ଟିପିଏନଓଡିଏଲ ପକ୍ଷରୁ ଯୋଡାରେ ଉପଭୋକ୍ତା ସମ୍ମିଳନୀ‘ରାଜ୍ୟର ବିକାଶ ଦିଗରେ ଆମେ ନିରନ୍ତର ପ୍ରୟାସରତ’- ଶ୍ରୀ କାଲେ
ବାଲେଶ୍ୱର,ପ୍ରବାହ ନ୍ୟୁଜ୍ : ଟିପିଏନଓଡିଏଲ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର...
ବାଲେଶ୍ୱର,ପ୍ରବାହ ନ୍ୟୁଜ୍ : ଟିପିଏନଓଡିଏଲ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛି ଯେ ଏହା ଆର୍ôଥକ ବର୍ଷ ୨୫ରେ ୧.୫୭ ବିଲିୟନ ୟୁନିଟ୍...
ଧାମରା,ପ୍ରବାହ ନ୍ୟୁଜ୍ : ଶିଳ୍ପ ଭିତ୍ତିକ ଦକ୍ଷତା ବିକାଶ ମାଧ୍ୟମରେ ସ୍ଥାନୀୟ ଯୁବପିଢୀଙ୍କୁ ସଶକ୍ତ କରିବା ଦିଗରେ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ପକ୍ଷରୁ ଏହାର କୁଆମରାସ୍ଥିତ...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଜୁନିୟର ପୁରୁଷ ହକି ବିଶ୍ବ କପ୍ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଆସନ୍ତା ୧୩...
ମୋଟ୍ 142 ଗ୍ରାହକ ‘ଉଲା ମଡେଲ’ ଅଧିନରେଏକ କିଲୋୱାଟ୍ ସୋଲାର ପ୍ୟାନେଲ୍ ସ୍ଥାପନ କରିଛନ୍ତି । ଏମାନଙ୍କ ମଧ୍ୟରୁ 44 ଜଣ ଗ୍ରାହକଙ୍କ ନଭେମ୍ବର ମାସର ବିଦ୍ୟୁତ୍...
ଧାମରା, ପ୍ରବାହ ନ୍ୟୁଜ୍ : ଧାମରା ପଞ୍ଚାୟତ ଅନ୍ତର୍ଗତ ବାଂଶଡା ତେନ୍ତୁଳିଆଡିଆ ଅଞ୍ଚଳର ୨୨ ବର୍ଷ ବୟସ୍କ ସାଗର ମହାଲିକ ୧୦୦% ଶାରୀରିକ ଅକ୍ଷମତାର ସହିତ ଜନ୍ମଗ୍ରହଣ...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ବର୍ଷର ଶ୍ରେଷ୍ଠ ସ୍ପୋର୍ଟ୍ସ ଷ୍ଟାଡିୟମ୍/ଏରେନା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ତୃତୀୟ ସିଆଇଆଇ...
ଲାଞ୍ଜିଗଡ଼, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଶିକ୍ଷା ଏବଂ ଯୁବ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଲାଞ୍ଜିଗଡ଼ର ଡିଏଭି...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ତିନି ଧରି ଚାଲିଥିବା ବହୁ ପ୍ରତୀକ୍ଷିତ କିଟ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍)ର ୧୩ତମ ସଂସ୍କରଣ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନି...
ଝାରସୁଗୁଡା, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଭାରୀ ମୋଟର ଯାନ (ଏଚଏମଭି) ଏବଂ ହାଲୁକା ମୋଟର ଯାନ (ଏଲଏମଭି) ଡ୍ରାଇଭରମାନଙ୍କ...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : କିଟ୍ ଇଂଟରନ୍ୟାସନାଲ ସ୍କୁଲରେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ପେଶାଲ୍ ଏଜୁକେସନାଲ୍ ନିଡ୍ସ (ସେନ୍) ଗ୍ଲୋବର ୧୧ତମ ପ୍ରତିଷ୍ଠା ଦିବସ ଆଜି ପାଳିତ...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିକଟରେ କିଛି ଉପଭୋକ୍ତାଙ୍କୁ ଜାରି କରାଯାଇଥିବା ଅତିରିକ୍ତ...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଇଷ୍ଟକୋଷ୍ଟ ରେଲୱେ ଏବଂ ଧାମରା ପୋର୍ଟ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଭୁବନେଶ୍ୱର ଖୋର୍ଦ୍ଧାରୋଡ ସ୍ଥିତ ଇଷ୍ଟକୋଷ୍ଟ ଷ୍ଟାଡିୟମଠାରେ ଅନୁଷ୍ଠିତ...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ସର୍ବବୃହତ କର୍ମଚାରୀ-ନେତୃତ୍ୱାଧୀନ ସମ୍ପ୍ରଦାୟ ପ୍ରସାର ପଦକ୍ଷେପ ଘୋଷଣା କରି ଆର୍ôଥକ ଏବଂ ସାମାଜିକ...