ସରୋଜିନୀ ଶତପଥୀ ସମ୍ମାନିତ

ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରାକେନ୍ଦୁଝର ଜିଲ୍ଲା ର ଉପାନ୍ତ ଅଞ୍ଚଳ ଯୋଡ଼ା ରେ କାର୍ଯ୍ୟରତ ସାମ୍ବାଦିକା ସରୋଜିନୀ ଶତପଥୀ ଙ୍କୁ ସର୍ବସାଧାରଣ ର ସ୍ୱନକ୍ଷତ୍ର 2022ଅବସରରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି. ଜଣେ ମହିଳା ହୋଇ ଵି ନିଜର କର୍ତ୍ତବ୍ୟ କୁ ଏପରି ଜାଗାରେ ସଠିକ ଭାବେ ତୁଲାଇବା ସହିତ ନିର୍ଭୁଲ ତଥ୍ୟ ପ୍ରଦାନ କରିବା ଓ ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ତାଙ୍କର ଭୂମିକା ପାଇଁ ତାଙ୍କୁ ସଫଳତା ଶୀର୍ଷରେ ପହଞ୍ଚାଇ ପାରିଥିବାରୁ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି. ବହୁ ଘାତ ପ୍ରତିଘାତ କୁ ସାମନା କରି ନିଜର କର୍ତ୍ତବ୍ୟ କୁ ଆହୁରି ଆଗକୁ ଜାରି ରଖିବାକୁ ସେ ପ୍ରକାଶ କରିଛନ୍ତି.

Leave a Reply

Your email address will not be published. Required fields are marked *