ଆମାଜନ ଗ୍ଲୋବାଲ ବିକ୍ରୟ କ୍ଷେତ୍ରରେ ଭାରତୀୟ ରପ୍ତାନିକାରୀମାନେ ରପ୍ତାନିରେ ୫ ବିଲିୟନ ଡଲାର ଅତିକ୍ରମ କରିବାକୁ ସକ୍ଷମ ହୋଇଛନ୍ତି,୨୦୨୫ ସୁଦ୍ଧା ଭାରତରୁ ରପ୍ତାନୀରେ ୨୦ ବିଲିୟନ ଡଲାର ଛୁଇଁ ରପ୍ତାନୀ ପ୍ରତିଶ୍ରୁତିକୁ ଦୁଇଗୁଣା କରିବାକୁ ଯୋଜନା
• ୨୦୨୧ରେ ଆମାଜନ ଗ୍ଲୋବାଲ ବିକ୍ରୟର ଶ୍ରେଷ୍ଠ ବର୍ଗ ଭାବରେ ପୋଷାକ, ଖେଳନା, ଅଳଙ୍କାର ୮୨%, ୫୫%, ୪୭% ବୃଦ୍ଧି ହାସଲ କରିଛି • ୨୦୨୧ରେ ଆମାଜନ...
