Prabaha TV Bureau

ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି

ନୂଆଦିଲ୍ଲୀ/ଭୁବନେଶ୍ୱର : ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି । ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି ।...

୧୫୦ ରୁ ଅଧିକ ସଦସ୍ୟଙ୍କ ସହ ଏନଟିପିସି ବଙ୍ଗାଇଗାଓଁ ସ୍ ବଗ୍ଧ ାଚତା ପାଖୱାଡା ଆରମ୍ଭ କରିଛି

ସ୍ୱଚ୍ଛତା ଏବଂ ପରିବେଶ ସଚେତନତାର କାରଣକୁ ସମର୍ଥନ କରିବା ପାଇଁ ଏନଟିପିସି ବଙ୍ଗାଇଗାଓଁ ଏହାର ସ୍ ବଗ୍ଧମଷ ଚ୍ଛ ପାଖୱାଡା ପଦକ୍ଷେପକୁ ଉତ୍ସାହର ସହିତ ଆରମ୍ଭ କରିଛି।...

ଟିପିସିଓଡିଏଲ୍‌ ପକ୍ଷରୁ ସମୃଦ୍ଧି ଅଭିଯାନ ଜରିଆରେ କୃଷକଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଭିଯାନ...

୨୦୨୪ ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

● କେନ୍ଦ୍ର ଗୃହ ସଚିବ ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀ : ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି...

ଭାରତର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ଉଚ୍ଚ ଶକ୍ତିସମ୍ପର୍ଣ୍ଣ ଷ୍ଟେନଲେସ ଷ୍ଟିଲ ଯୋଗାଇଛି ଜିନ୍ଦଲ ଷ୍ଟେନଲେସ

ଭୁବନେଶ୍ବର/ଯାଜପୁର : ଭାରତରେ ଇଣ୍ଟରସିଟି ଯାତ୍ରାସେବାକୁ ବୃଦ୍ଧି କରିବା ପାଇଁ ନିକଟରେ ଭାରତୀୟ ରେଳବାଇ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରୁ ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍...

ଆଲୁମିନିୟମ୍ ଷ୍ଟିୱାର୍ଡଶିପ୍ ଇନିସିଏଟିଭ୍ ବେଦାନ୍ତ ଆଲୁମିନିୟମ୍‌କୁ କଂଚାମାଲର ସ୍ଥାୟୀ ସୋର୍ସିଂ ପାଇଁ ପ୍ରମାଣିତ କରିଛି

ଭୁବନେଶ୍ୱର : ଆଲୁମିନିୟମର ଭାରତର ସର୍ବ ବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଆଜି ଘୋଷଣା କରିଛି ଯେ ଆଲୁମିନିୟମ୍ ଷ୍ଟିୱାର୍ଡଶିପ୍ ଇନିସିଏଟିଭ୍ ଚେନ୍ ଅଫ୍ କଷ୍ଟୋଡି ଷ୍ଟାଣ୍ଡାର୍ଡ...

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍

ବିଶ୍ୱ ର‌୍ୟାଙ୍କ ୧୬୮ ସହ କିଟ୍‍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟଭୁବନେଶ୍ୱର,୧୪ ।୫: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍...

ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ସ୍କାଉଟସ୍ ଏବଂ ଗାଇଡସ୍‌ଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ୩୬ତମ ରାଜ୍ୟ ପୁରସ୍କାର ଉତ୍ସବ ତା୧୪ା୦୫ା୨୦୨୪ରିଖ ୧୧.୩୦ମିନିଟ୍ ସମୟରେ ରାଜଭବନର ନୂଆ ଅଭିଷେକ ହଲ ପରିସରରେ ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ...

ଦେଶବାସୀଙ୍କ ଜଳ ସୁରକ୍ଷା ପାଇଁ ଆହ୍ୱାନ

ଭୁବନେଶ୍ୱର : ଆଇ ସି ଏ ଆର ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର ତାର ୩୭ ତମ ପ୍ରତିଷ୍ଠା ଦିବସ ରବିବାର ଦିନ ପାଳନ...

ଷୋହଳ ପ୍ରହରୀ ନାମଯଜ୍ଞ

କରଞ୍ଜିଆ, : କରଞ୍ଜିଆ ବ୍ଲକ୍ ଅନ୍ତର୍ଗତ ତାଟୋ ପଂଚାୟତର ଷଡ଼ଙ୍ଗୀଟାଇଁସିରା ଗ୍ରାମରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଷୋହଳ ପ୍ରହରୀ ନାମଯଜ୍ଞ ୮/୫ ରିଖ ଠାରୁ ଆରମ୍ଭ...

ଅନ୍ନପୂର୍ଣ୍ଣା ଫାଇନାନ୍ସରେ ୬୦୦ କୋଟି ନିବେଶ

ଭୁବନେଶ୍ୱର: ପିରାମଳ ଗ୍ରୁପ୍‌ର ପାଣ୍ଠି ପରିଚାଳନା ଶାଖା ପିରାମଳ ଅଲ୍‌ଟରନେଟିଭ୍‌ସ ପକ୍ଷରୁ ଅଗ୍ରଣୀ ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇ ଅନ୍ନପୂର୍ଣ୍ଣା ଫାଇନାନ୍ସରେ ୬୦୦ କୋଟି ଟଙ୍କା ନିବେଶ ବିଷୟରେ ଘୋଷଣା କରାଯାଛି...

ୱାର୍ଡୱିଜାର୍ଡ ଇନୋଭେସନ୍ସ ପକ୍ଷରୁ ଏପ୍ରିଲ୍‌ରେ ୧,୦୭୧ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି

ଭୁବନେଶ୍ୱର: ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ବ୍ରାଣ୍ଡ୍ ଅଧୀନରେ ଇଲେକ୍ଟ୍ରିକ୍ ଯାନ ବିକ୍ରି କରୁଥିବା ଅଗ୍ରଣୀ ସଂସ୍ଥା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ...

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା ଭୁବନେଶ୍ୱର,: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ...

ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ମତଦାନ

ରାତି ୮ଟା ସୁଦ୍ଧା ୬୨.୮୪% ମତଦାନ; ରାତି ୧୧ଟା ୪୫ରେ ସୁଦ୍ଧା ଆଉ ଏକ ଅପଡେଟ୍ ଆସିବ ସାଧାରଣ ନିର୍ବାଚନ ୨୦୨୪ରେ ଏବେ ସୁଦ୍ଧା ୨୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର...

କିମ୍‍ସରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ନର୍ସିଂ ସାଇନ୍‍ସେସ୍‍ (କିନ୍‍ସ) ପକ୍ଷରୁ ଆଜି ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାଙ୍କ ଭୂମିକା ଓ...