ଟାଟା ପାୱାର ଓଡ଼ିଶା ଡିସକମ୍ ପକ୍ଷରୁ ‘ଓ ମାଇଁ ବିଉଟିଫୁଲ୍ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାରେ ଆବେଦନ ପାଇଁ ରାଜ୍ୟବାସୀଙ୍କୁ ଆମନ୍ତ୍ରଣ
ଭୁବନେଶ୍ୱର: ପ୍ରବାହ ନ୍ୟୁଜ୍ : ପୂର୍ବ ସଂସ୍କରଣଗୁଡ଼ିକର ଅଭୂତପୂର୍ବ ସଫଳତାରେ ଉତ୍ସାହିତ ହୋଇ, ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀଗୁଡ଼ିକ (ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଏସ୍ଓଡିଏଲ୍, ଏବଂ ଟିପିଡବ୍ଲୁଓଡିଏଲ୍)...
