Year: 2025

ଘଷିପୁରା ମଣ୍ଡଳ ସଭାପତି ମାନଙ୍କ ମା ତାରିଣୀ ଦର୍ଶନ

ପ୍ରବାହ ନ୍ୟୁଜ୍‌ : ଭରତୀୟ ଜନତା ପାର୍ଟିର ସଦ୍ୟସମାପ୍ତ ସାଙ୍ଗଠନିକ ନିର୍ବାଚନ ପରେ ପରେ ଘଷିପୁରା ନିର୍ବାଚନ ମଣ୍ଡଳୀର ସାତଗୋଟି ମଣ୍ଡଳ ସଭାପତି ଚୟନ ଆନୁଷ୍ଠାନିକ ଭାବେ...

ବେଦାନ୍ତ ଆଲୁମିନିୟମ ୭୦ରୁ ଅଧିକ ଷ୍ଟାର୍ଟ-ଅପ୍ ଏବଂ ୧୦୦ରୁ ଅଧିକ ଷ୍ଟାର୍ଟଅପ୍ ପ୍ରକଳ୍ପ ସହିତ ଆଲୁମିନିୟମ ଶିଳ୍ପ ମଧ୍ୟରେ ନବସୃଜନକୁ ପ୍ରେରଣା ଦେଉଛି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଜାତୀୟ ଷ୍ଟାର୍ଟଅପ୍ ଦିବସରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଆଲୁମିନିୟମ କ୍ଷେତ୍ର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା...

ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ‘ହ୍ୟାଣ୍ଡ୍ସ ଅନ୍ ଟେକନିକାଲ ଟ୍ରେନିଂ ସେଣ୍ଟର’ର ଶୁଭାରମ୍ଭ

ବୁର୍ଲା, ପ୍ରବାହ ନ୍ୟୁଜ୍‌ : କର୍ମକ୍ଷେତ୍ରରେ ସୁରକ୍ଷା ଏବଂ ବୈଷୟିକ ଉତ୍କର୍ଷତା ବୃଦ୍ଧି କରିବା ପାଇଁ, TP ପଶ୍ଚିମ ଓଡ଼ିଶା ବଣ୍ଟନ ଲିମିଟେଡ୍ (TPWODL) ବରଗଡ଼ ଜିଲ୍ଲା...

ବେଦାନ୍ତ ଆଲୁମିନିୟମ ଜିଏଚଜି ନିର୍ଗମନରେ ୨୮% ହ୍ରାସ ତଥା ୧.୧ ବିଲିୟନ ଟଙ୍କା ସାମୁଦାୟିକ ନିବେଶ ସହିତ ଇଏସଜି ପ୍ରତିବଦ୍ଧତା ଉପରେ ଅଗ୍ରଗତି ହାସଲ କରିଛି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ଆôର୍ଥକ ବର୍ଷ ୨୦୧୨ ମୂଳସୀମା ତୁଳନାରେ ୨୮.୫% ଦ୍ୱାରା ଏହାର ଗ୍ରୀନହାଉସ୍...

ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ବ୍ରହ୍ମପୁର ରୁ ୩ ଟି ବସ୍ ସେବାର ଶୁଭାରମ୍ଭ

ବ୍ରହ୍ମପୁର :ପ୍ରବାହ ନ୍ୟୁଜ୍‌ : ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ସେହିଭଳି ବ୍ରହ୍ମପୁର...

ମଧୁର ସ୍ମୃତି ନେଇ ଫେରିଲେ ଇଣ୍ଡିଆ ଟ୍ରେକ୍‍ ର ୪୦ ଜଣିଆ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଇଣ୍ଡିଆ ଟ୍ରେକ୍‍ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ୫ ତାରିଖରୁ ୭ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ହାର୍ଭାର୍ଡ ଓ ମାସାଚ୍ୟୁସେଟ୍‍ସ ଇନଷ୍ଟିଚ୍ୟୁଟ୍‍...

କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୮ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି ।  କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ କାର୍ଯ୍ୟକ୍ରମର...

ଜିନ୍ଦଲ ଷ୍ଟେନଲେସର ଟ୍ରାଇବାଲ ଗ୍ଲୋବାଲ କନକ୍ଲେଭ ୨୦୨୫ରେ ସିଏସଆର୍ ପଦକ୍ଷେପ ପ୍ରଦର୍ଶନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଓଡ଼ିଶାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜାନୁଆରି ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଟ୍ରାଇବାଲ୍ ଗ୍ଲୋବାଲ୍ କନକ୍ଲେଭ୍ ୨୦୨୫ରେ ଭାରତର...

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମଶାବାହିତ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ହରିଚନ୍ଦନପୁର,ପ୍ରବାହ ନ୍ୟୁଜ୍‌ : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌), ବ୍ରାହ୍ମଣୀପାଳ ପକ୍ଷରୁ ନିକଟବର୍ତ୍ତୀ ଗ୍ରାମରେ ଅଣସଂକ୍ରାମକ ରୋଗ (ଏନସିଡି) ଓ ଭେକ୍ଟରବାହିତ ରୋଗ (ଭିବିଡି)ର ମୁକାବିଲା ପାଇଁ...

କିମସରେ ପ୍ରଥମ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

କର୍କଟ ଚିକିତ୍ସା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : କିମସରେ ପ୍ରଥର ଥର ଲାଗି ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ (ବିଏମଟି) କରି ଓଡ଼ିଶାର ଉନ୍ନତ...

ଧାର୍ମିକ ମହିଳା କୌଶଲ୍ୟା

ଏକ ଛୋଟ ସହରରେ କୌଶଲ୍ୟା ନାମକ ମହିଳା ରହୁଥିଲେ।ସେ ଥିଲେ ଭାରି ଧାର୍ମିକ ଶ୍ରେଣୀର।ସାହିର ଯାନିଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ଓଷା ପୂଜା ସମୟରେ ସେ...

ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା ଇତିହାସ ତଥା ଉନ୍‌କା ଜୀବନ’ ଉନ୍ମୋଚିତ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ପ୍ରବାସୀ ଭାରତୀୟ ଦି ବସ ଅବସରରେ ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ଡକ୍ଟର ରେଖା ଚତୁର୍ବେଦୀଙ୍କ ପୁସ୍ତକ “ଫିଜି ମେଁ ଭାରତୀୟୋଁ କା...

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଦ୍ୱାରା କିଟ୍‍ ରେ ମିନତି ମହାପାତ୍ର ସାଇକଲ ଭେଲୋଡ୍ରୋମ୍‍ ଉଦ୍‍ଘାଟିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : କିଟ୍‍ ରେ ଭାରତର ପ୍ରଥମ ଅନ୍ତର୍ଜାତୀୟସ୍ତରର ସାଇକ୍ଲିଂ ଭେଲୋଡ୍ରୋମ୍‍ ମିନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ୍‍ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଶ୍ରମ ଓ...

ବାଳକାଟୀରେ ମହାପ୍ରଭୁ ଶ୍ରୀଚୈତନ୍ୟ

ପ୍ରିୟଙ୍କା ମହାନ୍ତି ଭୁବନେଶ୍ୱର ପ୍ରବାହ ନ୍ୟୁଜ୍‌ : ଉପକଣ୍ଠରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ପୁରୁଣା ଜଗନ୍ନାଥ ସଡ଼କ ପାଶ୍ୱର୍ରେ ବାଳକାଟୀ ପ୍ରତାପଶାସନ ଅବସ୍ଥିତ। ଗବେଷଣାରୁ ଜଣାଯାଏ, ଏହି...

ଟାଟା ପାୱାର ଓଡ଼ିଶା ଡିସ୍‌କମ୍ ଗୁଡ଼ିକ ଦ୍ୱାରା ଓଡ଼ିଶାକୁ ଏକ ୨୪ ଘଂଟିଆ ବିଦ୍ୟୁତ୍ ହବ୍‌ରେ ରୂପାନ୍ତରଣ

ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍‌ : ଭାରତର ଅନ୍ୟତମ ବୃହତ ସମନ୍ୱିତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ଓଡ଼ିଶାରେ ବିଦ୍ୟୁତ୍ ବଂଟନରେ ବିପ୍ଳବ ଆଣିଛି। ଓଡ଼ିଶା ସରକାରଙ୍କ ସହ ମିଳିତ...

You may have missed