କଂଗ୍ରେସ ନେତୃବୃନ୍ଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା

0
WhatsApp Image 2025-08-07 at 12.28.38_4c24bbd6

କେନ୍ଦ୍ରାପଡ଼ା, ପ୍ରବାହ ନ୍ୟୁଜ୍ : ଜିଲ୍ଲାର + ୩ ଶେଷ ବର୍ଷର ଛାତ୍ରୀ ମୃତ୍ୟୁ ଘଟଣାରେ ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କ ନେତୃତ୍ୱରେ ପିସିସି ସମ୍ପାଦିକା ଡ଼ ଦେବସ୍ମିତା ଶର୍ମା, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାଶ ବହୁ କଂଗ୍ରେସ ନେତୃବୃନ୍ଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆଲୋଚନା କରିଛନ୍ତି । ପୋଲିସର ଅବହେଳା ନେଇ ଏପରି ଘଟଣା ଘଟିଲା ବୋଲି ସେମାନେ କହିଛନ୍ତି। ତେଣୁ ସେମାନେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ବଦଳି ସହ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *