କ୍ୟାରେଟ୍‌ଲେନ୍ ସୌଭାଗ୍ୟନଗର ଷ୍ଟୋରରେ ମନମୋହୁଛି ‘ଶାୟା’ ବ୍ରାଣ୍ଡ

ଆଧୁନିକ ମହିଳାଙ୍କ ପାଇଁ ଷ୍ଟୋରି ଟେଲିଂ ରୁପା ଗହଣାର ସମ୍ଭାର

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତୀୟ ଅଳଙ୍କାର କ୍ଷେତ୍ରରେ ରୁପା ଲମ୍ବା ସମୟ ଧରି ସୁନ୍ଦରତା ଏବଂ ଭବ୍ୟତାର ପ୍ରତୀକ ହୋଇ ରହିଆସିଛି। ଏହାସତ୍ତ୍ୱ ଦ୍ଧଦଶନ୍ଧି ଦଶନ୍ଧି ଧରି ମହିଳାମାନଙ୍କୁ ଚିରାଚରିତ ଏବଂ ସାଧାରଣ ଡିଜାଇନ୍ ପ୍ରଦାନ କରାଯାଉଥିଲ।, ଯେଉଁଥିରେ ବିଶେଷତା ଏବଂ ଭାବପ୍ରବଣତାର ଅଭାବ ରହିଥିଲା। ଏହାର ସମାଧାନ ହେଉଛି କ୍ୟାରେଟ୍‌ଲେନ୍ ପକ୍ଷରୁ ପ୍ରସ୍ତୁତ ଆକର୍ଷଣୀୟ ଡିଜାଇନ୍‌ଯୁକ୍ତ ରୂପା ଗହଣା ବ୍ରାଣ୍ଡ ‘ଶାୟା’, ଯାହାକି ଉକ୍ତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ କେବଳ ଅଳଙ୍କାର ଛଡ଼ା ଅଧିକ କିଛି ଚାହାନ୍ତି। ଶାୟା ଏକ ନୂତନ ଏବଂ କଳାତ୍ମକ ସ୍ୱର ସହିତ ରୁପା ଅଳଙ୍କାରକୁ ପୁନଃକଳ୍ପନା କରିଥାଏ, ଯାହା ଆଜିର ଆଧୁନିକ ଭାରତୀୟ ମହିଳାଙ୍କ ବହୁମୁଖୀ ପ୍ରକୃତିକୁ ପ୍ରତିଫଳିତ କରେ। ଶାୟା ପାରମ୍ପରିକ ପ୍ରାମାଣିକତା ଏବଂ ସମସାମୟିକ ଡିଜାଇନ ମଧ୍ୟରେ ଏକ ସେତୁ ସ୍ଥାପନ କରେ। ଆକର୍ଷଣୀୟ ଷ୍ଟେଟ୍‌ମେଣ୍ଟ ପିଠାରୁ ଆରମ୍ଭ କରି ସୂକ୍ଷ୍ମ ଏବଂ ନିତିଦିନି ବ୍ୟବହାର ପାଇଁ ଉଦ୍ଦିଷ୍ଟ ଅତି ଯତ୍ନର ସହ ୯୨୫ ରୂପାରେ ପ୍ରସ୍ତୁତ କରାଯାଇଛି। ଆଇଟମ୍ ପର୍ଯ୍ୟନ୍ତ ପ୍ରତ୍ୟେକ ପିସ୍‌କୁ ଭାରତୀୟ ବିବାହର ଆନନ୍ଦକୁ ପରି ପ୍ରକାଶ କରୁଥିବା ‘ସ୍ୟାଣ୍ଟି ଡାଏରିଜ୍‌’ରୁ ଆରମ୍ଭ କରି ପ୍ରଖ୍ୟାତ ରାଣୀ ତଥା ଗୁଜର। ଟର ଆର୍କିଟେକ୍ଟରାଲ ୱାଣ୍ଡର୍ ରାନୀ କି ଭାଭ୍ ଦ୍ୱାରା ଅନୁପ୍ରାଣିତ ‘ରାଣୀ ଉଦୟମତି’ କଲେକ୍ସନ, ପ୍ରତ୍ୟେକ ସମ୍ଭାର ଭାରତୀୟ ଐତିହ୍ୟ ଏବଂ ଆଧୁନିକ ଭାବର ଅନନ୍ୟ ଦିଗକୁ ପ୍ରତିଫଳିତ କରେ। ଦେଶର ନୂଆ ସହରଗୁଡ଼ିକରେ ନିଜର ଷ୍ଟୋରି ଟେଲିଂ ଡିଜାଇନ୍ ଗୁଡ଼ିକୁ ଆଣୁଛି ଶାୟା। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ସୌଭାଗ୍ୟନଗର କ୍ୟାରେଟ୍‌ଲେନ୍ ଷ୍ଟୋରରେ ଏବେ ‘ଶାୟା’ ବ୍ରାଣ୍ଡ ଉପଲବ୍ଧ। ଭୁବନେଶ୍ୱରରେ ଉପସ୍ଥିତି ହେଉଛି ବ୍ରାଣ୍ଡର ନିରନ୍ତର ପ୍ରୟାସର ଏକ ଅଂଶ, ଯାହାଦ୍ୱାରା ମହିଳାମାନେ ଯେଉଁଠାରେ ବି ଥାଆନ୍ତୁ ନା କାହିଁକି ଭବ୍ୟ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଳଙ୍କାର ସେମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

Leave a Reply

Your email address will not be published. Required fields are marked *