କଳାହାଣ୍ଡିରେ ବକ୍ସାଇଟ୍ ଖଣି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜନ ପ୍ରତିନିଧି ମାନଙ୍କ ଦ୍ୱାରା ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : କଳାହାଣ୍ଡିର ବହୁ ପ୍ରତୀକ୍ଷିତ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, କଳାହାଣ୍ଡିର ନାଗରିକ ଫୋରମ୍ ବ୍ୟାନର ତଳେ ଜିଲ୍ଲାର ବିଶିଷ୍ଟ ନାଗରିକମାନଙ୍କର...