ଛତିଶଗଡ଼ ବଏଲର ଦୁର୍ଘଟଣାରେ ଅନିଲ ଅଗ୍ରୱାଲଙ୍କ ନାମରେ ରୁଜୁ ହୋଇଥିବା “ଭିତିହିନ ଏଫ୍ଆଇଆର’ ବିରୁଦ୍ଧରେ ଶିଳ୍ପ ନେତା, ଜନସ୍ୱର ଏକତ୍ରିତ ହେଲେ
ଭୁବନେଶ୍ୱର ୨୦ ଏପ୍ରିଲ୍ ୨୦୨୬ : ଏକ ଅସାଧାରଣ ସମର୍ଥନ ପ୍ରଦର୍ଶନରେ, ନବୀନ ଜିନ୍ଦଲ ଏବଂ କିରଣ ବେଦୀଙ୍କ ସମେତ ଶିଳ୍ପ ଏବଂ ଜନଜୀବନର ପ୍ରମୁଖ ବ୍ୟକ୍ତିମାନେ...
