ଆମରାଜ୍ୟ

ବିଦ୍ୟୁତ ବିଲ୍ ଉପରେ ଅତିରିକ୍ତ ସୁରକ୍ଷା ଜମା ଆଦାୟ ବିଦ୍ୟୁତ ଆଇନ, ୨୦୦୩ ଅନୁଯାୟୀ ବାଧ୍ୟତାମୂଳକ : ଟିପି ଓଡ଼ିଶା ଡିସକମ୍ସ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଟିପି ଓଡ଼ିଶା ବଣ୍ଟନ କମ୍ପାନୀଗୁଡ଼ିକ କହିଛନ୍ତି ଯେ ବିଦ୍ୟୁତ ବିଲ୍ ଉପରେ ଅତିରିକ୍ତ ସୁରକ୍ଷା ଜମା (ASD) ଆଦାୟ ବିଦ୍ୟୁତ ଆଇନ, ୨୦୦୩...

ବେଦାନ୍ତ ଝାରସୁଗୁଡା ସୁରକ୍ଷା ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ‘ସେଫ୍ଟି ଅନ୍ ହ୍ୱିଲ୍ସ – ସୁରକ୍ଷା ସଫର’ର ଶୁଭାରମ୍ଭ କରିଛି

ଝାରସୁଗୁଡା,ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ସୁରକ୍ଷା-ପ୍ରଥମ ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ଏହାର ଝାରସୁଗୁଡା ସୁବିଧାରେ 'ସେଫ୍ଟି ଅନ୍...

ବ୍ରୋଞ୍ଜ ଜିତିଲା ଓଡ଼ିଶା ନାଭାଲ ଟାଟା ହକି ଏଚପିସି

ବଲୱନ୍ତ ସିଂ କପୁର ମେମୋରିଆଲ ହକି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ ସେଣ୍ଟର (ଓଏକଟିଏନଏଚପିସି)ର ୧୯ ବର୍ଷରୁ କମ୍...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଶୁଭାରମ୍ଭ

ଧାମରା, ପ୍ରବାହ ନ୍ୟୁଜ୍ : ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ବିଭାଗ ଆଦାନୀ ଫାଉଣ୍ଡେସନ, ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ...

ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ ରିଫାଇନାରୀ କ୍ଷମତାକୁ ୫ ଏମଟିପିଏ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ସଫଳତାର ସହିତ ଏହାର ଲାଞ୍ଜିଗଡ଼ ରିଫାଇନାରୀ କାର୍ଯ୍ୟକୁ ବାର୍ଷିକ ୫ ନିୟୁତ ଟନ୍...

ବେଦାନ୍ତ ଆଲୁମିନିୟମ ସାରା ଓଡ଼ିଶାରେ ୧୭୦୦ ସୌର ଲାଇଟ୍ ସ୍ଥାପନ କରିବା ସହିତ ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ ଶକ୍ତି ସଂରକ୍ଷଣ ପ୍ରୟାସକୁ ଦୃଢ କରିଛି

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରି, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ସାରା ଓଡ଼ିଶାରେ ୧୭୦୦ ସୌର ଲାଇଟ୍...

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଜାତୀୟ ଲୋକ ଅଦାଲତରେ ୫,୪୦୦ରୁ ଅଧିକ ବିଦ୍ୟୁତ ଚୋରି ମାମଲାର ସମାଧାନ କରାଗଲା

ବୁର୍ଲା | ପ୍ରବାହ ନ୍ୟୁଜ୍ : ପଶ୍ଚିମ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଗତ ୧୩ ଡିସେମ୍ବର...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର

ଧାମରା,ପ୍ରବାହ ନ୍ୟୁଜ୍ : ଆଦାନୀ ଧମାରା ପୋର୍ଟର ସିଏସ୍‌ଆର୍ ବିଭାଗ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କିଆମିରାସ୍ଥିତ ଏପିଏସ୍‌ପିଏସ୍ ଉଚ୍ଚ ବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ...

କିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ

ଓଡ଼ିଶାରେ ଆୟୋଜିତ ହେବ ଏଫ୍‍ଆଇଭିବି ବିଚ୍‍ ଭଲିବଲ୍‍ ଏଫ୍‍ଆଇଭିବି, କିଟ୍‍ - କିସ୍‍ ଉତ୍କର୍ଷ କେନ୍ଦ୍ର ଉଦ୍‍ଘାଟିତ ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଓଡ଼ିଶାରେ କିଟ୍‍ ଓ କିସ୍‍ ସହଯୋଗରେ...

ଜାତୀୟ ସ୍ତରୀୟ ବ୍ୟାଣ୍ଡ ଚମ୍ପିଅନ୍‌ସିପ୍‌ରେ ଓଡ଼ିଶାର ଟିମ୍ ବିଜୟୀ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ପୁଣେଠାରେ ‘ଦ ଟୋରିନ୍ସ ଇଣ୍ଡିଆ’ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ବ୍ୟାଣ୍ଡଗ୍ରୁପ...

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌; ୭୦% ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍‌ରେ ୯୦% ହ୍ରାସ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡିକରେ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲଏ) ମଡେଲ ଅଧୀନରେ ରୁଫ୍‌ଟପ୍ ସୋଲାର ଗ୍ରହଣ...

ଟିପିଏନଓଡିଏଲ ପକ୍ଷରୁ ଯୋଡାରେ ଉପଭୋକ୍ତା ସମ୍ମିଳନୀ‘ରାଜ୍ୟର ବିକାଶ ଦିଗରେ ଆମେ ନିରନ୍ତର ପ୍ରୟାସରତ’- ଶ୍ରୀ କାଲେ

ବାଲେଶ୍ୱର,ପ୍ରବାହ ନ୍ୟୁଜ୍ : ଟିପିଏନଓଡିଏଲ ପକ୍ଷରୁ ଯୋଡ଼ାରେ ଏଚଟି ଓ ଇଏଚ୍‌ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର...

ବେଦାନ୍ତ ଆଲୁମିନିୟମ ଭାରତର ଶକ୍ତି ଲକ୍ଷ୍ୟକୁ ପୂରଣ କରିବା ସହିତ ଆର୍ôଥକବର୍ଷ ୨୫ରେ ୧.୫୭ ବିଲିୟନ ୟୁନିଟ୍ ସବୁଜ ଶକ୍ତି ବ୍ୟବହାର କରିଛି

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛି ଯେ ଏହା ଆର୍ôଥକ ବର୍ଷ ୨୫ରେ ୧.୫୭ ବିଲିୟନ ୟୁନିଟ୍...

ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ପକ୍ଷରୁ ନୂତନ ୱେଲଡିଂ ତାଲିମ ବ୍ୟାଚ୍ ଆରମ୍ଭ

ଧାମରା,ପ୍ରବାହ ନ୍ୟୁଜ୍ : ଶିଳ୍ପ ଭିତ୍ତିକ ଦକ୍ଷତା ବିକାଶ ମାଧ୍ୟମରେ ସ୍ଥାନୀୟ ଯୁବପିଢୀଙ୍କୁ ସଶକ୍ତ କରିବା ଦିଗରେ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ପକ୍ଷରୁ ଏହାର କୁଆମରାସ୍ଥିତ...

ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ଯାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା...