ଆମରାଜ୍ୟ

ଆକ୍ସିସ୍ ବ୍ୟାଙ୍କ୍ ଓ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର : ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କର ଥିବା ୫୨୫୦ରୁ ଅଧିକ ଶାଖା ନେଟ୍‌ୱର୍କ ଜରିଆରେ ସାଧାରଣ ବୀମା ଉତ୍ପାଦର ବ୍ୟାପକ ବର୍ଗମାଳା ପ୍ରଦାନ...

ଗୋଦରେଜ ପ୍ରଫେସନାଲ୍ ପକ୍ଷରୁ “ବୋଟୋସ୍ମୁଥ ହେୟାର ବୋଟକ୍ସ” ଉନ୍ମୋଚିତ 

ଭୁବନେଶ୍ୱର: ଗୋଦରେଜ କଞ୍ଜୁମର୍ ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ)ର ପେସାଦାର ହେୟାର ବ୍ରାଣ୍ଡ ଗୋଦରେଜ ପ୍ରଫେସନାଲ ପକ୍ଷରୁ ନୂଆ ହେୟାର ବୋଟକ୍ସ ଟ୍ରିଟମେଣ୍ଟ ବୋଟୋସ୍ମୁଥକୁ ଓଡ଼ିଶାର ଲୋକପ୍ରିୟ ସେଲୁନଗୁଡ଼ିକରେ...

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନଙ୍କ ଆଇଏନଏସ ଚିଲିକା ପରିଦର୍ଶନ

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ଅନୀଲ ଚୌହାନ ୦୧ ଜୁନ୍, ୨୦୨୪ ତାରିଖ ଦିନ ଆଇ.ଏନ.ଏସ. ଚିଲିକା ଗସ୍ତରେ ଆସି ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ...

ବିଷାକ୍ତ ସାପ କାମୁଡାରେ ଶିଶୁକନ୍ୟା ମୃତ 

କେନ୍ଦୁଝର : ବିଷାକ୍ତ ସାପ କାମୁଡାରେ  ୮ବର୍ଷର ଶିଶୁକନ୍ୟା ର ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । କେନ୍ଦୁଝର ଜିଲ୍ଲା ପାଟଣା...

ସମସ୍ୟା ଘରରେ ଆସିକା ସବଡିଭିଜନ୍ ହସପିଟାଲ

ଆସିକା : ଆସିକା ସବଡିଭିଜନ୍ ହସପିଟାଲ ଆସିକା ସରକାରୀ ହସପିଟାଲ ନାମରେ ପୁରୁଣା ହାଟପଦ ଅର୍ଥାତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୯୪୮ ମସିହାରେ ପ୍ରତିଷ୍ଠିତ...

ପାଟଣା ଅବକାରୀ ର ଚଢ଼ାଉ ଦୁଇ ମଦ ବେପାରୀ ଗିରଫ 

କେନ୍ଦୁଝର : ଅବକାରୀ ବିଭାଗ ମଦ ବେପାରୀ ଙ୍କ ଉପରେ ଚଢ଼ାଉ ଦୁଇ ମଦ ବେପାରୀ ଗିରଫ  । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଏକ...

୩୨ଜଣ ମାଟ୍ରିକ ପାସ ଛାତ୍ରଛାତ୍ରୀଙ୍କୁ ଆସ୍ପାୟାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କାଦୁଅଡିହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଆୟୋଜନରେ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା...

କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ

ନୂଆ ଫାଉଣ୍ଡେସନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏଫ୍‌ଆଇଭିବି ସଭାପତିଙ୍କ ଘୋଷଣା ଭୁବନେଶ୍ୱର : ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା...

କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ୬୨.୨ ପ୍ରତିଶତ ମତଦାନ

କେନ୍ଦ୍ରାପଡ଼ା, ୧ା୬: ରିପୋର୍ଟ ଅନୁଯାୟୀ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ପ୍ରାୟ ୬୨.୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ମୁଖ୍ୟତଃ ହେଭିୱେଟ ନେତା...

ବେଦାନ୍ତ ଆଲୁମିନିୟମ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ଉପରେ ତୃଣମୂଳ ସ୍ତରରେ ସଚେତନତା

ଭୁବନେଶ୍ୱର, ୧ ଜୁନ ୨୦୨୪: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ସଚେତନତା ଉପରେ ତୃଣମୂଳ ସ୍ତରରେ ବହୁତ ଗୁଡ଼ିଏ ପଦକ୍ଷେପ ଗ୍ରହଣ...

ବିନା ସୂଚନାରେ ଛଟେଇ ଅଭିଯୋଗ କଲେ ଦିବ୍ୟ।ଙ୍ଗ ସମେତ ମହିଳା

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଖଣି ଉପ ନିର୍ଦ୍ଦେଶାଳୟ ର ରସାୟନ ବିଭାଗ ରେ ଦଶ ଜଣ ଦିନ ମଜୁରିଆ ଶ୍ରମିକ ନିୟୋଜିତ ଥିଲେ ।ଶୁକ୍ରବାର...

କେନ୍ଦ୍ରୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ତ୍ରିପାକ୍ଷୀକ ଅ।ଲୋଚନା

ଭୁବନେଶ୍ୱର : ଭାରତ ବର୍ଷରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଅ । (ଏସବିଅ।ଇ) ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏହି...

ବନଲତା ଆପାର୍ଟମେଣ୍ଟ ସୋସାଇଟି ନାମରେ ମାନବାଧିକାର କମିଶନରେ ଅଭିଯୋଗ

ଭୁବନେଶ୍ୱର : ନିକଟରେ ରାଜ୍ୟ ସରକାର ଆପାର୍ଟମେଣ୍ଟ କିଣାବିକା ଆପାର୍ଟମେଣ୍ଟର ସୁପରିଚାଳନା ଓ ଅନ୍ତ୍ୟେବାସୀମାନଙ୍କର ସମସ୍ତ ପ୍ରକାର ସୁବିଧା ଓ ଅସୁବିଧାକୁ ମୁକାବିଲା କରିବା ପାଇଁ ଅନେକ...

ଜେଏସପି ଫାଉଣ୍ଡେସନର ‘ଯଶସ୍ବୀ ମେଧାବୃତ୍ତି’ ସହାୟତା

କଂପ୍ୟୁଟର ସାଇନ୍ସ ପାଠ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ନମ୍ରତା ବେହେରା କେନ୍ଦୁଝର/ଯୋଡ଼ା(ସରୋଜିନି ସତପତି) : ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ନମ୍ରତା...

ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର ଗ୍ରାମାଞ୍ଚଳରେ ନୂଆ ଜୀବିକା ପ୍ରକଳ୍ପର ଶୁଭାରମ୍ଭ କରିଛି

ପ୍ରକଳ୍ପ ସଂଗମର ଲକ୍ଷ୍ୟ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦,୦୦୦ ଲୋକଙ୍କୁ ସ୍ଥାୟୀ ଜୀବିକା ପ୍ରଦାନ କରିବ ଲାଞ୍ଜିଗଡ଼଼, କଳାହାଣ୍ଡି, ଓଡ଼ିଶା, ୧ଜୁନ୍‌,୨୦୨୪ : ବେଦାନ୍ତ ଆଲୁମିନିୟମ...