ପାଟଣା ଅବକାରୀ ର ଚଢ଼ାଉ ଦୁଇ ମଦ ବେପାରୀ ଗିରଫ

କେନ୍ଦୁଝର : ଅବକାରୀ ବିଭାଗ ମଦ ବେପାରୀ ଙ୍କ ଉପରେ ଚଢ଼ାଉ ଦୁଇ ମଦ ବେପାରୀ ଗିରଫ । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଏକ ଟିମ୍ ଅବକାରୀ ଅଧିକାରୀ ପ୍ରିୟମ୍ବିତା ଓଝା,ଅବକାରୀ କନେଷ୍ଟବଳ ରାଜୀବ୍ ଲୋଚନ ନାଏକ,ସୁନାରାମ ଟୁଡୁ,ସଞ୍ଜିତ ସାହୁ ଶନିବାର ଦିନ ଚଢ଼ାଉ କରି ସାହାରପଡା ଫାଣ୍ଡି ଅନ୍ତର୍ଗତ ଉଦୟପୁର ଗ୍ରାମ ର ଘଣା ମୁଣ୍ଡା ଙ୍କ ପାଖ ରୁ ୧୫ଲିଟର ଦେଶୀ ମଦ ଜବତ କରିଥିବା ବେଳେ ସୁରେନ୍ଦ୍ରପୁର ଗ୍ରାମ ର ସତ୍ୟାନନ୍ଦ ମୁଣ୍ଡା ଙ୍କ ପାଖ ରୁ ୧୩ଲିଟର ଦେଶୀ ମଦ ଜବତ କରିବା ସହିତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଛି ।