Uncategorized

ଲୋଇଶିଙ୍ଘା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ବଲାଙ୍ଗିର, ପ୍ରବାହ ନ୍ୟୁଜ : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ଲୋଇଶିଙ୍ଘା ବ୍ଲକ ମୁଖ୍ୟାଳୟରେ...

ବାର୍ଷିକ ଫଳ ଫସଲରେ କାନପି ପରିଚାଳନା ଉପରେ କର୍ମଶାଳା

ଭୁବନେଶ୍ୱର,ପ୍ରବାହ ନ୍ୟୁଜ: ଭୁବନେଶ୍ୱରର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରିକ୍ଷଣ କେନ୍ଦ୍ର ଦ୍ୱାରା ଫଳ ଜାତୀୟ ଫସଲ ରେ ସହିତ ଡାଳ ପରି ଚାଳନା ସମର୍କରେ କର୍ମଶାଳା...

ଉଜ୍ଜ୍ବଳା ଯୋଜନା ଦିଗହରା : ପୁଣି ଜଙ୍ଗଲ ଉପରେ ନିର୍ଭରଶୀଳ ହିତାକାରୀ

କଳାହାଣ୍ଡି : ସରକାରଙ୍କର ଉତ୍କଳା ଯୋଜନା ଜିଲ୍ଲାରେ ଆଉ କାମ କରୁନାହିଁ। ଉଜ୍ଜ୍ବଳା ଯୋଜନା ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ନିର୍ବାଚନ ପୂର୍ବରୁ ପୁଣି ଉଜ୍ଜଳା...

ନବୀନ ପଟ୍ଟନାୟକ ଜିନ୍ଦାବାଦ… ବିଜେଡି ନାରାବାଜିରେ କମ୍ପି ଉଠିଲା ସାରା ସହର

ଛତ୍ରପୁର(ପ୍ରବାହ ନ୍ୟୁଜ୍‌) : ଛତ୍ରପୁର ବିଧାନସଭା ଆସନ ପାଇଁ ବୁଧବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ତାଙ୍କ ନାମାଙ୍କନ ପତ୍ର ଦାଖଲ...

ନାରୀଶକ୍ତିର ଚାତୁର୍ଯ୍ୟ,ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ 

*ୱାର୍ଲଡ୍ ଓଡ଼ିଶା ସୋସାଇଟି ଦ୍ୱାରା ତୃତୀୟ ଶକ୍ତି ଉତ୍ସବ ଆୟୋଜନ* ନୂଆଦିଲ୍ଲୀ ତା ୨୧/୦୩ ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ ବୋଲି ବିଶିଷ୍ଟ ବ୍ୟକ୍ତି...

ଆନ୍ତର୍ଜାତୀୟ ଜଙ୍ଗଲ ଦିବସ: ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାକୁ ଘୋଷଣା

ଭୁବନେଶ୍ୱର : ଆନ୍ତର୍ଜାତୀୟ ଜଙ୍ଗଲ ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଛତିଶଗଡ ଏବଂ ଓଡିଶାରେ ଏହାର କାର୍ଯ୍ୟପରିସର ତଥା ପରିବେଶକୁ ସଂରକ୍ଷଣ...

ଟାଟା ଷ୍ଟିଲ୍‌କୁଜୈବ ବିବିଧତା ପରିଚାଳନା ପାଇଁ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର : କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଆଇଟିସି ସଷ୍ଟେନେବିିଲିଟି ଆୱାର୍ଡସ୍ ୨୦୨୩ରେ ଟାଟା ଷ୍ଟିଲ୍‌ର ସୁକିନ୍ଦାକ୍ରୋମାଇଟ୍ ଖଣିକୁ‘ଜୈବବିବିଧତା ପରିଚାଳନା ଉତ୍କର୍ଷ’ ପୁରସ୍କାର ପ୍ରଦାନ କରାଯାଇଛି...

କର୍ମଚାରୀ ସ୍ୱେଚ୍ଛାସେବା ଜରିଆରେ ଗୋଷ୍ଠୀ ସଶକ୍ତୀକରଣ

ଯାଜପୁର, ମାର୍ଚ୍ଚ ୧୩, ୨୦୨୪: ଗୋଷ୍ଠୀସଶକ୍ତୀକରଣ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣକରିଟାଟାଷ୍ଟିଲରଫେରୋ ଆଲଏଜ୍ ଆଣ୍ଡମିନେରାଲ୍ସଡିଭିଜନ୍ (ଏଫ୍‌ଏଏମଡି)ର କର୍ମଚାରୀମାନେ ଯାଜପୁରଜିଲ୍ଲା ନୂଆଗାଁସ୍ଥିତ ଅନ୍ନପୂର୍ଣ୍ଣାଚାଇଲ୍ଡକେୟାରହୋମ୍‌ର ପିଲାମାନଙ୍କୁସ୍କୁଲବ୍ୟାଗ୍ ଓ ଶିକ୍ଷାସାମଗ୍ରୀ...

ବେଦାନ୍ତ ଆଲୁମିନିୟମ ଓଡ଼ିଶା ସୁନ୍ଦରଗଡ଼ର ବାଳିକାମାନଙ୍କୁ ସଶକ୍ତ କରିବା ଲାଗି ପ୍ରକଳ୍ପ ପଂଛି ପଦକ୍ଷେପକୁ ବିସ୍ତାର କରିଛି

ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ସୁନ୍ଦରଗଡ଼ରେ ପ୍ରକଳ୍ପ ପଂଛିର ଶେଷ ପର୍ଯ୍ୟାୟକୁ ଗ୍ରହଣ କରିଛି । ଏହାର...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜେବିଏମ୍‍ ଇକୋଲାଇଫ୍‍ ଇଲେକ୍‍ଟ୍ରିକ ଏସି ବସ୍‍ ଚଳାଚଳ ଶୁଭାରମ୍ଭ

ବ୍ରହ୍ମପୁର, ଭୁବନେଶ୍ୱର ଓ କଟକରେ ଚାଲିବ ମୋଟ ୨୦୦ ଇଲେକ୍‍ଟ୍ରିକ ବସ୍‍ ଭୁବନେଶ୍ୱର/ବ୍ରହ୍ମପୁର:(ପ୍ରବାହ ନ୍ୟୁଜ୍‌) : ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ବ୍ରହ୍ମପୁରଠାରେ ଆୟୋଜିତ ଏକ...

ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାଂସ୍କୃତିକ ପରଂପରାକୁ ପ୍ରେତ୍ସାହନ କରିଛି

ଭୁବନେଶ୍ୱର,(ପ୍ରବାହ ନ୍ୟୁଜ୍‌) : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସୁଗୁଡ଼ାର ବେଲପାହାଡ଼ଠାରେ ପ୍ରତିବର୍ଷ ଆୟୋଜିତ ଏକ ନାଟକ, ସାହିତ୍ୟିକ ଓ ସାଂସ୍କୃତିକ ସମାବେଶ...

ଓଡିଶା ସଚିବାଳୟ ସେବା ବର୍ଗର କାର‌୍ୟ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ୧୬/୨, ଓଡିଶା ସଚିବାଳୟ ସେବା ସଂଘ ଆହ୍ବାନ କରିଥିବା ସମ୍ପୂର୍ଣ୍ଣ କାର‌୍ୟ୍ୟବନ୍ଦ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନରେ ପହଞ୍ଚିଥିବା ସମୟରେ, ସଚିବାଳୟର ଦୈନନ୍ଦିନ କାର‌୍ୟ୍ୟବାଧାପ୍ରାପ୍ତ ହେବାଦ୍ୱାରା...

ସଭାପତି ଶରତ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱ ଅନୁଷ୍ଠିତ

ଭୁବନେଶ୍ୱର, ତା ୧୧ା୨ : “ଓଡ଼ିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ”ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥ ଓଡ଼ିଶା ସଚିବାଳୟ ସେବାସଂଘ...

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟପ୍ରଥମ ବିମ୍ଷ୍ଟେକ୍ ଆକ୍ୱାଟିକ୍ସ ଚାମ୍ପିଅନସିପ୍ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର

● ୨୦୨୪ ଫେବୃଆରୀ ୬ ରୁ ୯ ତାରିଖ ପର‌୍ୟ୍ୟନ୍ତ ଦିଲ୍ଲୀର ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ସନ୍ତରଣାଗାର ପରିସରରେ ଏହି ଚାମ୍ପିଅନସିପ୍ ଅନୁଷ୍ଠିତ ହେବ● ୭ଟି...