Day: July 1, 2023

କିଟ୍‍ ଟିବିଆଇକୁ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର

ଭୁବନେଶ୍ୱର, ୧ । ୭: କିଟ୍‍ ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର୍‍ (କିଟ୍‍-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ...

ବେଦାନ୍ତଲାଞ୍ଜିଗଡ଼ ୨୧ ଟି ମୋସ୍କୁଲର ବିକାଶପାଇଁକଳାହାଣ୍ଡିଜିଲ୍ଲାପ୍ରଶାସନସହିତବୁଝାମଣାସ୍ୱାକ୍ଷରକରିଛି

ଲାଞ୍ଜିଗଡ଼଼, ଜୁନ ୨୯, ୨୦୨୩:ବେଦାନ୍ତଲିମିଟେଡ, ଲାଞ୍ଜିଗଡ଼ଭାରତର ଅଗ୍ରଣୀ ମେଟାର୍ଲଜିକାଲଗ୍ରେଡ ଆଲୁମିନାଉତ୍ପାଦନକାରୀ ଓଡ଼ିଶାସରକାରଙ୍କଅଧିନରେପରିଚାଳିତମୋସ୍କୁଲଅଭିଯାନରେ ୨୧ ଟିସ୍କୁଲରବିକାଶପାଇଁଏକଏମଓୟୁସ୍ୱାକ୍ଷରକରିଛି । ସହଯୋଗର ଏକ ଅଂଶଭାବରେକମ୍ପାନିଏହିବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ, ଇ- ଲାଇବ୍ରେରୀ,...

ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷଋ ୪ ଲକ୍ଷ ମେଟି୍ରକ୍‌ ଟନ୍‌ ୟୁରିଆ ଯୋଗାଣକୁଅବ୍ୟାହତ ରଖିବା ପାଇଁ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦାବି

ଭୁବନେଶ୍ୱର, ୩୦/୦୬/୨୦୨୩ ରାଜ୍ୟର ଚାଷୀମାନେ କୃଷିକାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି । ରାଜ୍ୟରେ ‘ନାନୋ’ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଯାଇଛି । ଚାଷୀମାନେ...

କାନାଡ଼ା ଅନ୍ତର୍ଜାତୀୟ ଅଲଟ୍ରାସାଉଣ୍ଡ ସମ୍ମିଳନୀରେ କିମ୍‍ସ ଯନ୍ତ୍ରଣା ବିଶେଷଜ୍ଞ

ଭାରତୀୟ ଚିକିତ୍ସା କୌଶଳ ଉପରେ ବକ୍ତବ୍ୟ ଦେଇ ପ୍ରଶଂସିତ ଭୁବନେଶ୍ୱର, ୩୦ । ୬: କିମ୍‍ସ ଭୁବନେଶ୍ୱରର ଯନ୍ତ୍ରଣା ବିଶେଷଜ୍ଞ ଡା. ରାଜେନ୍ଦ୍ର ସାହୁ ନିକଟରେ କାନାଡ଼ାର...