ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲରେ ବେଦାନ୍ତ ଲାଞ୍ଜିଗଡ ଏନସିସି ସୁବିଧା ପ୍ରଦାନ କରିଛି ଲାଞ୍ଜିଗଡ଼
ଲାଞ୍ଜିଗଡ଼, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ର ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲରେ ଜାତୀୟ କ୍ୟାଡେଟ୍ କର୍ମ (ଏନସିସି) କାର୍ଯ୍ୟକ୍ରମକୁ...
