ଭୋଟ ଦେଲେ ପୋଲିଂ କର୍ମଚାରି

ଜୟପୁର :  ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ଭୋଟ ଦେଲେ ପୋଲିଂ କର୍ମଚାରି ।  କଡା ସୁରକ୍ଷା ବଳୟ ମଧ୍ୟରେ  ପୋଲିଂ କର୍ମଚାରି ମାନେ ପୋଷ୍ଟ ବ୍ୟାଲେଟ୍ ଯୋଗେ ଭୋଟ ଦେଇଛନ୍ତି ।  ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ୪ଟି ସେଣ୍ଟର କରାଯାଇଥିବା ବେଳେ ମହିଳା ମହାବିଦ୍ୟାଳୟରେ ୨ଟି ସେଣ୍ଟର କରାଯାଛି । ମୋଟ  ୮୪୭  ପିଲିଂ ହୋଇଥିବା ଜଣାଯାଇଛି । ଏଥି ମଧ୍ୟରୁ  ୨୩୪ ଜଣ ଜୟପୁର ନିବାଚନ ମଣ୍ଡଳି ପାଇ ଭୋଟ ଦେଇଥିବା ବେଳେ  ୮୧ ଜଣ  କୋଟପାଡ ନିବାଚନ ମଣ୍ଡଳି ପାଇ ଭୋଟ ଦେଇଥିଲେ । ସକାଳ ସାଢେ ୭ ମିନିଟରୁ  ପୁଲିଂ ଆରମ୍ଭ ହୋଇଥିଲା । ଜୟପୁର ଉପ ଜିଲାପାଳ ପ୍ରଭାତ କୁମାର ପରିଡା, ବିଡିଓ ଶକ୍ତି ମହାପାତ୍ର,  ପୌର ନିବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ମୋନାଲିସା ଆଚାଯ୍ୟି ତଦାରଖ କରିଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *