ସାମାଜିକ କମମୀ ସସାନମ ୱାଙ୍ଗଚୁଙ୍କ ଡାକରାସର ପରିସେଶେିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଲାଦାଖ ଗସ୍ତ

ଲାଦାଖ େଞ୍ଚାଅ ଆସଦାଳନକୁସଲାହିଆ ଏକାସଡମୀର ସମର୍ମନ

ଭୁବନେଶ୍ୱର (୮/୪) : ଗତ କିଛିମାସ ଧରିଲାଦାଖ ଏବଂ କାଗିଲର ନଲାକମାନେ ଶାନ୍ତିପୂର୍ଣ୍ଣ ଏବଂ
ସାମ୍ବିଧାେିକ ଭାବନର ପୂର୍ଣ୍ଣରାଜ୍ୟ ଦାବି, ସମ୍ବି ଧାେର ଷଷ୍ ଠସୂଚୀ କାର୍ଯଣୟକାରୀ କରିବା, ଲାଦାଖର ନଜ୍ୈବ
ବିବିଧତାର ସୁରକ୍ଷା ତଥା ଏକ ପୃଥକ ନସବା ଆନ ାଗ କାର୍ଯଣୟକାରୀ କରିବା ଦାବୀ କରିସାମାଜ୍ିକ କମଣୀ,
ପରିନବଶବିତ୍ ତଥା ନମଗାନସସ ପୁରସ୍କାର ପ୍ରାପ୍ତ ନସାେମ ୱାଙ୍ଗଚୁ ଙ୍କ ନେତୃ ତ୍ୱନର ଲାଦାଖର ଜ୍େତା
ସଙ୍ଘଷଣକରିଆସୁଛନ୍ତି। େିକଟନର ନସାେମ ୱାଙ୍ଗଚୁ ଙ୍କ ସନମତ ଶହ ଶହ ସଂଖୟାନର ଲାଦାଖର ଜ୍େତା
ଉପବାସ ସତୟାଗ୍ରହ ନଶଷ କରିଥ ିବା ନବନେ ବର୍ତ୍ଣମାେ ଲାଦାଖର ମହିୋମାେଙ୍କ ନେତୃ ତ୍ୱନର
ସତୟାଗ୍ରହ ଚାଲିଛି। ସୂଚୋନର୍ଯାଗୟ ନର୍ଯ ଲାଦାଖର ଏହିସଙ୍ଘଷଣନର ସ୍ଥାେୀ ନଲାକ ନସମାେଙ୍କର
ସାମ୍ବିଧାେିକ ଅଧ ିକାର ଏବଂ େିବଣାଚେ ସମ ନର ବର୍ତ୍ଣମାେର ଶାସେ ବୟବସ୍ଥାନର ଥ ିବା ଦେ ନଦଇଥ ିବା
ପ୍ରତିଶ୍ରୁ ତିକୁପୂରଣ କରିବା ପାଇ ଁଅହିଂସକ ଉପା ନର ନସମାନେ ଏକ ଶାନ୍ତିପୂର୍ଣ୍ଣ ଉପବାସନର
ବସିଛନ୍ତି। ୭ ଅନପ୍ରଲନର ଲାଦାଖର ନଲାକମାନେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ଦାଣ୍ଡିମାର୍ଚ୍ଣକୁସ୍ମରଣ
କରିବା ସହ ଗାନ୍ଧୀଙ୍କ ପଦାଙ୍କ ଅେୁସରଣ କରିପାଶ୍ିିୋ ର୍ଯାତ୍ରା କରିବା ପାଇ ଁଡାକରା ଦିଆର୍ଯାଇଥ ିଲା।
ଏହିଡାକରାକୁନଦଶ ତଥା ବିନଦଶର ନଲାକମାନେ ମଧ୍ୟ ସମଥଣେ ଜ୍ଣାଇଛନ୍ତି। ବ୍ରିଟିଶ ସରକାର
ନର୍ଯଭେିଦାଣ୍ଡିମାର୍ଚ୍ଣକୁବନ୍ଦ କରିବା ପାଇ ଁନଲାକଙ୍କ ଉପନର ନର୍ଯଉ ଁଦମେ େୀତିଆପଣାଇଥ ିନଲ, ଠିକ୍
ନସହିପରିଆଜ୍ିର ସରକାର ସ୍ୱାଧୀେତାର ୭୬ ବଷଣପନର ଲାଦାଖର ନଲାକଙ୍କ ସାମ୍ବିଧାେିକ ଅଧ ିକାରକୁ
ଖତମ କରିବା ପାଇ ଁକାର୍ଯଣୟ କରୁ ଛି। ଅତୟନ୍ତ ଲଜ୍ଜାଜ୍େକ ବିଷ ନର୍ଯ ଏକ ମାସରୁଅଧ ିକ ସମ ଧରି
ଚାଲିଆସୁଥ ିବା ଏହିଆନନ୍ଦାେେନର ନକନ୍ଦ୍ର ସରକାରଙ୍କ ପକ୍ଷରୁ ନକୌଣସିଆନଲାଚୋ ନହାଇୋହି ଁ।
ଏଠାନର ଉନେଖନର୍ଯାଗୟ ନର୍ଯ, ଲାଦାଖ ଜ୍େଗଣଙ୍କ ସଙ୍ଘଷଣତଥା ଲଦାଖ ଜ୍େତାଙ୍କ ସ୍ୱର ପାଲଟିଥ ିବା
ନସାେମ ୱାଙ୍ଗଚୁ ଙ୍କ ସତୟାଗ୍ରହକୁସମଥଣେ କରିନଲାହିଆ ଏକାନଡମୀର ଟ୍ରଷ୍ଟି, ଜ୍େ ଆନନ୍ଦାେେମାେଙ୍କ
ରାଷ୍ଟରୀ ସମନ୍ୱ ର ରାଷ୍ଟରୀ ପରାମଶଣଦାତା ତଥା ପରିନବଶବିତ୍ ପ୍ରଫୁେ ସାମନ୍ତରା ଲାଦାଖ ଗସ୍ତ କରି
ସତୟାଗ୍ରହ ସ୍ଥେନର ପହଞ୍ଚିବା ସହ ନଲାହିଆ ଏକାନଡମୀ ଓ ଜ୍େ ଆନନ୍ଦାେେମାେଙ୍କ ରାଷ୍ଟରୀ ସମନ୍ୱ
ପକ୍ଷରୁ େିଜ୍ର ସମଥଣେ ଜ୍ଣାଇଥ ିନଲ। ନସଠାନର ସତୟାଗ୍ରହୀଙ୍କୁଉଦନବାଧେ ନଦଇ ଶ୍ରୀ ସାମନ୍ତରା
କହିନଲ ନର୍ଯ, ଲାଦାଖର ଲନେଇ ନକବେ ଲାଦାଖର ଜ୍େତାଙ୍କ ଲନେଇ େୁନହ ଁବରଂ ଏହା ସମଗ୍ର
ନଦଶବାସୀଙ୍କ ଲନେଇ। ଏ ଲନେଇନର ସମଗ୍ର ନଦଶ ଆଜ୍ିଲାଦାଖବାସୀ ତଥା ନସାେମ ୱାଙ୍ଗଚୁ ଙ୍କ
ସଙ୍ଘଷଣକୁସଲାମ କରୁ ଛି। ସରକାର ନଦଇଥ ିବା ପ୍ରତିଶ୍ରୁ ତିକୁପାେେ କରନ୍ତୁ େନଚତ ଏକ ବୃହତ ଜ୍େ
ଆନନ୍ଦାେେ ସମଗ୍ର ନଦଶନର ମୁଣ୍ଡ ନଟକିବ।
ଏଠାନର ଉନେଖନର୍ଯାଗୟ ନର୍ଯ, ଗତ କିଛିଦିେ ତନେ ଲାଦାଖ ବଞ୍ଚାଅ ଆନନ୍ଦାେେକୁସମଥଣେ କରି
ନଲାହିଆ ଏକାନଡମୀ ପକ୍ଷରୁ ପ୍ରତିବାଦ କରାର୍ଯାଇଥ ିଲା। ଏହିପ୍ରତିବାଦନର ପରିନବଶବିତ୍ ପ୍ରଫୁେ
ସାମନ୍ତରା, ଏକାନଡମୀର ସମ୍ପାଦକ ନଦବପ୍ରସାଦ ରା , ସାମ୍ବାଦିକ ରାଜ୍ୀବ ସାଗରିଆ, ସ୍ୱ ଂପ୍ରଭା
ପାଢୀ, ସୁକାନ୍ତ ମହାପାତ୍ର, ଅମର କୁମାର ପାଲ, ଦିେୀପ କୁମାର ନବନହରା, ସୁଶ୍ିିତା ମିଶ୍ର ପ୍ରମୁଖ ସାମିଲ
ଥ ିନଲ।

Leave a Reply

Your email address will not be published. Required fields are marked *