ନୂତନ ଗବେଷଣା ଫୁସଫୁସ କର୍କଟ ରୋଗ ଚିକିତ୍ସାରେ ଆଶା ସଂଚାର କରିଛି: କିମସ୍ କ୍ୟାନ୍ସର ସେଣ୍ଟର ମୁଖ୍ୟ

ଭୁବନେଶ୍ୱର ୧/୮/୨୨: ଫୁସଫୁସ୍ ରୋଗ ଚିକିତ୍ସାରେ ଜେନେଟିକ ପରୀକ୍ଷାଷ୍ଟେରିଓଟାକ୍ଟିକ୍ ବଡିରେଡିଓ ଥେରାପ, ଥାଇରଇଡ
କ୍ୟାନ୍ସର ଡଗ୍ର ଡେଲିଭରି ମେକାନିଜିମ୍ର ସଂଯୋଗିକରଣ ଏବଂ ଇମ୍ୟୁନୋଥେରାପି ସହ ନୂତନ ଗବେଷଣା ଫୁସ୍ଫୁସ୍ କର୍କଟ
ରୋଗୀଙ୍କ ଚିକତ୍ସି । କ୍ଷେତ୍ରରେ ନୂତନ ଆଶା ସଞ୍ଚାର କରିଛି । ଆଜି ବିଶ୍ୱ ଫୁସଫୁସ୍ କକର୍ଟ ରୋଗ ଦିବସ ଅବସରରେ କିମ୍ସ
କର୍କଟ ରୋଗ ଚିକିତ୍ସା କେନ୍ଦ୍ର ନିଦ୍ଦେର୍ଶ କ ତଥା ବିଶିଷ୍ଟ କର୍କଟ ରୋଗ ବେି ଶଷଜ୍ଞ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି କହିଛନ୍ତି ।
ନତୂ ନ ଭାବେ ପ୍ରତିଷ୍ଠା ହୋଇଥିବା କିମ୍ସ୍ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଦାୟିତ୍ୱରେ ଥôବ । ଡା. ମହାନ୍ତି କହିଲେ,
ଓଡିଶ଼ ।ରେ ମୁଖ୍ୟତଃ ପାକସ୍ଥଳୀ, ମୁଖଗହ୍ୱର, ସ୍ତନ, ଗର୍ଭାଶୟ ଓ ଫୁସ୍ଫୁସ୍ କର୍କଟ ରୋଗ ଦେଖାଦେଇଥାଏ । ଏଥେô ର ଫୁସ୍ଫସୁ ୍
କର୍କଟ ରୋଗ ୫ମ ସ୍ଥାନରେ ରହିଛି । ପୁରୁଷଙ୍କ କ୍ଷେତ୍ରରେ ପାକସ୍ଥଳୀ ଓ ମୁଖ ଗହ୍ୱର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା
ବେଳେ ଫୁସ୍ଫୁସ୍ କର୍କଟ ରୋଗ ତୃତୀୟ ସ୍ଥାନରେ ରହିଛି । ଧୂମପାନ, ତମାଖୁ ସେବନ, ରାସାୟନକି ପଦାର୍ଥ, ପରିବେଶ
ପ୍ରଦୂଷଣ ଆଦି ବତ୍ତୃ ିଗତ ବପି ଦ ଏବଂ ବଂଶଗତ କାରଣ ଯୋଗୁଁ ମଧ୍ୟ ଫୁସ୍ଫୁସ୍ କର୍କଟ ରୋଗ ହୋଇଥାଏ । ଶରୀରରେ ଫୁସଫୁସ୍
କର୍କଟ ରୋଗ ସୃଷ୍ଟି କରିବା ପାଇଁ ଏଗୁଡ଼ିକ ଦୀର୍ଘ ସମୟ ନେଇଥାନ୍ତି, ଯେଉଁଥି ପାଇଁ ଜଣେ ବ୍ୟକ୍ତରି ୫୦ ବର୍ଷ କମ୍ବି । ତଦୂର୍ଦ୍ଧ୍ୱ
ବର୍ଷରେ ଫୁସ୍ଫୁସ୍ କର୍କଟ ରୋଗ ଚିହ୍ନଟ ହୋଇଥାଏ । ମାତ୍ର ପାଶ୍ଚାତ୍ୟ ଦେଶଗୁଡିକ଼ ରେ ଧୂମପାନ ଓ ତମାଖୁ ସେବନ କରୁ ନ
ଥôବ । ବ୍ୟକ୍ତିଙ୍କ ମଧ୍ୟରେ ଫୁସଫ୍ ୁସ୍ କର୍କଟ ରୋଗ ବଢୁଥିବା ଡା. ମହାନ୍ତି କହିଛନ୍ତି । ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏଥତ୍ପ ।ଇଁ ପ୍ରଦୂଷଣ,
ବଂଶଗତ ଏବଂ ଅନ୍ୟାନ୍ୟ ଜୀବନ ଶୈଳୀ ଏହାର କାରଣ ହୋଇପାରେ ବୋଲି ସେ କହିଛନ୍ତି ।
ଫୁସ୍ଫୁସ୍ କର୍କଟ ରୋଗର ଲକ୍ଷଣ ସମ୍ପର୍କରେ ସେ କହିଲେ, ଏହି ରୋଗୀଙ୍କ କ୍ଷେତ୍ରରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଓଜନ ହ୍ରାସ,
ଜ୍ୱର, ଦୀର୍ଘ ସପ୍ତାହ କିମ୍ବା ମାସମାସ ଧରି ଛାତିରେ ଯନ୍ତ୍ରଣା ହେଲେ ରୋଗୀ ଡାକ୍ତରୀ ପରାମର୍ଶ ନେବା ଉଚିତ । ଅନ୍ୟାନ୍ୟ କର୍କଟ
ରୋଗୀ ଯଥା ମୁଖ ଗହ୍ୱର, ସ୍ତନ ଏବଂ ଗର୍ଭାଶୟ କକର୍ଟ ରୋଗୀଙ୍କ ଅପେକ୍ଷା ଫୁସ୍ଫୁସ୍ କର୍କଟ ରୋଗୀଙ୍କ କ୍ଷେତ୍ରରେ ବଞ୍ଚବି ।ର
ସମ୍ଭାବନା ହାର କମ୍ ବୋଲି ଡା. ମହାନ୍ତି କହିଛନ୍ତି । ପ୍ରାୟ ୫୦ ପ୍ରତିଶତ ଫୁସ୍ଫୁସ୍ କର୍କଟ ରୋଗୀ ରୋଗ ଚହି ୍ନଟ ହେବାର
ବର୍ଷକ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି । କାରଣ ୭୦ରୁ ୮୦ ପ୍ରତିଶତ ଫୁସ୍ଫୁସ୍ କର୍କଟ ରୋଗୀଙ୍କ କ୍ଷେତ୍େର ର ରୋଗ ବହୁ
ବଳି ମ୍ବରେ ଚିହ୍ନଟ ହୋଇଥାଏ । ଏମାନଙ୍କ କ୍ଷେତ୍ରରେ ଷ୍ଟେଜ-୩ କମ୍ବି । ଷ୍ଟେଜ୍-୪ ଅବସ୍ଥାରେ ରୋଗ ଚିହ୍ନଟ ହୋଇଥାଏ । ରୋଗ
ତୁରନ୍ତ ଚିହ୍ନଟ ହୋଇପାରିଲେ ରୋଗୀଙ୍କ ବଞ୍ଚିବା ହାର ୬୦ରୁ ୭୦ ପ୍ରତିଶତ ରହିଥାଏ । ପ୍ରାଥମିକ ଅବସ୍ଥାରେ ଫୁସ୍ଫୁସ୍ କର୍କଟ
ରୋଗ ଚିହ୍ନଟ ହେଲେ ରୋଗୀଙ୍କଠାରେ ଅସ୍ତ୍ରୋପଚାର ଏବଂ ରେଡ଼ିଓଥେରାପି ଆଦି ଚିକିତ୍ସା ପ୍ରକ୍ରିୟା ଗ୍ରହଣ କରାଯାଇଥାଏ ।
ପରବର୍ତ୍ତୀ ପର୍ଯ୍ୟ ।ୟରେ କେମୋଥେରାପି ଏବଂରେଡଓି ଼ ଥେରାପି ଚକି ତ୍ସି । କରାଯାଇପାରେ ।ରୋଗର ଜଟଳି ପର୍ଯ୍ୟାୟରେ କେତେକ
କ୍ଷେତ୍ରରେ କେମୋଥେରାପି ଓ ରେଡ଼ିଓଥେରାପି ଚିକିତ୍ସାରେ ଉନତ୍ନ ି ପରିଲକ୍ଷିତ ନ ହେଲେ ରୋଗୀକୁଦୈନକି ଚିକିତ୍ସାରେ ବଞ୍ଚାଇ
ରଖାଯିବା ସହ ପାଲିଏଟିଭ୍ କେୟାରର ସାହାରା ନିଆଯାଇଥାଏ ବୋଲି ସେ କହିଥେô ଲ ।