ଆଇବିସି ମୁମ୍ବାଇ ୨୦୨୫ରେ ଓଏଚ୍ଏସ୍ଇ ସେବା ଉତ୍କର୍ଷତା ପାଇଁ ଟିପିସିଓଡିଏଲ୍କୁ ଗୋଲ୍ଡ ଟ୍ରଫି
ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ମୁମ୍ବାଇଠାରେ ଅନୁଷ୍ଠିତ ଇଂଟରନ୍ୟାସନାଲ୍ ବିଜନେସ୍...