“କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ସହିତ ହାତ ମିଶାଇ ଦେଶ ବାସୀଙ୍କ ସେବା କରିବା ଆମର ଲକ୍ଷ୍ୟ” – ଚନ୍ଦର ଶେଖର ଶର୍ମା ସିଜିଏମ ଏସବିଆଇ

ତା 22 /06/2022 ରିଖ ରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ର ଅନୁଗୁଳ ସ୍ଥିତ ଆଞ୍ଚଳିକ ବ୍ୟବସାୟିକ କାର୍ଜ୍ୟାଳୟ ତରଫରୁ ଏକ ବିଶାଳ ଏସଏଚଜି ମେଳା ର ଆୟୋଜନ କରିଯାଇଥିଲା | ଏହି ମେଳା କୁ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ   ର ମୁକ୍ଷ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା  ଉଦ୍ଘାଟନ କରିଥିଲେ | ଏହି ସମାବେଶରେ ଶ୍ରୀ ଶର୍ମା ଓ ଅନ୍ଯାନ୍ଯ ଅଧିକାରୀ ମାନଙ୍କ ଦ୍ଵାରା 389 ଗୋଟି ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୭.୦୬ କୋଟି ଟଙ୍କା ର  ରୁଣ ପ୍ରଦାନ କରଯାଇଥିଲା  |  ଏହି ସମାବେଶ ପରେ ଅନୁଗୁଳ ର ଉତ୍କଳ ପ୍ରାଦେଶିକ ମାରୁଆଡି ସମ୍ମେଳନ ର କର୍ମକର୍ତା ମାନଙ୍କୁ ଭାରତୀୟ ଷ୍ଟେଟ ବ୍ଯାଙ୍କ ତରଫରୁ ଏକ ଏମ୍ବୁଲେନ୍ସ,  ସିଏସଆର ମାଧ୍ୟମରେ ପ୍ରଦାନ କରଯାଇଥିଲା | ଉକ୍ତ ଅବସରରେ ବ୍ଯାଙ୍କ ର ଉପ ମହାପ୍ରବନ୍ଧକ ଶ୍ରୀ କୁନ୍ଦନ ଜ୍ଯୋତି,  ଊପ ମହାପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ବିକ୍ରମ କେଶରୀ ମାନଧାତା ପ୍ରମୁଖ  ମଧ୍ୟ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *