ଚକ୍ଷୁ ଯନ୍ତ୍ରରେ ରୂପାନ୍ତରଣ ଆଣୁଛି ଆଦିତ୍ୟ ଆଲୁମିନିୟମର ପ୍ରୋଜେକ୍ଟ ଭିଜନ ସେର

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍) : ଆଦିତ୍ୟ ବିର୍ଲା ଗ୍ରୁପର ଆଦିତ୍ୟ ଆଲୁମିନିୟମ, ଭିଜନ ଇଣ୍ଡିଆ ଫାଉଣ୍ଡେସନ ସହଯୋଗୀତାରେ ତାହାର ପ୍ରମୁଖ ପ୍ରୋଜେକ୍ଟ ଭିଳନ ସେର ଜରିଆରେ ଗଭୀର ପ୍ରଭାବ ପକାଇଛି। ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଳି ବ୍ଲକର ୯୪,୦୦୦ରୁ ଅଧିକ ବାସିନ୍ଦା ଚକ୍ଷୁ ଯନ୍ତ୍ର ସେବା ପାଇସାରିଛନ୍ତି । ୨୦୨୦ରେ ଏହା ଆରମ୍ଭ ହେବା ଦିନଠାରୁ ଏହି ସେର ୮୧ଟି ଗ୍ରାମକୁ ସେବା ଯୋଗାଇବାରେ ପ୍ରଥମ ଏବଂ ଏକମାତ୍ର ଚକ୍ଷୁ ଯତ୍ନ ସୁବିଧା କେନ୍ଦ୍ର ଭାବରେ ଉଭା ହୋଇଛି। ପୂର୍ବରୁ ମୌଳିକ ଚକ୍ଷୁସନ୍? ସମ୍ପର୍କିତ ସେବାରୁ ବଞ୍ଚିତ ହୋଇ ଆସିଥ?ିବା ଅଞ୍ଚଳରେ ଏହି ପ୍ରୟାସ ଆଉ ପାଦେ ଅଗ୍ରସର ହୋଇଛି। ସ୍ଥାନୀୟ ଅପଟୋମେଟ୍ରିଷ୍ଟ ଏବଂ ସମ୍ବଲପୁରରେ ଅବସ୍ଥିତ ତ୍ରି ଲୋଚନ ନେତ୍ରାଳୟର ଡାକ୍ତରମାନଙ୍କ ସହିତ ରିମୋଟ ଭିଡିଓ ପରାମର୍ଶର ଏକ ସ୍ମାର୍ଟ ସରି ଶୁଣ ଜରିଆରେ ଏହି କେନ୍ଦ୍ର ପରିଚାଳିତ ହେଉଛି, ଯେଉଁମାନଙ୍କ ସହିତ ଏହା ଘନିଷ୍ଠ ଭାବରେ ସହ ର। ଗୀତ। କରିଆସୁଛି । ଏହି କେନ୍ଦ୍ର ସୁଲଭ ଏବଂ ସହଳ ପ୍ରାଥମିକ ଚକ୍ଷୁ ଯନ୍ତ୍ର ସେବା ଯୋଗାଇ ଦେଇଛି। କେବଳ ଗୋଟିଏ ତ୍ରୟମାସିକରେ ଏଠାରେ ୬୩୫ରୁ ଅଧିକ ରୋଗୀଙ୍କର ଚିକିତ୍ସା କରାଯାଇଛି ଏବଂ ‘ଅନ୍ଧତ୍ୱ ମୁକ୍ତ ସମ୍ବଲପୁର’ ଅଭିଯାନ ଅଧୀନରେ ୨୦ଟି ମୋର୍ଚ ଆଦି ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ଜରାଯାଇଛି, ଯାହାଦ୍ୱାରା ସେମାନଙ୍କର ଦୃଷ୍ଟିଶକ୍ତି ଫେରାଇ ଅଣା ଯାଇପାରିଛି । ଏବଂ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ କରାଯାଇଛି। ‘ଏହା କେବଳ ମାତ୍ର ସିଏସଆର ନୁହେଁ – ଏହା ଜନସମୁଦାୟକୁ ଆରୋଗ୍ୟ କରିବା କହିଥିଲେ ଦୃଷ୍ଟିଶକ୍ତି ଫେରାଇ ଆଣିବା ଅର୍ଥ ଜୀବିକା ଉପାର୍ଜନ, ଶିକ୍ଷା ଅର୍ଜନ ଏବଂ ଜୀବନ ଫେରାଇ ଆଣିବା ବୋଲି ଜେ ପି ନାୟକ, ୟୁନିଟ ହେଜ, ଆଦିତ୍ୟ ଆଲୁମିନିୟମ କହିଛନ୍ତି ।ଆମ ରାଷ୍ଟ୍ରରେ ଯେଉଁଠି ବଳାର ହଜାର ଲୋକ ଦୃଷ୍ଟିଶକ୍ତି ହରାଇ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେଠାରେ ରେଙ୍ଗାଳିର ଭିଜନ ସେର, କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହନ ବିଭଳି ସ୍ଥାୟୀ ସାମାଜିକ ରୂପାନ୍ତରଣ ଆଣି ପାରୁଛି ତାହାର ଏକ ଭ୍ରମ ଉଦାହରଣ ଭାବରେ ଉଭା ହୋଇଛି। ଏକ ବାୟିତ୍ୱ ସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଳ ପାଇଁ ପ୍ରତିଦାନ ରଖିବାର ନିରନ୍ତର ପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ । ଓଡ଼ିଶାରେ ୫ ଲକ୍ଷରୁ ଅଧିର୍ôଥକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି। ଗ୍ରୁପ୍ର ସିଏସଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେର ଫର କମ୍ୟୁନିଟି ଇନିସିଏଟିଭସ ଆଣ୍ଡ ରୁରାଲ କେଭେଲପମେ ଦ୍ୱାରା ପରିଚାଳିତ ହେଉଛି।