ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଜରୁରୀକାଳୀନ ପ୍ରତିକ୍ରିୟା ମକ୍ ଡ୍ରିଲ୍ ପାଇଁ ଏନଡିଆରଏଫ ସହିତ ସହଭାଗୀ କରିଛି
ଝାରସୁଗୁଡା,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡାରେ ଏହାର ମେଗା ଆଲୁମିନିୟମ ପ୍ଲାଂଟରେ ଏକ ରାସାୟନିକ, ଜୈବିକ, ରେଡିଓଲୋଜିକାଲ୍ ଏବଂ ନ୍ୟୁକ୍ଲିୟର...
