ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ହେଲେ ମାନସ ମଙ୍ଗରାଜ

ନୁଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପରାମର୍ଶଦାତା କମିଟିର ସଦସ୍ୟଭାବେ ଶ୍ରୀ ମଙ୍ଗରାଜଙ୍କୁ ମନୋନୀତ କରାଯାଇଛି । ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏେନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ଜୁଲାଇ ୨୮ ତାରିଖରେ ଶ୍ରୀ ମଙ୍ଗରାଜ ସାମୁଦ୍ରିକ ଉତ୍ପାଦ[ ରପ୍ତାନି କର୍ତ୍ତୃପକ୍ଷ (ଏମ୍ପିଇଡିଏ)ର ସଦସ୍ୟଭାବେ
ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ପାଇଁ ରାଜ୍ୟସଭାକୁ ମିର୍ବାଚିତ ହୋଇଥିବା ଶ୍ରୀ ମଙ୍ଗରାଜଙ୍କୁ ପ୍ରଥମ ପାଳି ଆରମ୍ଭରୁ ହିଁ ଭାରତ ସରକାର ଦୁଇ ଦୁଇଟି ଗୁରୁ୍‌ତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ।
ଆଜି ଶ୍ରୀ ମଙ୍ଗରାଜଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀ[ସ୍ଥ କ[ସଲଟେଟିଭ୍‌ କମିଟିର ସଦସ୍ୟଭାବେ
ମନୋନୀତ କରାଯିବା ବେଶ୍‌ ଗୁରୁତ୍ୱବହ[ କରୁଛି । ସାମ୍ବାଦିକତାରୁ ବୃତ୍ତିଗତ ଜୀବ[ ଆରମ୍ଭ କରିଥିବା ଶ୍ରୀ ମଙ୍ଗରାଜଙ୍କୁ
ମୁଖ୍ୟମନ୍ତ୍ରୀ [ବୀ[ ପଟ୍ଟନାୟକ ବିଜୁ ଜ[ତା ଦଳରେ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ ନିଯୁକ୍ତ କରିଥିଲେ । ଏହା ପରେ ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଶ୍ରୀ ମଙ୍ଗରାଜ ଏହି ପଦରୁ ଇସ୍ତଫା ଦେଇଥିଲେ । ଦୀର୍ଘ ଦି[ ଧରି ସାମ୍ବାଦିକତା
କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଶ୍ରୀ ମଙ୍ଗରାଜ ରାଜନିତିରେ ପାଦ ଥାପିବା ପରେ ମଧ୍ୟ ଏଥିରୁ ଦୂରେଇ
ଯାଇ[ାହାନ୍ତି । ବିଜୁ ଜ[ତା ଦଳରେ ଗଣମାଧ୍ୟମ ବ୍ୟାପାର ଦାୟିତ୍ୱ ପାଇବା ପରେ ସାମ୍ବାଦିକ କଲ୍ୟାଣ କ୍ଷେତ୍ରରେ
ତାଙ୍କର ଉଲ୍ଲେଖନୁୟ ଅବଦା[ ରହିଆସିଛି । ସାମ୍ବାଦିକମା[ଙ୍କର ସ୍ୱାର୍ଥ ସମ୍ବଳିତ ଦାବି ରାଜ୍ୟ ସରକାରଙ୍କ ନିକଟରେ
ଉପସ୍ଥାପ[ କରିବା ସହିତ ତାହା କିପରି ଯଥାଶୀଘ୍ର ପୂରଣ ହେବ ସେ ଦିଗରେ ଶ୍ରୀ ମଙ୍ଗରାଜ କାର୍ଯ୍ୟ କରୁଛନ୍ତି ।
କୋଭିଡ୍‌ ମହାମାରୀ ସମୟରେ ରାଜ୍ୟରେ ଅେ[କ ଗଣମାଧ୍ୟମ ପ୍ରତି[ିଧି ପ୍ରାଣ ହରାଇ ଥିବା ବେଳେ ସେମା[ଙ୍କ
ପରିବାର ସଦସ୍ୟଙ୍କୁ କୋଭିଡ୍‌ କ୍ଷତିପୂରଣ ରାଶି ପ୍ରଦା[, ସାମାଜିକ ସୁରକ୍ଷା, ପିଲାମା[ଙ୍କ ପାଇଁ ଶିକ୍ଷା ବ୍ୟବସ୍ଥାରେ
ତାଙ୍କର ଯୋଗଦା[ ରହି ଆସିଛି । ସେହିପରି ଗଣମାଧ୍ୟମ ପ୍ରତି[ିଧିଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ମୃତ୍ୟୁକାଳୀ[ ଏବଂ
ଚିକିତ୍ସା ସହାୟତା ଆଦି ଯୋଗାଇବାରେ ଶ୍ରୀ ମଙ୍ଗରାଜଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି ।

Leave a Reply

Your email address will not be published. Required fields are marked *