋର ମିଶ୍ର ପ୍ରମୁଖ ଯୋଗଦେଇ ଅର୍ଥନୀତି ତଥା ବିଷୟବସ୍ତୁ ଉପରେ ଅଧିକ ଆଲୋଚନା କରିଥିଲେ।  ଏହି ଅବସରରେ ଅନ୍ତର୍ଭୁକ୍ତି ବିକାଶ, ସ୍ଥାୟିତ୍ୱ ଓ ନୀତିଗତ ପ୍ରାସଙ୍ଗିକତାକୁ ଆଗକୁ ବଢ଼ାଇବାରେ ଅର୍ଥନୀତିର କେନ୍ଦ୍ରୀୟ ଭୂମିକା ଉପରେ ବିଭିନ୍ନ ଅଧିବେଶନରେ ଆଲୋଚକମାନେ ଆଲୋଚନା କରିଥିଲେ। ଓଇଏ ସଭାପତି ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କ ନେତୃତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ପ୍ରଫେସର ହିମାଂଶୁ ଶେଖର ରାଉତଏହି ସମ୍ମିଳନୀର  ପରିଚାଳନା କରିଥିଲେ। ଉଦ୍‍ଯାପନୀ ଉତ୍ସବରେ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନ, କୋଲକାତା ପ୍ରଫେସର ଦେବାଶିଷ ମିଶ୍ର ନିଲାମ ଡିଜାଇନର ଅର୍ଥନୀତି ବିଷୟରେ ଆଲୋକପାତ କରିଥିଲେ। ପ୍ରୋତ୍ସାହନ, ସୂଚନା ଓ ରଣନୈତିକ ଆଚରଣ ଦ୍ୱାରା ବଜାର କିପରି ଆକୃତି ପାଇଥାଏ ତା ଉପରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଯୋଗଦେଇଥିବା ଓଡ଼ିଶା ତଥା ଭାରତର ବିଭିନ୍ନ କୋଣରୁ ୩ଶହରୁ ଊର୍ଦ୍ଧ୍ୱ ବିଶିଷ୍ଟ ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌, ନୀତି ନିର୍ଦ୍ଧାରକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ବିକାଶ, ସ୍ଥିରତା ତଥା ଭବିଷ୍ୟତର ଅର୍ଥନୈତିକ ମାର୍ଗ ଉପରେ ଏକ ଭିନ୍ନ ଚିନ୍ତାଧାରା ପ୍ରଦାନ କରିଥିଲା।

ଯଦି ସ୍ମାର୍ଟଫୋନ୍‌, ସ୍ମାର୍ଟୱାଚ୍ ଏବଂ ସ୍ମାର୍ଟ ଟିଭି ଆପଣେଇ ପାରୁଛୁ… ତେବେ ସ୍ମାର୍ଟ ମିଟର କାହିଁକି ନୁହେଁ?

ଓଡ଼ିଶାର ଶକ୍ତି ବିତରଣ କ୍ଷେତ୍ରରେ କାର୍ଯ୍ୟରତ ଜଣେ ଯୁବ ମହିଳା ଯନ୍ତ୍ରୀ ତନୁଜା ବେହେରା ଆଜିର ସମୟରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମତ...