ଭବାନୀପାଟଣାରେ ନୂତନ ଆକର୍ଷକ ଶୋରୁମ୍ ଉଦଘ।ଟିତ

ପ୍ରବାହ ନ୍ୟୁଜ୍‌ : ଟାଟା ଗ୍ରୁପର ଭାରତର ସର୍ବବୃହତ ଅଳଙ୍କାର ରିଟେଲ ବ୍ରାଣ୍ଡ, ତନିସ୍କ ଏହାର ଶୁଭାରମ୍ଭ କରିଛି ଓଡ଼ିଶାର ଭବାନୀପାଟନାରେ ଏକ ନୂତନ ଶୋରୁମ। ଏହି ନୂତନ ଶୋରୁମକୁ ତନିସ୍କର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଶ୍ରୀ ସୋମପ୍ରର ସିଂହ, ଟାଇଟାନ୍ କମ୍ପାନୀ ଲିମିଟେଡ୍ ଏବଂ ସର୍କଲ ବ୍ୟବସାୟ ମ୍ୟାନେଜର ଶ୍ରୀ ଅରିନ୍ଦମ୍ ପ୍ରମାଣିକ ୨୯ ଅଗଷ୍ଟ ୨୦୨୪ ସଂଧ୍ୟା ୬.୩୦ ରେ ଉଦଘାଟନ କରିଥିଲେ । ଗ୍ରାଣ୍ଡ୍ ଉଦ୍ଘାଟନର ଏକ ଅଂଶ ଭାବରେ, ତନିସ୍କ ବ୍ରାଣ୍ଡ ଏକ ଆକର୍ଷଣୀୟ ଅଫର୍ ପ୍ରଦାନ କରୁଛି । ଯେଉଁଥରେ ଗ୍ରାହକମାନେ ପ୍ରତ୍ୟେକ କ୍ରୟ ଉପରେ ଏକ ମାଗଣା ସୁନା ମୁଦ୍ରା ପାଇପାରିବେ । ଏହି ଅଫରଟି ୩୦ ଅଗଷ୍ଟରୁ ୧ ସେପ୍େଟମ୍ବର ୨୦୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏହି ତନିସ୍କ ଶୋରୁମ୍ ବାହାଦୁର ବଗିଚା ପତା, ହନୁମାନ ମନ୍ଦିର ସମ୍ମୁଖରେ ଭବାନୀପାଟନ ଓଡିଶା, ପିନ୍ କୋଡ଼ ୭୬୬୦୦୧ରେ ଅବସ୍ଥିତ ।
୪୦୦୦ ବର୍ଗଫୁଟ ପର୍ଯ୍ୟନ୍ତ ବିସ୍ତତ୍ୱ, ଏହି ଶୋରୁମ୍ ତନିସ୍କର ପ୍ରତିଷ୍ଠିତ ଡିଜାଇନଗୁଡ଼ିକର ବିଶେଷ ସଂଗ୍ରହ ଦେଖାଯାଇଛି। ସୁନା, ହୀରା, କୁନ୍ଦନ ଏବଂ ପୋଲିଂ ସହିତା ଓଡ଼ିଶାର ଧନ୍ୟ ସଂସ୍କୃତି ଏବଂ ପରମ୍ପରାରୁ ପ୍ରେରିତ ତନିସ୍କର ପର୍ବ ପାଳନ ସମ୍ବନ୍ଧୀୟ କଲେକ୍ସନ ‘ଦିବ୍ୟାନୀ’ କୁ ଓଡ଼ିଶାର ମହିଳାଙ୍କ ଲାଗି ଉପସ୍ଥାପନ କରିଛି । ଓଡିଶାର ମହିଳାମାନଙ୍କୁ ଶୋଭା ଦେବା ପାଇଁ ଓଡିଶାର ସମୃଦ୍ଧ ସଂସ୍କତି ଏବଂ ପରମ୍ପରା ଦ୍ୱାରା ଅନୁପ୍ରାଣିତ । ଏକ ବିଶିଷ୍ଟ ମଙ୍ଗଳସୂତ୍ର କଳେଜ୍ୱନ, ‘ତୋର’, ହିନ୍ଦୁ ବିବାହର ପବିତ୍ର ଉପାଦାନରୁ ପ୍ରେରଣା ନେଇ ରୂପାୟିତ ହୋଇଛି। ଏହି ଶୋରୁମ୍ ରେ ‘ଦ ପ୍ସଟଲାଇଟ ଏଡିଟ’ କଲେକ୍ସନ ମଧ୍ୟ ଉପଲବ୍ଧ ରହିଛି। ପ୍ରାକୃତିକ ହୀରା ହାରର ୩୩ ଟି ଡିଜାଇନ୍ ସହିତ ପ୍ରତିଦିନ ପିନ୍ଧୁଥ?ିବା ପୋଷାକର ଅଳଙ୍କାର ‘ଗ୍ରାମଡେଜ’ ର ଚମତ୍କାର ଏବଂ ବହୁମୁଖୀ ପରିସର ପ୍ରଦାନ କରାଯାଇଛି । ଏହା ସହିତ, ଷ୍ଟୋରରେ ଏକ ଆଧୁନିକ, ସମସାମୟିକ ଏବଂ ହାଲୁକା ଓଜନର ଅଳଙ୍କାର ସଂଗ୍ରହ ‘ଷ୍ଟ୍ରିଙ୍ଗ୍ ଇଟ୍‌’ ସହିତ ୧୮ଳ ରୁ ୨୨କ ସୁନାରେ ନିମତ ବ୍ୟାପକ ଡିଜାଇନ୍ ଏବଂ କାରିଗରୀ ଶିଳ୍ପରେ ଏକ ବ୍ୟାପକ ଚୁଡ଼ି ସଂଗ୍ରହ ‘କଲାଇ’ ମଧ୍ୟ ଉପସ୍ଥାପିତ ହୋଇଛି । ଅଧୂକନ୍ତ, ଏହି ଶୋରୁମ୍ ରେ ସୁନା ଏବଂ ହୀରା ଉପରେ ଚମତ୍କାର ଆଧୁନିକ କାନଫୁଲର ଏକ ବିସ୍ତୃତ୍ୱ ଧାରା ରହିଛି। ଅଧୂକନ୍ତ, ଷ୍ଟୋରରେ ସୁନା ଏବଂ ହୀରାରେ ଚମତ୍କାର ଆଧୁନିକ କାନଫୁଲ ରହିଛି, ସେଥୁରେ ‘ବିଭା’ର (ଜସଙ୍ଖବବଷ) ଅଳଙ୍କାର ଖଣ୍ଡ, ତନିସ୍କର ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ ‘ଗ୍ଦଗ୍ଧଙ୍କଦ୍ଭଦ୍ଭସଦ୍ଭଶ ରଙ୍ଖରକ୍ସଚ୍ଚ ରବକ୍ସ’ ସୁନା ଏବଂ ହୀରାରେ ରହିଛି। ଭାରତର ବିଭିନ୍ନ ଅଞ୍ଚଳର ମହିଳାମାନଙ୍କ ଫ୍ୟାଶନ୍ ପସନ୍ଦ ସହିତ ସମାନ ହେବା ପାଇଁ ରିଭା ଅତି ଚତୁରତାର ସହ ତିଆରି ହୋଇଛି ଏବଂ ବିବାହ ସପିଂ ପାଇଁ ଏକ ଷ୍ଟପ୍ ଗନ୍ତବ୍ୟସ୍ଥଳ ଭାବରେ ବିକଶିତ ହୋଇଛିପ୍ରବାହ ନ୍ୟୁଜ୍‌
ଟାଇଟାନ କମ୍ପାନୀ ଲିମିଟେଡ୍ ର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ଶ୍ରୀ ସୋମପ୍ରଭ ସିଂ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି, ଞ୍ଚଓଡିଶାର ଭବାନୀପାଟନାରେ ଆମର ନୂତନ ସର୍ବଶ୍ରେଷ୍ଠ ଶୋରୁମର ବିଶାଳ ଉଦଘାଟନ କରି ଆମେ ଉତ୍ସାହିତ । ଭାରତର ବହୁମୂଲ୍ୟ ଅଳଙ୍କାର ବ୍ରାଣ୍ଡ ତନିସ୍କ, ନିଜର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଅତୁଳନୀୟ ସେବା ଏହି ସମ୍ପ୍ରସାରଣ ପ୍ରତ୍ୟେକ ସ୍ଥାନରେ ଏକ ମନୋରମ ସପିଂ ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧା ଏହି ବିସ୍ତାରକ ଆମର ପ୍ରତିଶ୍ରୁତିକୁ ସମର୍ଥନ କରେ ନୂତନ ୟୋଗରେ ସୁନା ସହିତ ହୀରା, କୁନ୍ଦନ, ପୋକ୍ଟି, ଏବଂ ଆଧୁନିକ ଶୈଳୀର ଏକ ଚମତ୍କାର ନିର୍ବାଚିତ ଉପସ୍ଥାନ ରହିଛି, ଯାହା ଆମର ଗ୍ରାହକଙ୍କର ପ୍ରତ୍ୟେକ ରୁଚିକୁ ପୂରଣ କରିବାକୁ ଅଧ?ିକ ନିଶ୍ଚିତ କରିବା ଆମେ ଭବାନୀପାଟଣାର ପ୍ରତ୍ୟେକ ବାସିନ୍ଦାଙ୍କୁ ଏହି ଅଭିଭୂତ କ୍ୟୁରେଟେଡ଼ ଅଫର୍ ଗୁଡ଼ିକୁ ଅନୁସନ୍ଧାନ କରିବାକୁ ଏହି ନୂତନ ଶୋରୁମ କୁ ଆମନ୍ତ୍ରଣ କରୁଛୁ।”

Leave a Reply

Your email address will not be published. Required fields are marked *