ଶିକାରୀ ଭୂମିକାରେ ଆହନା
ଓଲିଉଡ୍ ନାୟିକା ଅ ।ହନା \”ଭୈରବ\’ ଏବଂ \”ବ୍ଲାକ୍ମେଲ୍\’ ଭଳି ସିନେମାରେ ନାୟିକା ଭୂମିକାରେ ଅ ।ସିଛନ୍ତି । \”ଭୈରବ\’ରେ ଅ ।ହନା ନବାଗତ ଅସିତଙ୍କ ବିପକ୍ଷରେ ନଜର ଅ ।ସିଥିବା ବେଳେ \”ବ୍ଲାକ୍ମେଲ୍\’ରେ ସେ ଅର୍ଦ୍ଧେନ୍ଦୁ ଓ ସିଦ୍ଧାନ୍ତଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏବେ ଅ ।ହନା ଅନ୍ୟ ଏକ ଓଡ଼ିଅ । ସିନେମା \”ଜଙ୍ଗଲ\’ରେ ଅଭିନୟ କରୁଛନ୍ତି । ଏଥିରେ ମିଳିଛି ତାଙ୍କୁ ଜଣେ ଶିକାରୀର ଭୂମିକା । ଏହି ସିନେମାରେ ନିଜର ଚରିତ୍ର ସଂପର୍କରେ ଅ ।ହନା କହନ୍ତି,\”ମୋ ପୂର୍ବ ଫିଲ୍ମରେ ଥିବା ଚରିତ୍ର ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ମୁଁ ଜଣେ ଗାଉଁଲି ଝିଅର ଚରିତ୍ରରେ ଅଭିନୟ କରିଛି । ଏହି ଫିଲ୍ମରେ ମୋତେ ନୂଅ । ଲୁକ୍ ଦିଅ ।ଯାଇଛି ।\’ ଏହି ସିନେମାରେ ବିଶ୍ୱ, ରବି ମିଶ୍ର, ମାମା, ଜ୍ୟୋତି ପ୍ରମୁଖ ରହିଛନ୍ତି । \”ଜଙ୍ଗଲ\’ର ନିର୍ଦେଶନା ଦେଉଛନ୍ତି ଟି ଗଣେଶ । ଏସ୍ ଚନ୍ଦ୍ରକାନ୍ତ ଏହାର ସଂଗୀତ ନିର୍ଦ୍ଦେଶକ ।
