ବେଦାନ୍ତ ଆଲୁମିନିୟମ ବାଲକୋରେ ରେଷ୍ଟୋରା ଉତ୍ପାଦନ ସହିତ କମ୍-କାର୍ବନ ପୋର୍ଟଫୋଲିଓକୁ ବିସ୍ତାର କରିଛି
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଛତିଶଗଡ଼ର କୋର୍ବାଠାରେ ଥିବା ଏହାର ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ବାଲକୋ) ପ୍ଲାଂଟରେ ରେଷ୍ଟୋରା...
