ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ ବୈଦ୍ୟୁତିକ ଫର୍କଲିଫ୍ଟ ଫ୍ଲିଟର କାର୍ଯ୍ୟରେ ବ୍ୟବହାରକୁ ବିସ୍ତାର କରିଛି
ଏଥିରେ ଭାରତର ସର୍ବପ୍ରଥମ ୧୦ଟନ୍ ବୈଦ୍ୟୁତିକ ଫର୍କଲିଫ୍ଟ ଅନ୍ତର୍ଭୁକ୍ତ, ଓଡ଼ିଶାର ଝାରସୁଗୁଡାରେ କମ୍ପାନୀର କାର୍ଯ୍ୟରେ ନିୟୋଜିତ କରିଛି । ଇଭି ଫର୍କଲିଫ୍ଟ ଫ୍ଲିଟଗୁଡିକ ବର୍ତମାନ କମ୍ପାନୀର ବାଲକୋ...
