ଜିନ୍ଦଲ ଷ୍ଟେନଲେସକୁ ଡାଇମଣ୍ଡ ଟ୍ରଫି ଏବଂ ଏଞ୍ଜେଲସିୟର ଆୱାର୍ଡ

ଭୁବନେଶ୍ୱର :ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ କ୍ରମାଗତ ତୃତୀୟ ବର୍ଷ ପାଇଁ ଜାତୀୟ ଉତ୍ପାଦନ ପ୍ରତିଯୋଗିତା (ଏନଏଏମସି) ରେ ପୁରସ୍କୃତ ହୋଇଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଗୋଲ୍ଡ ଆୱାର୍ଡ ପାଇବା ପରେ ଚଳିତ ସଂସ୍କରଣରେ ସଜ୍ଜିତ ଆମ ହିସାର କାରଖାନା ସହର ଓ ଆଖପାଖ ଅଂଚଳରେ କ୍ରମାଗତ ଭାବେ ଅର୍ଥନୈତିକ ପ୍ରଗତିକୁ ପ୍ରୋତ୍ସାହିତ କରିଛି । ଭାରତ ଏବଂ ସମଗ୍ର ବିଶ୍ୱରୁ ଷ୍ଟେନଲେସ୍ ଷ୍ଟିଲର ବଢୁଥିବା ଚାହିଦାକୁ ପୂରଣ କରିବା ଉପରେ ଆମେ ଗୁରୁତ୍ୱ ଦେଇଅଛୁ। ଇଣ୍ଟର ନ୍ୟାସନାଲ ରିସର୍ଚ ଇନଷ୍ଟିଚ୍ୟୁଟ୍ ଫର ମାନୁଫାକ୍ସରି କରିବା ପରେ ଆତ୍ମନିର୍ଭର ନେସନ କମ୍ପାନୀକୁ ସମ୍ମାନଜନକ ଡାଇମଣ୍ଡ ଟ୍ରଫି ପ୍ରଦାନ କରାଯାଇଥିଲା। ହିସାର ପ୍ଲାଟ ଷ୍ଟାଣ୍ଡାର୍ଡ ବର୍ଗରେ କ୍ରମାଗତ ୩ଟି ପୁରସ୍କାର ହାସଲ ପରିଚାଳନା ପ୍ରତିନିଧ୍) ଏହି ଯୋଗାଇବା, ଏହାର ସବୁଳ ପୁରସ୍କାର ଗ୍ରହଣ କରିଥିଲେ। ଏହି ଲକ୍ଷ୍ୟକୁ ସାକାର କରିବା ଏବଂ ସଫଳତା ସମ୍ପର୍କରେ ଜିନ୍ଦଲ ବୈଶ୍ୱିକ ଚାହିଁବା ସହିତ ଖାପ। ଷ୍ଟେନଲେସର ଏମଡି ଅଭ୍ୟୁଦୟ ଖୁଆଇବାର କ୍ଷମତା ସହିତ ଜିନ୍ଦଲ କହିଛନ୍ତି, ଷ୍ଟେନଲେସ୍ ଆମର ଉତ୍ପାଦନ କାରଖାନା ଏହି ବିକ୍ଟର ଆୱାର୍ଡର ଏଞ୍ଜେଲସିୟ ଷ୍ଟିଲର ଅନ୍ତର୍ନିହିତ ଦୃଢ଼ତା, ସ୍ଥାୟୀତ୍ୱ ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ ବର୍ଗରେ ମଧ୍ୟ ସମ୍ମାନିତ ହୋଇଛି। ଏହାକୁ ଭବିଷ୍ୟତର ଧାତୁରେ କରିଛନ୍ତି। ଜିନ୍ଦଲ ଷ୍ଟେନଲେସ୍ ଜୁନ ୧୪ ତାରିଖରେ ମୁମ୍ବାଇରେ ପରିଣତ କରିଛି। କିନ୍ଦର ପାଇଁ ଏହି ପୁରସ୍କାର ପାଇବା (ଆଇ ଆର ଆଲଏମ୍) ଦ୍ୱାରା ଆୟୋଜିତ ଏନଏଏମସି ଆୱାର୍ଡ ନବସୃଜନ, ପରିଚାଳନାଗତ ଦକ୍ଷତା ଏବଂ ସାମାଜିକ ଦାୟିତ୍ୱରେ ରଗୁଥିବା ପ୍ରଦର୍ଶନ କରୁଥିବା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକୁ ମାନ୍ୟତା ଦିଏ। ଡାଇମଣ୍ଡ ଟ୍ରଫି ବିଶ୍ୱ ସ୍ତରୀୟ ପ୍ରତିହିତା ପାଇଁ ସାମର୍ଥ୍ୟ ଆଇଟିସି ମରାଠାରେ ଆୟୋଜିତ ଷ୍ଟେନଲେସରେ ଆମେ ଏହି ସମ୍ମାନର ବିଷୟ ଏହି ଉପଲବ୍ଧି ରଖିଥିବା ସଂସ୍ଥାଗୁଡ଼ିକୁ ପ୍ରଦାନ ଏକ ସମାରୋହରେ ବି ଜୟ ଭବିଷ୍ୟତକୁ ଆଗେଇ ନେବା ଜିନ୍ଦଲ ଷ୍ଟେନଲେସ୍ ପରିବାରର ବିନ୍ଦଲିଶ (ବରିଷ୍ଠ ଉପାଧ୍ୟକ୍ଷ ଏବଂ ପାଇଁ ଆମର ପ୍ରତିବଦ୍ଧତାରେ ୟୁନିଟ୍ ମୁଖ୍ୟ– ହିସାର), ସୁଶୀଲ ଜୈନ (ଏଲିପି ଏବଂ ମୁଖ୍ୟ ଅଟଳ ରହିଛୁ, ଯାହା ଆତ୍ମନିର୍ଭର ପ୍ରତ୍ୟେକ ସଦସ୍ୟଙ୍କୁ ସମର୍ପିତା କରାଯାଏ ଏବଂ ଏଞ୍ଜେଲସିୟର୍ ବର୍ଗ ଆତ୍ମନିର୍ଭରଶୀଳତା ଓ ଶିଳ୍ପ ହିସାରର ଜିନ୍ଦଲ ଷ୍ଟେନଲେସର ଅଭିବୃଦ୍ଧି ଦିଗରେ ଭାରତର ଭାରତର ପରିକଳ୍ପନା ସହିତ ୟୁନିଟ୍ ମୁଖ୍ୟ ତଥା ବରିଷ୍ଠ ଯାତ୍ରାରେ ଦୀର୍ଘ କାଳୀନ ଏସଏମଏସ ଏବଂ ସମଜ୍ଜିତ ଅଟେ। ଆତ୍ମନିର୍ଭର ଉପାଧ୍ୟକ୍ଷ ବିଜୟ ବିନ୍ଦଲିଶ ଏହି ପ୍ରଭାବଶାଳୀ ଯୋଗଦାନ ଏଚଆରଏମ୍) ଏବଂ ଶ୍ରୀ ଲକ୍ଷିତ ସେଠ (ଡିଏମ – ଓଇସି ଏବଂ ଭାରତ ଗଠନ ଏବଂ ଭାରତର ସଫଳତା ସମ୍ପର୍କରେ କହିଛନ୍ତି, ଦେଇଥୁବା ଉଦ୍ୟୋଗଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଇସ୍ପାତ ଅତ୍ୟାଧୁନିକ ଜ୍ଞାନକୌଶଳରେ ସମ୍ମାନିତ କରିଥାଏ ।