ସାଗୁଆନ କାଠ ଓ ପଟ୍ଟା ଜବତ ଶହ ଦୁଇ କାଠ ବ୍ୟବସାୟୀ ଗିରଫ 

 ନୂଆପଡା : ନୂଆପଡା ଜିଲ୍ଲା ନୂଆପଡା  ବନ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି ।ସୂଚନାମୁତାବକ ନୂଆପଡା ରେଞ୍ଜ ଅଧିକାରୀ ସୁନୀଲ ମିଶ୍ର ଙ୍କ ନେତୃତ୍ୱ ରେ କାଠ ବ୍ୟବସା୍ୟୀ ଙ୍କ ଘର କୁ ଚଢ଼ାଉ ଲାରଯାଇଥିଲା ଅନୁମାନିକ 

ଲକ୍ଷାଧିକ ଟଙ୍କା ମୁଲ୍ୟର ସାଗୁଆନ କାଠ ଓ ପଟ୍ଟା ସହ ଦୁଇ  କାଠ ବ୍ୟବସାୟୀଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ସୂଚନା ପାଇ ନୂଆପଡା  ବନ ବିଭାଗର ଏକ ଟିମ ପଗାରପାଣି  ଗ୍ରାମରେ ଚଢାଉ କରିଥିଲେ । ଗାଁର କୃତ ତାଣ୍ଡି ଓ ନୃତ୍ ତାଣ୍ଡି  ଉଭୟ  ଘରୁ ସାଗୁଆନ କାଠ,ଗଣ୍ତି ,ପଟ୍ଟା ଆଦି ଲକ୍ଷାଧିକ ଟଙ୍କା ମୁଲ୍ୟର ସଂପତି ଜବତ କରିବା ସହ ଦୁଇ  କାଠ ବ୍ୟବସାୟୀ ଙ୍କୁ ଗିରଫ କରାଯାଇଛି  । ଚଢ଼ାଉ ବେଳେବନ ବିଭାଗ ର  ଫରେଷ୍ଟର ଖଗେମାଝୀ ପ୍ରେମ ତାଣ୍ଡି ସସ୍ମିତା ବାଗ ଓ ତେଜନୀ ଶବର ସମେତ ବନ କର୍ମଚାରୀ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *