ହାବିଟାଟସ ଟ୍ରଷ୍ଟ ଭାରତର ସମୃଦ୍ଧ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଟ୩.୨୦କୋଟି ଦେବା ପାଇଁ ମଞ୍ଜୁର କରିଛି
ନୂଆଦିଲ୍ଲୀ, ୨୩ ଜୁନ ୨୦୨୨: ଭାରତର ପ୍ରାକୃତିକ ବାସସ୍ଥାନ ଓ ବସବାସ କରୁଥିବା ପ୍ରଜାତିଙ୍କ ସଂରକ୍ଷଣ ତଥା ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ହାବିଟାଟସ ଟ୍ରଷ୍ଟ, ଭାରତର...