Month: March 2026

ବେଦାନ୍ତ ଆଲୁମିନିୟମ ଏସଏଣ୍ଡପିର ସଷ୍ଟେନେବିଲିଟି ଇୟରବୁକ୍ ୨୦୨୬ ରେ ବିଶ୍ୱସ୍ତରିୟ କମ୍ପାନୀର ଶୀର୍ଷ ୧୦%ରେ ପ୍ରବେଶ କରିଛି

ଭୁବନେଶ୍ୱର, ୧୨ ମାର୍ଚ୍ଚ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏସଏଣ୍ଡପି ଗ୍ଲୋବାଲ୍ ସଷ୍ଟେନେବିଲିଟି ଇୟରବୁକ୍ ୨୦୨୬ ରେ ବିଶ୍ୱ କମ୍ପାନୀର ଶୀର୍ଷ ୧୦%...

ଆସନ୍ତା ମାର୍ଚ୍ଚ ୧୪ ତାରିଖ ଦିନ ବିଚାରାଧୀନ ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ କରନ୍ତୁ: ଟିପିଡବ୍ଲୁଓଡିଏଲ୍

ବୁର୍ଲା, ୧୧ ମାର୍ଚ୍ଚ ୨୦୨୬: ଆସନ୍ତା ୧୪ ମାର୍ଚ୍ଚ ୨୦୨୬ (ଶନିବାର) ସକାଳ ୧୦:୦୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ...

ବେଦାନ୍ତ ଆଲୁମିନିୟମ ପୂର୍ବ ଭାରତର ସର୍ବବୃହତ ମହୁ ଏଫପିଓ- ବେଦାମୃତ ଲଞ୍ଚ କରିଛି

ଭୁବନେଶ୍ୱର ୧୧ ମାର୍ଚ୍ଚ, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ସିଏସଆର ପଦକ୍ଷେପ ମାଧ୍ୟମରେ ବେଦାମୃତ ଜୀବିକା ଚାଷୀ ଉତ୍ପାଦକ କମ୍ପାନୀ ଆରମ୍ଭ...

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ମହିଳା ଦିବସ ପାଳିତ: ୪୫ ଜଣ ‘ପରିବର୍ତ୍ତନର ସାରଥି’ ସମ୍ମାନିତ

କଳିଙ୍ଗନଗର, ମାର୍ଚ୍ଚ ୧୧, ୨୦୨୬: ଆନ୍ତର୍ଜାତିକ ମହିଳା ଦିବସର ସ୍ମୃତିକୁ ଉଜ୍ଜୀବିତ ରଖି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ବୁଧବାର ଦିନ ଦାନଗଦୀ ସ୍ଥିତ ମଲ୍ଟି...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ଧାମରା, ୧୧.୦୩.୨୦୨୬: ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ଶାଖା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ‘ଅନ୍ତର୍ଜାତୀୟ ମହିଳା...

ଧାମରା ପୋର୍ଟରେ ପ୍ରଥମ ଥର ପାଇଁ କେପ୍ ସାଇଜ୍ ଲାଇମ୍‌ଷ୍ଟୋନ ଜାହାଜ ପରିଚାଳନା

ଧାମରା ବନ୍ଦର ଏହାର ନୂତନ ନିର୍ମିତ ବର୍ଥରେ ୯ ମାର୍ଚ୍ଚ ୨୦୨୬ ରେ ଏହାର ପ୍ରଥମ କେପ୍ ଆକାର ଚୂନା ପଥର ଜାହାଜ, ଗଠ ଠରଶବ ଊକ୍ସରବଜ୍ଞକୁ...

ବେଦାନ୍ତ ଓଡ଼ିଶାର କର୍ଣ୍ଣପୋଡିକୋଣ୍ଡା ବକ୍ସାଇଟ୍ ବ୍ଲକ୍ ପାଇଁ ପସନ୍ଦିତା ବିଡର ଘୋଷିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଓଡ଼ିଶା ସରକାରଙ୍କ ଖଣି ଏବଂ ଭୂତତ୍ୱ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା ପ୍ରତିଯୋଗିତାମୂଳକ ଇ-ନିଲାମ ପରେ ବେଦାନ୍ତ ଲିମିଟେଡକୁ ଓଡ଼ିଶାର କୋରାପୁଟରେ କର୍ଣ୍ଣପୋଡିକୋଣ୍ଡା ବକ୍ସାଇଟ୍...

ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ଶୁଭଲକ୍ଷ୍ମୀ ଅଧିନରେ ଝୋଟ ପ୍ରକ୍ରିୟାକରଣ କେନ୍ଦ୍ରର ଶୁଭାରମ୍ଭ

ଝାରସୁଗୁଡ଼ରେ ୧୫ ଜଣ ମହିଳା କ୍ଷୁଦ୍ର ଉଦ୍ୟୋଗୀ ଏଥିରୁ ଲାଭବାନ ହେବେ ଝାରସୁଗୁଡ଼ା,ପ୍ରବାହ ନ୍ୟୁଜ୍ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର କେଲେଣ୍ଡାମାଲ...

ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା ୩.୦’ ର ବିଜେତା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ସେମାନଙ୍କର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତା ‘ଓଃ ମାଇଁ ବିୟୁଟିଫୁଲ ଓଡ଼ିଶା’ର ତୃତୀୟ...