ବେଦାନ୍ତ ଆଲୁମିନିୟମ କୃଷକ ଦିବସ ଅବସରରେ ୨୦,୦୦୦ରୁ ଅଧିକ ଚାଷୀଙ୍କୁ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ କୃଷି ଅଭ୍ୟାସ ସହିତ ସଶକ୍ତ କରିବା ପାଇଁ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛି
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, କୃଷି ଏବଂ ଆନୁଷଙ୍ଗିକ ଜୀବିକାରେ ବ୍ୟବହାରିକ, ବିଜ୍ଞାନ-ସମର୍ôଥତ ହସ୍ତକ୍ଷେପ ମାଧ୍ୟମରେ ଓଡ଼ିଶା ଏବଂ...
