ଖିମଜି ଜୁଏଲର୍ସ ସାମନ୍ତରାପୁର, ଭୁବନେଶ୍ୱରଠାରେ ଏହାର ୪ର୍ଥ ଏବଂ ଓଡ଼ିଶାରେ ୯ମ ବୃହତ୍ ଫର୍ମାଟ୍‌ଷ୍ଟୋର ଶୁଭାରମ୍ଭ କରିବ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆକର୍ଷଣୀୟ ଅଳଙ୍କାରରେ ଓଡ଼ିଶାର ସବୁଠାରୁ ବିଶ୍ୱ ସନୀୟ ବ୍ରାଣ୍ଡ ଖିମଜିଜୁଏଲର୍ସ ୨୦୨୪ ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ୱର ସାମନ୍ତରାପୁର ଛକରେ ଏହାର ୬୦୦୦ ବର୍ଗଫୁଟରବିଳାସପୂର୍ଣ୍ଣସୋ\’ରୁମ୍‌କୁଉଦ୍‌ଘାଟନ କରିବ ।ଏହିସୋ\’ରୁମ୍‌ ଭୁବନେଶ୍ୱରରେ ଖିମଜିର ଚତୁର୍ଥ ଏବଂ ଓଡ଼ିଶାରେ ନବମ ଆଉଟଲେଟ୍‌, ଯେଉଁଥିରେସୁନା, ହୀରା, ପ୍ଲାଟିନମ୍‌ଏବଂରୂପା ଅଳଙ୍କାରର ବିସ୍ତୃତଏବଂ ଉତ୍କୃଷ୍ଟକଲେକ୍ସନ ସହିତବିଭିନ୍ନ ପ୍ରକାରର ଫ୍ୟାସନ୍ ଗହଣା ଏବଂ କର୍ପୋରେଟ୍‌ ଉପହାର ବିକଳ୍ପ ପ୍ରଦର୍ଶିତ ହେଉଛି ।
ଉଦଘାଟନୀଉତ୍ସବରେଖିମ୍‌ଜିଜୁଏଲର୍ସର ନିର୍ଦ୍ଦେଶକ ଶ୍ରୀମିତେଶ୍‌ଖିମ୍‌ଜି, ଖିମ୍‌ଜିଜୁଏଲର୍ସର ନିର୍ଦ୍ଦେଶକ ଶ୍ରୀ ସୁମିତ୍‌ଖିମ୍‌ଜି, ଖିମ୍‌ଜି ପରିବାରର ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ । ଶ୍ରୀମିତେଶ ଓ ଶ୍ରୀସୁମିତ୍ ଓଡ଼ିଶାରେ ଖିମ୍‌ଜିରଉପସ୍ଥିତିକୁ ଆହୁରି ସଂପ୍ରସାରିତକରିଖୁସି ପ୍ରକାଶକରିଥିଲେ ।
ଏହାର ଆଧୁନିକ ଡିଜାଇନ୍‌ଏବଂବିଳାସପୂର୍ଣ୍ଣ ପରିବେଶସହିତଏହିସୋ\’ରୁମକୁ ଏକ ଅବିସ୍ମରଣୀୟ ଅଳଙ୍କାର-ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଯତ୍ନର ସହଡିଜାଇନ୍‌ କରାଯାଇଛି । ଷ୍ଟୋରଲେଆଉଟ୍‌ ଗ୍ରାହକଙ୍କୁ ଖିମଜିଜୁଏଲର୍ସର ଅସାଧାରଣ କାରିଗରୀ, କାଳଜୟୀସୁନାଏବଂହୀରା ଅଳଙ୍କାରଠାରୁ ଆରମ୍ଭ କରି ସ୍ୱତନ୍ତ୍ର ପ୍ଲାଟିନମ୍ ପିସ୍‌ଏବଂ ଅଭିନବ ରୂପାଏବଂ ଫ୍ୟାସନ ଅଳଙ୍କାରକୁ କ୍ରୟ କରିବାର ସୁଯୋଗ ପ୍ରଦାନ କରେ ।ଏହି ଷ୍ଟୋର୍‌ କର୍ପୋରେଟ୍‌ ଗିଫ୍ଟିଂ ସଲ୍ୟୁସନର ବଢୁଥିବା ଚାହିଦାକୁ ମଧ୍ୟ ପୂରଣକରେ, କର୍ପୋରେଟ୍‌ଗ୍ରାହକଙ୍କ ପାଇଁ ଅନନ୍ୟ ଏବଂ ସ୍ୱତନ୍ତ୍ର ଉତ୍ପାଦ ପ୍ରଦାନ କରିଥାଏ ।
ଖିମଜୀଜୁଏଲର୍ସର ନିର୍ଦ୍ଦେଶକ ଶ୍ରୀମିତେଶ ଖିମଜି କୃତଜ୍ଞତା ଜ୍ଞାପନ କରିକହିଛନ୍ତି, “ଏହି ନୂଆ ସୋ’ରୁମ୍‌ ଗ୍ରାହକଙ୍କୁ ଶ୍ରେଷ୍ଠ ଅଳଙ୍କାର ପ୍ରଦାନ କରିବା ପାଇଁ ଆମର ଅତୁଟ ପ୍ରତିଶ୍ରୁତି ବଦ୍ଧତାର ପ୍ରତୀକ । ଆମର ପୃଷ୍ଠପୋଷକଙ୍କ ନିରନ୍ତରସମର୍ଥନ ଓ ଆନୁଗତ୍ୟ ପାଇଁ ଆମେ କୃତଜ୍ଞ ଏବଂଏହିଷ୍ଟୋରଭୁବନେଶ୍ୱରରେ ଆମର ଗ୍ରାହକମାନଙ୍କ ପାଇଁସପିଂ ଅଭିଜ୍ଞତାରେ ଉନ୍ନତି ଆଣିବା ପାଇଁ ଆମର ସର୍ମପଣର ଏକ ପ୍ରମାଣ ।ଏହି ଅବସରରେ, ଆମେ ଆମର କୃତଜ୍ଞତାର ପ୍ରତୀକଭାବରେସ୍ୱତନ୍ତ୍ର ରିହାତି ପ୍ରଦାନ କରୁଛୁ ।ଏହି ନୂତନ ଷ୍ଟୋର୍ ଅସାଧାରଣ ମୂଲ୍ୟଏବଂ ଏକ ସ୍ମରଣୀୟସପିଂ ଅନୁଭୂତି ପ୍ରଦାନ କରିବା ପାଇଁସମର୍ପିତ, ଏହା ସୁନିଶ୍ଚିତ କରେ ଯେ ଆମର ଗ୍ରାହକଙ୍କଆବଶ୍ୟକତା ଏବଂ ପସନ୍ଦକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରାଯାଉଛି ।”
ଏହିସ୍ୱତନ୍ତ୍ର ଅବସରକୁ ସ୍ମରଣୀୟକରିବା ପାଇଁସେପ୍ଟେମ୍ବର ୧୫, ୨୦୨୪ ରୁଖିମଜୀଜୁଏଲର୍ସ ପକ୍ଷରୁସୁନା ଅଳଙ୍କାର ଗଢ଼ାମଜୁରୀଉପରେ୪୦ ପ୍ରତିଶତରିହାତି ପ୍ରଦାନ କରାଯାଉଛି ।ଏହାସହିତହୀରାମୂଲ୍ୟରେ ୨୦% ରିହାତି; ରୂପାଗଢ଼ାମଜୁରିରେ ୨୦% ରିହାତି; ଏବଂରୂପାଏମଆରପିସାମଗ୍ରୀଉପରେ ୧୦% ଉଦଘାଟନୀ ରିହାତି ପ୍ରଦାନ କରାଯାଉଛି ।

ଗୁଣାତ୍ମକମାନ ଏବଂଗ୍ରାହକଙ୍କସନ୍ତୋଷ ପ୍ରତିଖିମଜିଜୁଏଲର୍ସର ଅତୁଟ ପ୍ରତିଶ୍ରୁତିବଦ୍ଧତା ହେତୁ ଏହା ଓଡ଼ିଶାର ସବୁଠାରୁ ବିଶ୍ୱ ସନୀୟଜୁ ଏଲର୍ସ ଭାବରେ ନିଜର ସ୍ଥିତିକୁସୁଦୃଢ଼ କରିଛି । ସାରା ରାଜ୍ୟରେ ୯ ଟିଷ୍ଟୋର୍ ଥିବାବେଳେ ଖିମଜିଜୁ ଏଲର୍ସ ସେମାନଙ୍କ ଗହଣାରେ କାଳଜୟୀ ସୌନ୍ଦର୍ଯ୍ୟ ଏବଂ ଉନ୍ନତ କାରିଗରୀ ଚାହୁଁଥିବା ଲୋକଙ୍କ ପାଇଁଶୀର୍ଷ ପସନ୍ଦ ହୋଇରହିଛି ।
ଖିମଜୀବିଷୟରେ : ଖିମଜୀଜୁଏଲର୍ସ ଏକ ୮୮ ବର୍ଷ ପୁରୁଣା ଗହଣା ବ୍ରାଣ୍ଡ ଯାହାର ହେଡ୍‌ କ୍ୱାର୍ଟର ଭୁବନେଶ୍ୱରରେ ରହିଛି । ରାଜ୍ୟରେଏହି ବ୍ରାଣ୍ଡର ୯ ଟିଷ୍ଟୋର ରହିଛିଏବଂ ଏହା ରାଜ୍ୟର ସବୁଠାରୁ ବିଶ୍ୱସ୍ତ ଗହଣା ବ୍ୟବସାୟୀଭାବେ ଜଣାଶୁଣା ।

Leave a Reply

Your email address will not be published. Required fields are marked *