ବାଣିଜ୍ୟ

ଯୁଦ୍ଧ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଓ ଶିକ୍ଷାରେ ଉତ୍କର୍ଷ ପିଲାମାନଙ୍କୁ ପୁରସ୍କୃତ କରି ଟିପିସିଓଡିଏଲ୍ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଭୁୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ‘ଆଜାଦି କା ଅସଲି ମତଲବ’ ଅଭିଯାନର ଶୁଭାରମ୍ଭ

ଏହି ଅଭିଯାନ ଲୋକମାନଙ୍କୁ ସ୍ୱାଧୀନତା ସେମାନଙ୍କ ପାଇଁ କ’ଣ ହୃଦୟଙ୍ଗମ କରିବା ଲାଗି କରିବାକୁ ଉତ୍ସାହିତ କରିବ ଭୁବନେଶ୍ୱର,୧୪ ଅଗଷ୍ଟ ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ...

ବେଦାନ୍ତ ଆଲୁମିନିୟମ୍ ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଯୁବକମାନଙ୍କ ପାଇଁ ଦକ୍ଷତା ପ୍ରଶିକ୍ଷଣକୁ ବିସ୍ତାର କରିଛି

କମ୍ପାନୀ ଗ୍ରାମୀଣ ଭାରତରେ ଅନେକ ଦକ୍ଷତା ତାଲିମ କାର୍ଯ୍ୟକ୍ରମର ସମ୍ପ୍ରସାରଣ କରୁଛି ଭୁବନେଶ୍ୱର, ୧୩ ଅଗଷ୍ଟ ୨୦୨୩: ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ...

ଅରୁନ୍ଧତୀ ଜ୍ୱେଲର୍ସରେ Chains & Bangles Festival

ଭୁବନେଶ୍ୱର: ରାଜ୍ୟର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ୍ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ତା୦୮.୦୮.୨୦୨୩ରିଖ ଠାରୁ Chains & Bangles Festival ର ଶୁଭାରମ୍ଭ ହୋଇଯାଇଅଛି । ଏହି...

ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱରରେ ନୂଆ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱରର ରଘୁନାଥପୁରରେ ନୂଆ ଶାଖା ସ୍ଥାପନ କରାଯାଇଛି । ଏହା ହେଉଛି ବ୍ୟାଙ୍କ୍‌ର ସହରରେ ୨୮ତମ ଶାଖା । ବି ଆର୍...

ଜେଏସପି ପ୍ରତିଷ୍ଠାତା ଦିବସ – ପ୍ରସିଦ୍ଧ ଶିଲ୍ପପତି ଶ୍ରୀ ଓ. ପି. ଜିନ୍ଦଲଙ୍କ ୯୩ ତମ ଜନ୍ମୋତ୍ସବ ବଡ଼ବିଲ ପେଲେଟ୍ ପ୍ଲାଣ୍ଟ, ଟେନ୍ସା ଏବଂ କାସିଆ ଆଇରନ ମାଇନ୍ସରେ ମହା ସମାରୋହରେ ପାଳିତ

ଯୋଡା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପ୍ରତିଷ୍ଠାତା ଦିବସ ୭ ଅଗଷ୍ଟ ୨୦୨୩ ରେ ଜେଏସପି ଗୃପର ବଡ଼ବିଲ ପେଲେଟ୍ ପ୍ଲାଣ୍ଟ, ଟେନ୍ସା ଏବଂ କାସିଆ ଆଇରନ ମାଇନ୍ସରେ ପାଳନ କରାଯାଇଥିଲା। ସମସ୍ତ ୟୁନିଟ୍ ମୁଖ୍ୟ, ବରିଷ୍ଠ କାର୍ଯ୍ୟନିର୍ବାହୀ, କର୍ମଚାରୀ ଏବଂ ସହଯୋଗୀମାନେ ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ପ୍ରଖ୍ୟାତ ଶିଳ୍ପପତି, ଶ୍ରୀ ଓ. ପି. ଜିନ୍ଦଲଙ୍କୁ ୯୩ ତମ ଜନ୍ମୋତ୍ସବ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ଦିନିକିଆ ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ କ୍ରୀଡା କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଇଥିଲା । ବଡ଼ବିଲ ପେଲେଟ ପ୍ଲାଣ୍ଟରେ ଶ୍ରୀ ଓ. ପି. ଜିନ୍ଦଲଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିନ ଆରମ୍ଭ ହୋଇଥିଲା | ପରେ ଟାଉନସିପ୍ ମନ୍ଦିରରେ ଆୟୋଜିତ ପୂଜା ଏବଂ ଯଜ୍ଞ କାର୍ଯ୍ୟକ୍ରମରେ ୟୁନିଟ୍ ମୁଖ୍ୟ  ଶ୍ରୀ ପୁରୁଷୋତ୍ତମ ଏମ୍ ଡି, ମାନବସମ୍ଭଳ ବିଭାଗ ମୁଖ୍ୟ...

ବେଦାନ୍ତ ଆଲୁମିନିୟମ ଏଲଜିବିଟିକ୍ୟୁ+ କର୍ମଚାରୀଙ୍କ ପାଇଁ ନୂତନ ଲିଙ୍ଗ ପୁନଃ ନିଶ୍ଚିତିକରଣ ନୀତି ପ୍ରଣୟନ କରିଛି

ଭୁବନେଶ୍ୱର, ୭ ଅଗଷ୍ଟ ୨୦୨୩ : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏଲବିଟିକ୍ୟୁ+ କର୍ମଚାରୀଙ୍କ ପାଇଁ ଗ୍ରାଉଣ୍ଡ ବ୍ରେକିଂ ଜେଣ୍ଡର ରିଆଫାରମେଶନ ପ୍ରମାଣପତ୍ର ଓ...

କିଟ୍‍ ଟିବିଆଇ ଦ୍ୱାରା ଦିନକରେ ୫ ଷ୍ଟାର୍ଟଅପ୍‍ ସହାୟତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କିଟ୍‍-ଟିବିଆଇ ଦ୍ୱାରା ଗୋଟିଏ ଦିନରେ ଭୁଟାନ ଓ ଭାରତରେ ୫ଟି ଷ୍ଟାର୍ଟଅପ୍‍ କାର୍ଯ୍ୟକ୍ରମ ଆରମ୍ଭ କରି ସଫଳ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟକୁ ସାମିଲ...

ନୈତିକ ବିଦ୍ୟୁତ ବ୍ୟବହାରରେ ଉନ୍ନତି ଆଣି ,ଏକ ସୁରକ୍ଷିତ ଶକ୍ତି ଭବିଷ୍ୟତ ସୁନିଶ୍ଚିତ କରାଯାଉଛି

ଭୁବନେଶ୍ୱର: ବ୍ୟାପକ ଭିତିଭୂମି ବିକାଶ, ପ୍ରଯୁକ୍ତି ଉନ୍ନତୀକରଣ ଓ ଉନ୍ନତ ଗ୍ରାହକ ସେବା ଭଳି ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସହ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍...

ବେଦାନ୍ତ ଆଲୁମିନିୟମ୍‌ର ଶୁଭଲକ୍ଷ୍ମୀ ସମବାୟ ସମିତି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଝାଡୁ ପ୍ରସ୍ତୁତି ତାଲିମର ଶୁଭାରମ୍ଭ

ଭୁବନେଶ୍ୱର, ୩ ଅଗଷ୍ଟ ୨୦୨୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶୁଭଲକ୍ଷ୍ମୀ ଉଦ୍ୟୋଗିନି ଅଧୀନରେ ନିଆଯାଇଥିବା ଅନେକ ଉଦ୍ୟୋଗ ବିକାଶ ସୁଯୋଗର ଏକ...

ଇ ଫ୍ କୋ ପ୍ରତିକା ପ୍ରକାଶିତ

 ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ସହକାର  ଉଦୟ'କୃଷି ଓ କୃଷକ ସ୍ୱପ୍ନକୁ ସାକାର କରୁଛି  ଏବଂ ଭାରତ ସରକାରଙ୍କ ମାନ୍ୟବର ଗୃହ ଓ ସହଯୋଗ...

ଟାଟା ପାୱାର ଡିସ୍‌କମ୍ ପକ୍ଷରୁ ଭୁବନେଶ୍ୱରରେ ଏମ୍‌ଏସ୍‌ଏମ୍‌ଇ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ୩୧ ଜୁଲାଇ ୨୦୨୩: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୩ ଜୁଲାଇ ୨୯ ତାରିଖରେ ଭୁବନେଶ୍ୱରଠାରେ ଏମ୍‌ଏସ୍‌ଏମ୍‌ଇ ବିଜନେସ୍ ଆସୋସିଏଟ୍ ମିଟ୍...

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ

କଳିଙ୍ଗନଗର, ଜୁଲାଇ ୨୯, ୨୦୨୩: ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଭାରତ ରତ୍ନ ଜେଆର୍‌ଡି ଟାଟାଙ୍କ ୧୧୯ତମ ଜୟନ୍ତୀକୁ ହର୍ଷୋଲ୍ଲାସର ସହିତ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ...

ବେଦାନ୍ତ ଆଲୁମିନିୟମର ଥର୍ମାଲ ଇଞ୍ଜିନିୟରମାନେ ଭାରତର ସର୍ବବୃହତ ଶକ୍ତି ପରିଚାଳନାରେ ଅତୁଳନୀୟ ଉତ୍କର୍ଷତା ଦେଖାଇଛନ୍ତି

୫୫୦୦ରୁ ଅଧିକ ଥର୍ମାଲ ଇଞ୍ଜିନିୟର ଓ ବିଶେଷଜ୍ଞଙ୍କ ସହିତ କମ୍ପାନିର ଏକ ଉତ୍ସର୍ଗୀକୃତ କାର୍ଯ୍ୟ ଶକ୍ତି ସୃଷ୍ଟି ହୋଇଛି ଯାହା କମ୍ପାନିର ଆବଶ୍ୟକତାକୁ ପୂରଣ କରୁଛି ଭୁବନେଶ୍ୱର,...

ଆକ୍ସିସ୍ ବ୍ୟାଙ୍କ ଲାଭ ୪୧% ବୃଦ୍ଧି ପାଇ ୫୭୯୭ କୋଟି ଟଙ୍କା

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ...