ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ତା ୨୧.୦୬.୨୦୨୨ ଦିନ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଛି ।ଏହି ଅବସରରେ ବ୍ୟାଙ୍କ୍ ର ବହୁ ଅଧିକାରୀ ଏବଂ କର୍ମଚାରୀ ଯୋଗଦେଇଥିଲେ । ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର ବର୍ମା, ଭୁବନେଶ୍ୱର ଜୋନ 1 ମହପ୍ରଭନ୍ଧକ ଶ୍ରୀ ମୁରୁଗନ ପୋଲମ୍ବନମ ,ଭୁବନେଶ୍ୱର ଜୋନ 2 ମହପ୍ରଭନ୍ଧକ ଶ୍ରୀ ଉତ୍ତମ କୁମାର ହାଜରା ଚୌଧୁରୀ ଏବଂ ଅନ୍ୟ ଉପ ମହପ୍ରଭନ୍ଧକ ଏବଂ କର୍ମଚାରୀ ବୃନ୍ଦ ଶତାଧିକ ସଂଖ୍ୟାରେ ଏହି ଯୋଗ ଦିବସରେ ଅଂଶଗ୍ରହଣ କରିଥିଲେ । ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଯୋଗ ପ୍ରଶିକ୍ଷକ ମାନେ ବିଭିନ୍ନ ଯୋଗ କ୍ରିୟା ଓ ସୁସ୍ଥ ଜୀବନ ଜାପାନରେ ଯୋଗର ମହତ୍ତ୍ଵ ବିଷୟରେ ବୁଝାଇଥିଲେ।

Leave a Reply

Your email address will not be published. Required fields are marked *