କଟକର ଅରୁନ୍ଧତୀ ଜୁଏଲର୍ସର ଅଷ୍ଟମ ଶାଖାର ଶୁଭାରମ୍ଭ

ଯୋଗ ଦେଲେ ବଲିଉଡ଼ ଅଭିନେତ୍ରୀ ରବୀନା ଟଣ୍ଡନ
କଟକ,(ପ୍ରବାହ ନ୍ୟୁଜ): ଓଡ଼ିଶାର ସର୍ବବୃହତ ହୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲାରୀ ପକ୍ଷରୁ କଟକ କଣ୍ଟନ୍ମେଣ୍ଟ ସ୍କୋୟାର ନିକଟରେ ତା’ର ନୂତନ ଓ
ଅତ୍ୟାଧୁନିକ ୭୦୦୦ ବର୍ଗଫୁଟ ପରିମିତ ଫ୍ଲାଗସିପ୍ ଗହଣା ଶୋରୁମ୍ବର ଶୁଭାରମ୍ଭ ଅରୁନ୍ଧତୀ ଗ୍ରୁପ୍ର ଗୌରାଙ୍ଗ ମେହେର ଓ ଲକ୍ଷ୍ମୀ ମେହେରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ପାଖରେ ଉପସ୍ଥିତ ଥିଲେ ବଲିଗଡ଼ ନାୟିକା ରବୀନା ଟଣ୍ଡନ । ଏହି ଅବସରରେ ଅରୁନ୍ଧତୀ ହୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର ସୂଚନା ଦେଇ କହିଛନ୍ତି, ଦୀର୍ଘ ୨୪ ବର୍ଷ ହେବ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଅରୁନ୍ଧତୀ ଉପରେ ଥିବା ପ୍ରଗାଢ଼ ବିଶ୍ଵାସବୁ ପାଥେୟ କରି ଅରୁନ୍ଧତୀ ଆଜି ସାରା ଓଡ଼ିଶାର ଏକ ପ୍ରତିଷ୍ଠିତ ସର୍ବବୃହତ ସୁନା ଓ ହୀରା ଗହଣା ବ୍ରାଣ୍ଡ ଭାବରେ ମାନ୍ୟତା ପାଇ ଓଡ଼ିଶାର ସର୍ବାଧୁକ ସହରରେ ନିଜର ଉପସ୍ଥିତି ଜାହିରି କରିପାରିଛି ।
କଟକ କଣ୍ଡୋମେଣ୍ଟ ସ୍କୋୟାରଠାରେ ଅରୁନ୍ଧତୀର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିସ୍ ସୋରୁମ୍ ୭୦୦୦ ବର୍ଗଫୁଟ ପରିମିତ ଏବଂ ଏହା ମଧ୍ୟରେ ଭାରତର କୋଣ ଅନୁକୋଣରୁ ପ୍ରସ୍ତୁତ କରାଯାଇଥିବା ୧୦,୦୦୦ରୁ ଉର୍ଦୁ ଅତ୍ୟାଧୁନିକ ଡିଜାଇନ୍ ଓ ସମ୍ପୂର୍ଣ୍ଣ ହଲମାର୍ଚ୍ଚ ସୁଦ୍ଧତାଯୁକ୍ତ
ସୁନା ଗହଣା, ହୀରା ଗହଣା, ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ରୂପା ଗହଣା ଓ କଳାକୃତି ସହ ପ୍ରିମିୟମ ହାଣ୍ଡମ ସାଲକ୍ ଶାଢ଼ୀର ସମ୍ଭାର ରଖାଯିବା ସହ ଅରୁନ୍ଧତୀ
ହୁଏଲର୍ସ ପକ୍ଷରୁ ରାଜ୍ୟର ସର୍ବ ପ୍ରଥମ ଗହଣା ବ୍ରାଣ୍ଡ ଭାବରେ ‘ଫାଇଲ୍ ଷ୍ଟାପ୍ରୋମାଇଜ୍’ ସେବା ପାଇପାରିବେ ।
ଏହି ନୂତନ ସୋରୁମ୍ ଶୁଭାରମ୍ଭ ଏବଂ ଆଗକୁ ଆସୁଥିବା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅରୁନ୍ଧତୀ ହୁଏଲର୍ସ ପକ୍ଷରୁ ଆର୍କଷଣୀୟ ଅଫର ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ହଲ୍ଟ ହଲମାର୍କ ସୁନା ଗହଣାର ପ୍ରତି ଗ୍ରାମ ଗଢ଼ା ମଜୁରୀ ପିଛା ଫ୍ଲାଟ ୭୯୯ ଟଙ୍କା ରହିଥିବା ବେଳେ ପ୍ରତ୍ୟେକ କ୍ରିୟ ଉପରେ ମାଗଣା ସ୍ଵ ଓ ରୋପ୍ୟ ମୁଦ୍ରା ସହ ଆର୍କଷଣୀୟ ଉପହାର, ୩୫ ଜଣ ଲକ୍ଷପତି ହେବାର ସୁଯୋଗ ସହ ଯେକୌଣସି ପୁରୁଣା ହଲମାର୍କ ଗହଣା ଉପରେ ୧୦୦% ଏକ୍ସେଚେଞ୍ଜ ଭଲ ଦିଆଯିବ।
ଏହି ରୁଦ୍ଘାଟନ ସମର ହରେ ସହସ୍ରାଧିକ
ଶୁଭେଚ୍ଛୁ, ପ୍ରଶଂସକ ଯୋଗଦାନ କରି ଆମକୁ ଉତ୍ସାହିତ କରିଥିବାରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତତା ଅର୍ପଣ କରୁଛୁ।