ସରଳ ପେନସନ୍ ଯୋଜନା ଏଲ୍‌ଆଇସିର ପଲିସିରେ କେବଳ ଥରେ କରନ୍ତୁ ନିବେଶ ସାରା ଜୀବନ ପାଆନ୍ତୁ ପେନସନ୍

ନୁଆଦିଲ୍ଲୀ, (ଏଜେନସି): ସମସ୍ତେ ଉତ୍ତମ ଜୀବନ କାମନା କରିଥାନ୍ତି । ଖୁସିରେ ରହିବାକୁ କାହାକୁ ବା ପସନ୍ଦ ନୁହେଁ । ସମସ୍ତେ ଚାହାଁନ୍ତି ତାଙ୍କ
ଆଗାମୀ ଭବିଷ୍ୟତ ଭଲରେ ରହୁ ଯଦି ଆପଣ ମଧ୍ୟ ଏମିତି ଚିନ୍ତା କରୁଛନ୍ତି ତେବେ ଏଲଆଇସିର ସରଳ ପେନସନ୍ ଯୋଜନା ଆପଣଙ୍କ ପାଇଁ ଏକ
ଉତ୍ତମ ବିକଳ୍ପ ହୋଇପାରିବ । ଏହି ଯୋଜନା ଅନୁସାରେ ପଲିସିଧାରୀଙ୍କୁ ପଲିସି ନେବା ସମୟରେ ସିଙ୍ଗଲ ପ୍ରିମିୟମ୍‌ ପୈଠ କରିବାକୁ ହୋଇଥାଏ । ଅର୍ଥାତ ପଲିସିଧାରୀଙ୍କୁ କେବଳ ଥରେ ପ୍ରିମିୟମ୍‌ ପୈଠ କରିବାକୁ ହୋଇଥାଏ । ଏହା ପରେ ପଲିସି ହୋଲଡରଙ୍କୁ ସାରା ଜୀବନ ପେନସନ୍ ମିଳିଥାଏ । ଏହି ପଲିସିକୁ ଆପଣ ୨ଟି ଉପାୟରେ ନେଇପାରିବେ । ଗୋଟିଏ ହେଲା ସିଙ୍ଗଲ ଲାଇଫ୍‌ ପଲିସି ଏବଂ ଅନ୍ୟାଟି ଜଏଣ୍ଟ ଲାଇଫ୍‌ ପଲିସି ।
ସିଙ୍ଗଲ ଲାଇଫ୍‌ ପଲିସି- ଏହା କୌଣସି ଜଣେ ବ୍ୟକ୍ତି ନାଁରେ ରହିବ । ପଲିସି ହୋଲïର ଥିବା ପର୍ଯ୍ୟନ୍ତ ଏହା ତାଙ୍କୁ ପେନସନ୍ ରୂପେ ମିଳିବ । ପେନସନ୍ ହୋଲïରଙ୍କ ମୃତ୍ୟୁ ପରେ ବେସ୍‌ ପ୍ରିମିୟମର ରାଶି ଫ୍ୟମିଲ ଙ୍କୁ ଫେରାଇ ଦିଆଯିବ । ଜଏଣ୍ଟ ଲାଇଫ୍‌ ପଲିସି- ଜଏଣ୍ଟ ଲାଇଫ୍‌ ବିକଳ୍ପ ଅନୁସାରେ ପତି ଏବଂ ପତ୍ନି ଉଭୟ ଏହି ଯୋଜନାରେ ଜଡିତ ରହିବେ । ଉଭୟଙ୍କ ମଧ୍ୟରେ ଯିଏ ବି ଅଧିକ ଦି[ ପର୍ଯ୍ୟନ୍ତ ସର୍ଭାଇଭ୍‌ କରିବ ତାଙ୍କୁ ପେନସନ୍ ରାଶି ମିଳିବ । ପତିର ମୃତ୍ୟୁ ପରେ ପତ୍ନିଙ୍କୁ ପେ[ସ[ର ସମ୍ପୂର୍ଣ୍ଣ ରାଶି ଦିଆଯିବ । ଏହା ସହିତ
ପେନସନ୍ର ରାଶିରେ କୌଣସି ବି କାଟ୍‌ କରାଯିବନି । ପତି ଏବଂ ପତ୍ନି ଉଭୟଙ୍କ ମୃତ୍ୟୁ ହେଲେ ଯିଏ ବି ଫ୍ୟାମିଲ୍ ଥିବେ ତାଙ୍କୁ ବେସ୍‌ ପ୍ରାଇସର ପୈଠ କରିଦିଆଯିବ । ସରଳ ପେନସନ୍ ଯୋଜନାର ଅନଲାଇନ ଏବଂ ଅଫଲାଇନ ଆବେଦନ କରିବାର ଉପାୟ କେମିତି କରିବେ ଆବେଦନ
ସର୍ବପ୍ରଥମେ ଆପଣଙ୍କୁ ୟେସ ବ୍ୟାଙ୍କର ଅଫିସିଆଲ୍‌ େୱବସାଇଟକୁ ଯିବାକୁ ହେବ ଏହା ପରେ ଆପଣଙ୍କୁ ହୋମ ପେଜକୁ ଯାଇ ସରଳ ପେନସନ୍ ଯୋଜନାର ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ହେବ
ଏହା ପରେ ଆପ୍ଲାଏ ନାଓର ଲିଙ୍କ ଉପରେ କ୍ଲିକ୍‌ କରିବାକୁ ହେବ
ଏବେ ଆପଣଙ୍କ ସାମ୍ନାରେ ଆବେଦ[ ଫର୍ମ ଖୋଲିବ
ଆପଣଙ୍କୁ ଆବେଦ[ ଫର୍ମରେ ପଚରାଯାଇଥିବା ସମସ୍ତ ଜରୁରି ସୂଚନା ଯଥା ଆପଣଙ୍କ ନାଁ, ବୟସ, ମୋବାଇଲ ନମ୍ବର ଆଦି ଭରିବାକୁ ହେବ
ଏହା ପରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଆଟାଚ କରିବାକୁ ହେବ ଏବଂ ସବମିଟ୍‌ ଅ«[ ଉପରେ କ୍ଲିକ୍‌ କରିବାକୁ ହେବ
ଅଫଲାଇନ କେମିତି କରିବେ ଆବେଦ[ ?
ସର୍ବପ୍ରଥମେ ଆପଣଙ୍କୁ ନିକଟସ୍ଥ ୟେସ କମ୍ପାନୀ ବା ବ୍ୟାଙ୍କ ଅଫିସ୍‌ ଯିବାକୁ ହେବ ଏବେ ଆପଣଙ୍କୁ ସେଠାରୁ ସରଳ ପେନସନ୍ ଯୋଜନାର ଆବେଦ[ ଫର୍ମ ପ୍ରାପ୍ତ କରିବାକୁ ହେବ ଆବେଦନ ଫର୍ମ ନେବା ସମୟରେ ପଚରାଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଧ୍ୟାନରେ ଭରନ୍ତୁ
ଏହା ପରେ ସମସ୍ତ ଡକ୍ୟୁମେଣ୍ଟକୁ ଆଟାଚ୍‌ କରିବାକୁ ହେବ
ଏବେ ଆପଣଙ୍କୁ ଏହି ଆବେଦନ ପତ୍ର ୟେସ କମ୍ପାନି ଅଫିସରେ ଜମା କରିବାକୁ ହେବ ଏହି ପ୍ରକାରେ ଆପଣ ସରଳ ପେନସନ୍ ଯୋଜନା ଅନ୍ତର୍ଗତ ଅଫଲାଇନ ଆବେଦନ କରିପାରିବେ
ଜରୁରି ଡକ୍ୟୁମେଣ୍ଟ
•ଆଧାର କାର୍ଡ
•ବ୍ୟାଙ୍କ ଖାତା
•ରାସନ କାର୍ଡ
•ଆଡ୍ରେସ୍‌ ପ୍ରୁଫ୍‌
•ଇନକମ୍‌ ପ୍ରମାଣ ପତ୍ର
•ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ୍‌
•ମୋବାଇଲ [ମ୍ବର
•କେତେ କରିବେ ନିବେଶ ?
ଏହି ଯୋଜନା ଅନୁସାରେ ସର୍ବନିମ୍ନ ଏକିଟି ୧୨ ହଜାର ଟଙ୍କା ପ୍ରତି ବର୍ଷ । ଅତି କମରେ ୧୨ ହଜାର ଟଙ୍କା ବାର୍ଷିକ ପେନସନ୍ ମିଳିବ । ଏକିଟିର ଅର୍ଥ
ସେହି ରାଶି ଯାହା ବୀମା କମ୍ପାନି ନିବେଶ ବଦଳରେ ବାର୍ଷିକ ଗ୍ରାହକଙ୍କୁ ପ୍ରଦା[ କରିଥାଏ । ଯୋଜନାରେ କୌଣସି ସର୍ବାଧିକ କ୍ରୟ ମୂଲ୍ୟର ସୀମା ନାହିଁ । ଏଲଆଇସି କାଲକୁଲେଟର ଅନୁସାରେ ଯଦି ଆପଣଙ୍କ ବୟସ ୪୨ ବର୍ଷ ଏବଂ ଆପଣ ୩୦ ଲକ୍ଷ ଟଙ୍କାର ଏକୁଟି କିଣନ୍ତି ତେବେ ଆପଣଙ୍କୁ ପ୍ରତି
ମାସରେ ୧୨,୩୮୮ ଟଙ୍କାର ପେନସନ୍ l

Leave a Reply

Your email address will not be published. Required fields are marked *