Prabaha TV Bureau

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଏନଆଇଏନଏଲ ପକ୍ଷରୁ ‘ଆନ୍ତର୍ଜାତିକ ଯୁବ ଦିବସ’ ପାଳିତ

କଳିଙ୍ଗନଗର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଓ ନୀଳାଚଳ ଇସ୍ପାତ ନିଗମ (ଏନ୍‌ଆଇଏନ୍‌ଏଲ୍‌) ପକ୍ଷରୁ ମଙ୍ଗଳବାର ‘ଅନ୍ତର୍ଜାତୀୟ ଯୁବ ଦିବସ\' ପାଳିତ ହୋଇଯାଇଛି । ରିଜିଅନାଲ୍...

ଦିଲ୍ଲୀରେ ସାଂସଦଙ୍କ ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା

ନୂଆଦିଲ୍ଲୀ, : ଆଜି, ଅଗଷ୍ଟ ୧୩ ତାରିଖରେ ଦିଲ୍ଲୀର ରାଜରାସ୍ତାରେ ହର ଘର ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ଗର୍ଜନ କରୁଥିବା ବେଳେ ଜାତୀୟ ଗୌରବ ଏବଂ...

ଅନୁଷ୍ଠାନମାନଙ୍କ ଦ୍ୱାରା ଆୟୋଜିତ ତିରଙ୍ଗା ଯାତ୍ରାରେ ବିପୁଳ ଜନ ସମାଗମ

ପ୍ରବାହ ନ୍ୟୁଜ୍‌ :  ଭାରତର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ୩ ଟି ଅନୁଷ୍ଠାନ ଯଥା ଲଳିତ କଳା ଏକାଡେମୀ, ସାହିତ୍ୟ...

ଗଞ୍ଜାମ ଜିଲାପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ

ବ୍ରହ୍ମପୁର,ପ୍ରବାହ ନ୍ୟୁଜ୍‌ : ସମ୍ପ୍ରତି କେନ୍ଦ୍ର ସରକାରଙ୍କ ବଜେଟରେ ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭବର କଟୁ ସମାଲୋଚନା କରାଯାଇ ପ୍ରତିବାଦ କରାଯାଇଛି। ସ୍ଥାନୀୟ...

ନାଲକୋର ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ଵର, ପ୍ରବାହ ନ୍ୟୁଜ୍‌ : କେନ୍ଦ୍ରଖଣି ମନ୍ତ୍ରଣାଳୟ ଅଧିନସ୍ଥନବ ରତ୍ନକମ୍ପାନୀ ତଥା ଦେଶର ଅନ୍ୟତମ ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଉଦ୍ୟୋଗ ନ୍ୟାସନାଲ...

ଗ୍ରାମୀଣ ଯୁବକମାନଙ୍କ ପାଇଁ ବିଜ୍ଞାନ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଆନ୍ତର୍ଜାତୀୟ ଯୁବ ଦିବସ ୨୦୨୪ ପାଳନ କରିବାକୁ ବିଶ୍ୱ ପ୍ରସ୍ତୁତ ହେଉଥିଲାବେଳେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ଏକ ପରିବର୍ତନଶୀଳ...

ବି.ଏମ୍‌.ସି. ଏବଂ ସ୍କାଉଟ ଗାଇଡ୍ ମିଳିତ ଆନୁକୂଲ୍ୟରେ ଘରେ ଘରେ ତ୍ରିରଙ୍ଗା

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବି.ଏମ୍‌.ସି) ଏବଂ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥା ତରଫରୁ ଆଜି ସକାଳ ୮...

‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟିଲେ ଗାଁସାଥୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ସାରା ଓଡ଼ିଶାର ସମସ୍ତ ନ୍ୟାୟଆଶାୟୀ ଗାଁସାଥୀ (ମେଟ୍‌)ଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ, ରାଜ୍ୟରେ ଫାଙ୍କାଥିବା ସମସ୍ତ ୭ ହଜାରରୁ ଊର୍ଦ୍ଧ୍ୱ...

IFFCO EMPLOYEES ‘UNION 2024-2027 ଦଶକ ପାଇଁ ଚୟନ କରିଛି

 2024-2027 ରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସେମାନଙ୍କ କର୍ମଚାରୀଙ୍କ ମଧ୍ୟରେ IFFCO କର୍ମଚାରୀ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି |   ୟୁନିଅନର ବିଦାୟ ଆଇନ ଅନୁଯାୟୀ...

“ଡିବିଏସ୍ ଗୋଲ୍‌ଡେନ୍ ସର୍କଲ୍‌’ର ଶୁଭାରମ୍ଭ

ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ବରିଷ୍ଠ ନାଗରିକଙ୍କ ଅନନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ବିସ୍ତୃତ ପ୍ରାଥମିକ ବ୍ୟାଙ୍କିଙ୍ଗ୍ କାର୍ଯ୍ୟକ୍ରମ ‘ଡିବିଏସ୍ ଗୋଲ୍ଡେନ୍ ସର୍କଲ୍’ ଆରମ୍ଭ କରିବାକୁ ଘୋଷଣା...

ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ

କରଞ୍ଜିଆ, ପ୍ରବାହ ନ୍ୟୁଜ୍‌- ଗ୍ରାମାଞ୍ଚଳ ନକ ଆଉଟ୍ ସେମି ଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହୋଇ~ûAQò । ପ୍ରଥମ ମ୍ୟାଚ ଭାଲିଆଡିହା ବନାମ କରଞ୍ଜିଆ ଏଥେଲେଟିକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆଜି ରାଜ୍ୟ ସରକାରଙ୍କର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ବିଭାଗୀୟ...

ଟିପିସିଓଡିଏଲ୍ ପକ୍ଷରୁ ମୌସୁମୀ ଋତୁରେ ସୁରକ୍ଷିତ ରହିବାକୁ ବିଦ୍ୟୁତ ଉପଭୋକ୍ତାଙ୍କୁ ଅନୁରୋଧ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ମୌସୁମୀ ଋତୁର ପ୍ରସ୍ତୁତି...

କ୍ୟାବିନେଟ୍ କମିଟି ଦ୍ୱାରା ଓଡ଼ିଶାରେ 06 ଟି ସମେତ 08 ଟି ରେଳ ପ୍ରକଳ୍ପକୁ ଅନୁମୋଦନ

ପ୍ରବାହ ନ୍ୟୁଜ୍‌ : କ୍ୟାବିନେଟ କମିଟି ଦ୍ୱାରା ଗତକାଲି ଓଡିଶା ପାଇଁ ପ୍ରାୟ 15004 କୋଟି ଟଙ୍କାର ଛଅ ଗୋଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ...