ଆମରାଜ୍ୟ

ବୃହତ୍ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ

-  କଲିକତା ବନ୍ଦର ଚାମ୍ପିଅନ ଓ ମୁମ୍ବାଇ ବନ୍ଦର ରନର୍ଶଅପ୍ ପ୍ରବାହ ନ୍ୟୁଜ୍ : ପାରାଦୀପ ବନ୍ଦର ଏବଂ ବୃହତ୍ ବନ୍ଦର ଖେଳ ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ...

୧୪ରୁ କିଟ୍ ରେ ଚେସ୍‍ ମହାକୁମ୍ଭ

ସୋସିଆଲ୍‍ ଆଣ୍ଡ ଏଜୁକେସ୍‍ନାଲ୍‍ ଚେସ୍‍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଜାନୁଆରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ କିଟ୍‍ ରେ ଅନୁଷ୍ଠିତ ହେବାକୁ...

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଇରି)ର ଜାତୀୟ କର୍ମଶାଳାପୁଷ୍ଟିଯୁକ୍ତ ଧାନ ଉତ୍ପାଦନ ଓ ପ୍ରସାର ଉପରେ ଗୁରୁତ୍ୱ

ଭୁବନେଶ୍ୱରପ୍ରବାହ ନ୍ୟୁଜ୍ : ଓଡ଼ିିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ଓଡ଼ିଶାର ଖାଦ୍ୟ ବ୍ୟବସ୍ଥାରେ...

ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଯାପିତ

ଦେଶପ୍ରେମ ଆଧାରିତ ବିଷୟବସ୍ତୁ ପାଇଁ ଆଦାନୀ ଧାମରା ପୋର୍ଟକୁ ସର୍ବାଧିକ ପୁରସ୍କାର ଧାମରା,ପ୍ରବାହ ନ୍ୟୁଜ୍ : ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୨୦୨୬ରେ ଭାଗ...

ଏନ୍‌ଟିପିସି ଦର୍ଲିପାଲିରେ BE ପଦବୀ ରିପୋର୍ଟ ମୂଲ୍ୟାୟନ

ପ୍ରବାହ ନ୍ୟୁଜ୍ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ NTPC ଦର୍ଲିପାଲିରେ ୬ ରୁ ୯ ଜାନୁଆରୀ, ୨୦୨୬ ପର୍ଯ୍ୟନ୍ତ ଏକ BE ପଦବୀ ରିପୋର୍ଟ ମୂଲ୍ୟାୟନ...

ମେଗା ‘ଶିଶିର ସରସ-୨୦୨୬’ ଉଦ୍‌ଘାଟିତ

ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍‌ପ୍ରାପ୍ତ ଓଡ଼ିଶା ଉତ୍ପାଦକୁ ଜାତୀୟ ସ୍ତରରେ ନୂଆ ପରିଚୟ: ମନ୍ତ୍ରୀ ଫୁଡ୍ ଜୋନ୍ ଓ ସେଲ୍ଫି ପଏଣ୍ଟ ଉଦ୍‌ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣଭୁବନେଶ୍ୱର,...

କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କିମ୍‍ସରେ ୧୯ତମ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬...

ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟ୍ ଘର ସୁରକ୍ଷା ସଚେତନତାକୁ ସୁଦୃଢ଼ କରିବା ପାଇଁ ‘ଅଗ୍ନି ଜାଗୃକ୍ତ ଅଭିଯାନ’ ଶୁଭାରମ୍ଭ କରିଛି

ଝାରସୁଗୁଡା, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ 'ଅଗ୍ନି ଜାଗୃକ୍ତ ଅଭିଯାନ' ଆରମ୍ଭ କରିଛି, ଏକ ମାସିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ...

ବ୍ୟାପକ ସୁରକ୍ଷା ତାଲିମ ଓ ସଚେତନତା ଅଭିଯାନ ମାଧ୍ୟମରେ ‘ଜିରୋ ହାର୍ମ’ ସଂକଳ୍ପକୁ ସୁଦୃଢ଼ କରୁଛି ଟିପିସିଓଡିଏଲ୍‌

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ଚଳିତ ବର୍ଷ ସେଣ୍ଟ୍ରାଲ...

ବେଦାନ୍ତ ଲାଞ୍ଜିଗଡ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତସଂଗ୍ରହ ହେଲା ୨୪୭ ୟୁନିଟ୍ ରକ୍ତ

ଲାଞ୍ଜିଗଡ଼, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ ଭବାନୀପାଟଣାର ଓଡ଼ିଶା ବ୍ଲଡ ବ୍ୟାଙ୍କ ସହଯୋଗରେ ଲାଞ୍ଜିଗଡ଼ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ...

ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ୭୦ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି।...

ସ୍ମାର୍ଟ ମିଟର, ସ୍ମାର୍ଟ ନିଷ୍ପତ୍ତି: ଓଡ଼ିଶା କାହିଁକି ପଛରେ ରହିବା ଅନୁଚିତ

ଲେଖକ: କୁଳମଣିବିଶ୍ଵାଳ ଆଜି ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ସଂସ୍କାରକୁ ନେଇ ଚର୍ଚ୍ଚା ଜୋର ଧରିଛି, କିନ୍ତୁ ଦୁର୍ଭାଗ୍ୟବଶତଃ ଏଥିମଧ୍ୟରୁ ଅନେକ ତଥ୍ୟ ଭ୍ରମାତ୍ମକ। କୌଣସି ବୈଷୟିକ ଜ୍ଞାନ...

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଅତ୍ୟାଧୁନିକ ଉପକରଣର ବ୍ୟବହାର ଦ୍ୱାରା ବିଦ୍ୟୁତ୍ ଚୋରିକୁ ଚିହ୍ନଟ କରାଯାଉଅଛି

ରିମୋଟ୍ କଣ୍ଟ୍ରୋଲ ଏବଂ ଟାଇମର୍ ଡିଭାଇସ୍ ବ୍ୟବହାର କରି ବିଦ୍ୟୁତ୍ ଚୋରି ଚିହ୍ନଟ ଡାଟା ଆନାଲିଟିକ୍ସ ଓ ସ୍ମାର୍ଟ ମିଟର ମାଧ୍ୟମରେ ସତର୍କତା ବଢ଼ାଇଲା ଟିପିଡବ୍ଲୁଓଡିଏଲ୍ ତିନି...

ଆଦାନୀ ଡିଏଭି ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଧାମରା,ପ୍ରବାହ ନ୍ୟୁଜ୍ : ଭଦ୍ରକ କୁଆମରାସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଢଙ୍ଗୀ କ୍ରୀଡ଼ା...

କ୍ରୀଡା ପଦକ୍ଷେପ ମାଧ୍ୟମରେ ମଜବୁତ ସମ୍ପ୍ରଦାୟ ଗଠନ ପ୍ରୟାସ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଝାରସୁଗୁଡାର ଗ୍ରାମ ଏବଂ ବିଦ୍ୟାଳୟଗୁଡ଼ିକରେ କ୍ରୀଡା ତୃଣମୂଳ ସ୍ତରର ବିକାଶର ଏକ ଶକ୍ତିଶାଳୀ ବାହକ ଭାବରେ ଉଭା ହେଉଛି। ନିରନ୍ତର ଏବଂ ସଂରଚିତ...