Prabaha TV Bureau

ଚାରି ଦିନିଆ ବହୁଭାଷୀ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ବର, ପ୍ରବାହ ନ୍ୟୁଜ୍‌ : ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ...

ଭେକ୍ଟରବାହିତ ରୋଗ ପ୍ରତି ସଚେତନ କରିବ ଟାଟା ଷ୍ଟିଲ ଫାଉଣ୍ଡେସନର ‘ସଚେତନତା ରଥ’

କଳିଙ୍ଗନଗର, ପ୍ରବାହ ନ୍ୟୁଜ୍‌ : ଭେକ୍ଟରବାହିତ ରୋଗ ପ୍ରତି ସଚେତନତା ସୃଷ୍ଟି ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗତ ଶୁକ୍ରବାର ସୁକିନ୍ଦା ଓ ବ୍ରାହ୍ମମଣିପାଳ ଠାରେ...

ମୋଦୀ ୩.୦ ଅଧୀନରେ ପଶ୍ଚିମ ଏସିଆ ନୀତିରେ ପରିବର୍ତ୍ତନ ଓ ନିରନ୍ତରତା

ପଶ୍ଚିମ ଏସିଆ ଦେଶ ଗୁଡିକରେ ଦୃତ ପରିବର୍ତ୍ତନ ହେଉଥିବାରୁ ମୋଦୀ ୩.୦ ଅଧୀନରେ ଭାରତର ଏହି ଦେଶ ଗୁଡିକ ସହ ସମ୍ପକର ପୁର୍ନବିଚାର ଆବଶ୍ୟକ । ଭୂରାଜନୀତିର...

OCOY 2024ରେ ଜଳବାୟୁ କାର୍ଯ୍ୟ ଉପରେ ଓଡିଶା ଯୁବକମାନେ ନେତୃତ୍ୱ ନେଉଛନ୍ତି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ଜାତିସଂଘ ଭାରତ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଜଳବାୟୁ ପରିବର୍ତ୍ତନ ଉପରେ ତିନି ଦିନିଆ ଓଡିଶା...

ଓଡିଶାର ପ୍ରଗତିରେ ହରେକୃଷ୍ଣ ମହତାବଙ୍କ ଅତୁଳନୀୟ ଅବଦାନ

ଓଡିଶାର  ସର୍ବପ୍ରଥମ ମୁଖ୍ୟମନ୍ତ୍ରୀ, ହରେକୃଷ୍ଣ ମହତାବଙ୍କର  ଅସାଧାରଣ ବ୍ୟକ୍ତିତ୍ବ ଥିଲା  |  ସେ ମିଷ୍ଟଭାଷୀ ଉଦାର, ନିର୍ଭିକ,ନମ୍ର ସାହିତ୍ୟପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ଜଣେ ଆଦର୍ଶ ରାଜନେତା...

ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ୍ ପକ୍ଷରୁ ହରିୟାଲୀ ତୀଜ୍ ପର୍ବ ପାଳିତ

ପାରାଦ୍ୱୀପ -- ପ୍ରତିବର୍ଷ ଭଳି ଚଳିତ ଵର୍ଷ ପାରମ୍ପାରିକ ହରିୟାଲୀ ତୀଜ ପର୍ବ ସ୍ଥାନୀୟ ମଧୁଵନ ସ୍ଥିତ ଜେ ଏସ୍ ଡ ବ୍ଲୁ କାର୍ଯ୍ୟାଳୟ ପରିସରରେ ପାଳନ...

ଶାସକଙ୍କୁ ଉଚିତ୍ ବାଟକୁ ଆଣିବାକୁ ଜ୍ଞାନୀ ସୁଧିଜନଙ୍କ ଭୂମିକା ଜରୁରୀ ଅଟେ

ଆମ ଗଣତନ୍ତ୍ର ଶାସନର ମୁଖ୍ୟ ପ୍ରକ୍ରିୟା ହେଉଛି ନିର୍ବାଚନ। ନିର୍ବାଚନ ରେ ଅନେକ ଦଳ ଭାଗ ନିଅନ୍ତି। ଶାସନ ସକାଶେ ସେହି ଦଳକୁ ସୁଯୋଗ ମିଳିଥାଏ ଯାହାର...

‘କୃମିମୁକ୍ତ’ ଓଡିଶା ଗଠନ ପାଇଁ ଅଭିଯାନ

ଓଡିଶାରେ ଏକ କୋଟିରୁ ଅଧିକ ମହିଳା ଏବଂ ଶିଶୁଙ୍କୁ କୃମି ନାଶକ ଔଷଧ ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପ୍ରଜନନକ୍ଷମ ବୟସର ମହିଳା ଏବଂ ଶିଶୁମାନଙ୍କୁ କୃମିମୁକ୍ତ...

ଅଗଷ୍ଟ ୯ରୁ ୧୫ ପର୍ଯ୍ୟନ୍ତ ପାଳିତ ହେବ ‘ହର ଘର ତିରଙ୍ଗା’ ଅଭିଯାନ

ପ୍ରବାହ ନ୍ୟୁଜ୍‌ : ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ‘‘ହର ଘର ତିରଙ୍ଗା’’ ଅଭିଯାନର ତୃତୀୟ ସଂସ୍କରଣ ଅଗଷ୍ଟ ୯ ରୁ ୧୫, ୨୦୨୪ ପର୍ଯ୍ୟନ୍ତ ପାଳନ...

ଏସପି ଶ୍ରୀ ରାହୁଲ ଜୈନଙ୍କ ପ୍ରଚେଷ୍ଟାରେ ଯୋଡି ହେଲା ବହୁ ଯୁଗାନ୍ତ କlରି ପଦକ୍ଷେପ

ଭାପୁର, ପ୍ରବାହ ନ୍ୟୁଜ୍‌ : ନୟାଗଡ ପୋଲିସ ଏସପି ଶ୍ରୀ ରାହୁଲ ଜୈନ ଙ୍କ ଦାୟିତ୍ୱ ଗ୍ରହଣ ଦିନ ଠାରୁ ନୟାଗଡ ପୋଲିସ ବିଭାଗ ରେ ବହୁ...

ସାମ୍ନାକୁ ଆସୁନି ଅସହାୟଙ୍କ ବିକଳ ନଗ୍ନ ଚିତ୍ର

କୋରେଇ, ପ୍ରବାହ ନ୍ୟୁଜ୍‌ : ପାଣିକୋଇଲି  ସିଜୁଛି ତ ପୁଣି କିଏ ବର୍ଷାରେ ଭିଜୁଛି, ଏକବିଂଶତମ ଶତା ତାଦ୍ଦୀରେ ମଣିଷ ପାଦ ଦେଇଥିବା ବେଳେ ସାମ୍ନାକୁ ଆସୁହି...

ଅଟୋ ରିକ୍ସା ସହ ୩ ବାଇକ ଜବତ, ୪ ଗିରଫ

ଟିଟିଲାଗଡ଼, ପ୍ରବାହ ନ୍ୟୁଜ୍‌ : ତୁଷୁରା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣ ରେ ଗଞେଇ ଜବତ କରିବା ସହ ଗୋଟିଏ ଅଟୋ ରିକ୍ସା, ୩ ଟି...

ଉପମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ନୋଟିସ୍‌

ପ୍ରବାହ ନ୍ୟୁଜ୍ : ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ତାଙ୍କଠାରୁ ପରାଜିତ ବିଜେଡି ପାର୍ôଥ ସରୋଜ ମେହେର କରିଥିବା ମାମଲା ଆଧାରରେ ଏହି ନୋଟିସ...

‘ମୁଁ ବିଜେପିକୁ ସମର୍ଥନ ଦେବି, ରାଜ୍ୟସଭା ନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ….’ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ

ପ୍ରବାହ ନ୍ୟୁଜ୍ : ସେପ୍ଟେମ୍ବର ୩ରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ଯେଉଁଥିରେ କି ଓଡିଶାରେ ଖାଲି ପଡିଥିବା ଗୋଟିଏ ଆସନ ପାଇଁ ମଧ୍ୟ ନିର୍ବାଚନ...

ମତ୍ସ୍ୟ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡ଼ା, ପ୍ରବାହ ନ୍ୟୁଜ୍‌ : କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ମତ୍ସ୍ୟଅଧିକାରୀ ମୋନାଲିସା ପଣ୍ଡାଙ୍କୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ...