Day: May 11, 2026

ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ଗୁଣପୁରରେ ନୂତନ କେନ୍ଦ୍ର ସ୍ଥାପନ ସହିତ ଓଡ଼ିଶାରେ ନନ୍ଦଘରର ପାଦଚିହକୁ୍ନ ବିସ୍ତାର କରିଛି

ଭୁବନେଶ୍ୱର, ମଇ ୧୦, ୨୦୨୬ – ଅନିଲ ଅଗ୍ରୱାଲ ଫାଉଣ୍ଡେସନର ତତ୍ୱାବଧାନରେ ବେଦାନ୍ତର ପ୍ରମୁଖ ସାମାଜିକ ପ୍ରଭାବ ପଦକ୍ଷେପ, ନନ୍ଦଘର, କଳାହାଣ୍ଡି ଜିଲ୍ଲାର ଗୁଣପୁର ଗ୍ରାମପଂଚାୟତର ସାଇସୁର୍ଣ୍ଣି...

ଅଙ୍କୁରା ହସପିଟାଲ ସ୍ୱତନ୍ତ୍ର ମାତୃ ଦିବସ ସମାବେଶ ଆୟୋଜନ କଲା

ଭୁବନେଶ୍ୱର : ଅଙ୍କୁରା ହସପିଟାଲ, ବେବି ଷ୍ଟୁଡିଓ ବାଏ ଅଙ୍କିତା ଏବଂ ସମ୍ମାନାସ୍ପଦ ଗୋଷ୍ଠୀ ସହଭାଗୀମାନଙ୍କ ସହିତ ଭୁବନେଶ୍ୱରରେ ନିର୍ଦ୍ଦିଷ୍ଟ ଭାବରେ ମା’ ହେବାକୁ ଯାଉଥିବା, ନୂଆକରି...

କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ଓ ଗବେଷକ ପ୍ରଫେସର ଡ ରାମକୃଷ୍ଣ ପଣ୍ଡା ଭୁବନେଶ୍ୱରର କିମସର ଶରୀର ବିଜ୍ଞାନ ବିଭାଗକୁ ତାଙ୍କ ଶରୀର ଦାନ କରିଛନ୍ତି।  ୨୮ ତାରିଖରେ ଡ ପଣ୍ଡାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପକ୍ଷରୁ ତାଙ୍କ ଶରୀରକୁ...

ବେଦାନ୍ତ ଆଲୁମିନିୟମ ଛତୁ ଚାଷ ମାଧ୍ୟମରେ ରାୟଗଡ଼ାରେ ମହିଳାମାନଙ୍କୁ ସ୍ୱୋଭାବଲମ୍ବି କରୁଛି

ଭୁବନେଶ୍ୱର, ୧୧ ମଇ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ରାୟଗଡ଼ାର ଆଦିବାସୀ ଜିଲ୍ଲା କାଶୀପୁର ବ୍ଲକର ୭୬ ଜଣ ମହିଳାଙ୍କୁ ତାଲିମ ଦେଇ...

କିନ୍ନରଙ୍କ ପାଇଁ ସୋଆ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ  ଆଇନ୍‌ଗତ ସହାୟତା ଶିବିର

ଭୁବନେଶ୍ୱର, ୧୧।୫ :  ସମାଜର ସବୁବର୍ଗଙ୍କୁ ସମାନ ଆଇନ୍ ଏବଂ ସାମାଜିକ ନ୍ୟାୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ କିନ୍ନର ସମ୍ପ୍ରଦାୟଙ୍କ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ...

ସମ୍ ନର୍ସିଂ କଲେଜ-୨ ଫୁଲନଖରା ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ

ଭୁବନେଶ୍ୱର, ୧୧।୫: ଫୁଲନଖରା ସ୍ଥିତ ସମ ନର୍ସିଂ କଲେଜ-୨ ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ୍ ଦିବସ  ସୋମବାର ପାଳିତ ହୋଇଛି। । ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନଙ୍କ ବିଶେଷ ଭୁମିକା...